0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Anupama Rout
ନ୍ୟୁଜ୍
ଡାହାଣୀ ସନ୍ଦେହରେ ଭାଉଜକୁ ହତ୍ୟା କଲା ଦିଅର । ମୟୂରଭଞ୍ଜ ଜିଲ୍ଲା ପୋଖରିଆ ଗାଁର ଘଟଣା ।
By
Anupama Rout
Jan 18, 2024
11:24
IST
ନ୍ୟୁଜ୍
ବିଜ୍ଞାପନରେ ସବୁଠୁ ଅଧିକ ଖର୍ଚ୍ଚ କରିଛି ବିଜେପି । ଗୁଗଲ ଆଡ୍ ଖର୍ଚ୍ଚରେ ଶୀର୍ଷରେ ବିଜେପି , ବର୍ଷକରେ ୧୯ କୋଟି ଖର୍ଚ୍ଚ ।
By
Anupama Rout
Jan 18, 2024
11:07
IST
ନ୍ୟୁଜ୍
ଶୀତ ଦିନେ ବି ପାଣି ପାଇଁ ହଟହଟା । ଟ୍ୟୁବୱେଲରୁ ବାହାରୁନି ପାଣି । ନାଳ ପାଣି ପିଉଛନ୍ତି ଶହଶହ ଲୋକେ ।
By
Anupama Rout
Jan 18, 2024
10:52
IST
ନ୍ୟୁଜ୍
ପାକିସ୍ତାନ ଉପରେ ଇରାନ୍ ଏୟାର ଷ୍ଟ୍ରାଇକକୁ ନେଇ ଭାରତର ପ୍ରତିକ୍ରିୟା । ପ୍ରତିରକ୍ଷା ପାଇଁ ଇରାନ୍ ଏଭଳି ନିଷ୍ପତ୍ତିି ନେଇଥିବା କହିଲା ଭାରତ ।
By
Anupama Rout
Jan 18, 2024
10:19
IST
ନ୍ୟୁଜ୍
ମା’ କୋଳରୁ ଚୋରି ହୋଇଗଲା ଶିଶୁ ପୁତ୍ର । ଶୋଇଥିବାବେଳେ ମା’ ପାଖରୁ ଉଠାଇ ନେଲା ଦୁର୍ବୃତ୍ତ । ସିସିଟିଭିରେ କଏଦ ପୁରା ଘଟଣା ।
By
Anupama Rout
Jan 18, 2024
09:59
IST
ନ୍ୟୁଜ୍
ଡକାୟତି ଯୋଜନା କରିବାବେଳେ ମାଡି ବସିଲା ପୋଲିସ । ବନ୍ଧୁକ ଓ ମାରଣାସ୍ତ୍ର ସହ ୬ ଡକାୟତ ଗିରଫ ।
By
Anupama Rout
Jan 18, 2024
09:15
IST
ନ୍ୟୁଜ୍
ଆଗ ପଛ ହୋଇ ଆରପାରିକୁ ଚାଲିଗଲେ ମା’ , ପୁଅ । ଗୋଟିଏ ଘରୁ ଆଗପଛ ହୋଇ ଉଠିଲା ଦୁଇଟି କୋକେଇ ।
By
Anupama Rout
Jan 18, 2024
09:10
IST
ନ୍ୟୁଜ୍
ବାରିପଦା ସହରରେ ବୁଲୁଛି ହାତୀ । ପାଚେରୀ ଭାଙ୍ଗି ଏମ୍.କେ.ସି ହାଇସ୍କୁଲରେ ପଶିଲା ଦନ୍ତା । ଗୋଠ ଛଡା ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ଓ ବାରିପଦା ପୋଲିସ ନାକେଦମ୍ ।
By
Anupama Rout
Jan 18, 2024
08:55
IST
ନ୍ୟୁଜ୍
ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ପାଇଁ ଦୁଲୁକୁଛି ବରଗଡ ସହର । ନନ୍ଦରାଜାଙ୍କ ଘରେ ଗୋପପୁରବାସୀ ପାଳିଲେ ନନ୍ଦ ଉତ୍ସବ ।
By
Anupama Rout
Jan 18, 2024
08:46
IST
ନ୍ୟୁଜ୍
ଓଡିଶା-ପଶ୍ଚିମବଙ୍ଗ ସୀମାନ୍ତ ସୁବର୍ଣ୍ଣରେଖାରୁ ବାଲି ଚୋରିକୁ ନେଇ ତୁମୁଳକାଣ୍ଡ । ଚଢଉ ପାଇଁ ଯାଇଥିବା ପୁଲିସ ଉପରେ ଆକ୍ରମଣ କଲେ ବାଲି ମାଫିଆ ।
By
Anupama Rout
Jan 18, 2024
08:43
IST
Prev
1
...
655
656
657
Next
ସବସ୍କ୍ରାଇବ କରନ୍ତୁ