ବଢିଲା ମିକା ସିଂଙ୍କ ସୁରକ୍ଷା । ଚାରିପଟେ ବନ୍ଧୁକଧାରୀ , ଉପରେ ଡ୍ରୋନର ନଜର

କନକ ବ୍ୟୁରୋ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ସିଙ୍ଗର ମିକାଙ୍କ ଉପରେ ବିପଦ ଆଶଙ୍କା ବଢିଛି । ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତ ୧୫ ଦିନ ହେବ ମିକା ସିଂ ଯୋଧପୁରରେ ଏକ ରିଆଲିଟି ସୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁରକ୍ଷାକୁ…

ଶେଷ ଯାଏଁ ସାଥ୍ ଦେବାକୁ କହିଥିଲେ ହେଲେ ଅଧାରୁ ବାଟକାଟି ଚାଲିଗଲେ । ନିଆରା କେକେଙ୍କ ଲଭଷ୍ଟୋରୀ

କନକ ବ୍ୟୁରୋ: ଶେଷ ଯାଏଁ ସାଥ୍ ଦେବାକୁ କହିଥିଲେ ହେଲେ ଅଧାରୁ ବାଟକାଟି ଚାଲିଗଲେ । ବାକି ରହିଗଲା ଅନେକ କଥା । ଅସମୟରେ ଚାଲିଗଲା କେକେଙ୍କ ଜୀବନ । କୃଷ୍ଣ କୁମାର କୁନ୍ନଥ୍ ଓରଫ୍ କେକେ ବଲିଉଡ୍ ଇଣ୍ଡଷ୍ଟ୍ରିର ଆଗଧାଡିର ସିଙ୍ଗର । ନିଜ କ୍ୟାରିଅରରେ ୭୦୦ରୁ ଅଧିକ ଗୀତ ଗାଇ ସମସ୍ତଙ୍କ ମନ ମୋହି…

କେକେଙ୍କ ମୁହଁ , ମୁଣ୍ଡରେ ଆଘାତ ଚିହ୍ନ । ଅସାମାନ୍ୟ ମୃତ୍ୟୁ ନେଇ ପୋଲିସ ଦାଏର କଲା ମାମଲା

କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ସିଙ୍ଗର କୃଷ୍ଣ କୁମାର ଓରଫ୍ କେକେଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ମଙ୍ଗଳବାର ଏକ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଇଭ ଶୋ’ କରୁଥିବାବେଳେ ହଠାତ୍ ତାଙ୍କ ସ୍ୱାସ୍ୟ୍ଥାବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ସେଠାରୁ ତୁରନ୍ତ…

ପ୍ରେମ ପାଇଁ ସମୁଦ୍ର ପହଁରିଲେ ପ୍ରେମିକା । ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଲେ ।

କନକ ବ୍ୟୁରୋ: ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ ଭାବେ ସେ…

ସ୍ୱାମୀକୁ ୩ ଓଳିି ମ୍ୟାଗି ଖୁଆଉଥିଲେ ସ୍ତ୍ରୀ । ବିରକ୍ତ ହୋଇ ଛାଡପତ୍ର ଦେଲେ ସ୍ୱାମୀ

କନକ ବ୍ୟୁରୋ: ମ୍ୟାଗି ଖାଇବାକୁ ପିଲାଠାରୁ ବୟସ୍କ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ମ୍ୟାଗି ଖାଇବାକୁ ନେଇ ଛାଡପତ୍ର ଦିଆନିଆ କଥା କେବେ ଶୁଣିଛନ୍ତି? କିନ୍ତୁ ଏପରି ଘଟିଛି କର୍ଣ୍ଣାଟକ ମୈସୁର ସହରରେ । ଏଠି ମ୍ୟାଗୀକୁ କେନ୍ଦ୍ର କରି ପତ୍ନୀକୁ ଛାଡପତ୍ର ଦେଇଛନ୍ତି ସ୍ୱାମୀ । କଥା ହେଉଛି ସକାଳ…

ପୁରୁଣା ଗାଡି ପାଇଁ ବାଧ୍ୟତାମୂଳକ ସିକ୍ୟୁରିଟି ନମ୍ବର ପ୍ଲେଟ୍ । ଜାଣନ୍ତୁ ବୁକିଂର ସବିଶେଷ ପ୍ରକ୍ରିୟା ।

କନକ ବ୍ୟୁରୋ: ୨୦୧୯ ମସିହା ପୂର୍ବରୁ ପଞ୍ଚିକୃତ ଗାଡିରେ ପୁରୁଣା ନମ୍ବର ପ୍ଳେଟ୍ ବଦଳରେ ‘ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍’ ବା (ଏଚଏସଆରପି ) ଲଗାଇବା ପାଇଁ ଆସନ୍ତା ଜୁନ୍ ପହିଲାରୁ ବୁକିଂ ଆରମ୍ଭ ହେଉଛି । ଏଥିପାଇଁ ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ ମ୍ୟାନ୍ୟୁଫ୍ୟାକଚରର୍…