କୁଜଙ୍ଗରେ ୫୦ ଫୁଟର ଘାଇ ଯୋଗୁଁ ଲୋକେ ଜଳବନ୍ଦୀ : ଗତବର୍ଷ ମଧ୍ୟ ସମାନ ସ୍ଥାନରେ ସୃଷ୍ଟି ହୋଇଥିଲା ଘାଇ

159

କନକ ବ୍ୟୁରୋ : ପାରାଦୀପ କୁଜଙ୍ଗରେ ୫୦ ଫୁଟର ଘାଇ । ହରିପୁର ପଞ୍ଚାୟତର ତେରମାଣପୁର ନଦୀବନ୍ଧରେ ୫୦ ଫୁଟର ଘାଇ ସୃଷ୍ଟି ହୋଇଛି । ଲୋକ ଜଳବନ୍ଦୀରେ ଅଛନ୍ତି । ଗତବର୍ଷ ବନ୍ୟାରେ ଏହି ସମ୍ମାନ ସ୍ଥାନରେ ଘାଇ ହୋଇଥିଲା । ଜଳସମ୍ପଦ ବିଭାଗ ଅଧିକାରୀ ବନ୍ଧକୁ ନିର୍ମାଣ କରିବା ସତ୍ୱେ ପୁଣି ସେହି ସ୍ଥାନରେ ଘାଇ ସୃଷ୍ଟି ହୋଇଛି।