Daily Archives

July 1, 2024

୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରଥଯାତ୍ରା ଦେଖିବା ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ…

କନକ ବ୍ୟୁରୋ: ଏଥର ପୁରୀରେ ରଥଯାତ୍ରା ଦେଖିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜୁଲାଇ ୬ରୁ ୯ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି । ଆସନ୍ତା ୬ ତାରିଖ ଦିନ ଓଡ଼ିଶାରେ ପହଞ୍ଚିବେ ମହାମହିମ ରାଷ୍ଟ୍ରପତି । ଜୁଲାଇ ୬ରେ ଓଡ଼ିଶାରେ ପହଞ୍ଚିବା ପରେ ପ୍ରଥମେ…

ଆସିଲା ନିଟର ନୂଆ ମେରିଷ୍ଟ ଲିଷ୍ଟ ତାଲିକା । ଗ୍ରେସମାର୍କ ପାଇଥିବା ୧୫୬୩ରୁ ପରୀକ୍ଷାର୍ଥୀ ଦେଇଥିଲେ ୮୧୩ଜଣ, ୬୭ରୁ ୬୧…

କନକ ବ୍ୟୁରୋ: ନିଟ ପରୀକ୍ଷାରେ ଗ୍ରେସ ମାର୍କ ପାଇଥିବା ଛାତ୍ରଛାତ୍ରୀ ପୁର୍ନବାର ଯେଉଁ ପରୀକ୍ଷା ଦେଇଥିଲେ ତାର ଫଳାଫଳ ପ୍ରକାଶ ପାଇଛି । ମେରିଟ ଲିଷ୍ଟରେ ଟପ୍ପରଙ୍କ ସଂଖ୍ୟା ୬୭ରୁ ଖସି ୬୧ରେ ପହଁଚିଛି । ୨୩ଜୁନରେ ମୋଟ ୧୫୬୩ରୁ ୮୧୩ଜଣ ପରୀକ୍ଷା ଦେଇଥିଲେ । ମେ ୫ରେ ସାରା ଦେଶରେ ୪ହଜାର ୭୫୯…

ଉତ୍ତରଭାରତରେ ବର୍ଷାର ତାଣ୍ଡବ: ବନ୍ୟାପାଣିରେ ଭାସିଗଲା ପୂରା ପରିବାର

କନକ ବ୍ୟୁରୋ: ବର୍ଷା ସାଙ୍ଗକୁ ବଢ଼ି ହେଲା କାଳ। ପାଣି ସୁଅରେ ଭାସିଗଲା ପୁରା ପରିବାର। ହସ, ଖୁସିରେ ପିକନିକ୍ କରିବାକୁ ଯାଇଥିଲେ। ବର୍ଷାରେ ପରିବାର ଲୋକଙ୍କ ସହ ପ୍ରକୃତିର ମଜା ନେଉଥିଲେ। ହେଲେ ମୁହୂର୍ତ୍ତକରେ ସବୁକିଛି ବଦଳିଗଲା। ପାଣିର ସୁଅ ପୁରା ପରିବାରକୁ ଭସାଇ ନେଲା। ମହାରାଷ୍ଟ୍ର…

ଆଜିଠୁ ଦେଶରେ ବଦଳିଲା ଅପରାଧିକ ଆଇନ । ବ୍ରିଟିଶ ଆଇନ ସ୍ଥାନରେ ୩ ଆଇନ ସଂହିତା ଲାଗୁକୁ ବିରୋଧ କଲେ ବିଭିନ୍ନ ଦଳ ।

କନକ ବ୍ୟୁରୋ: ଜୁଲାଇ ୧ରୁ ଦେଶରେ ଲାଗୁ ହେଲା ନୂଆ ଅପରାଧିକ ଆଇନ । ଉଚ୍ଛେଦ ହୋଇଛି ୧୮୬୦ ମସିହାରୁ ଚାଲି ଆସୁଥିବା ବ୍ରିଟିଶ ନିୟମ । ଦେଢଶହ ବର୍ଷ ଧରି ଦେଶରେ କାମ କରୁଥିବା ବ୍ରିଟିଶ ଅମଳର ଏହି ପୁଲିସ ଆଇନ ଆଜିଠୁ ଇତିହାସ ପାଲଟିଛି । ଏଣିକି ଦଣ୍ଡ ନୁହେଁ ଜନତାଙ୍କୁ ନ୍ୟାୟ ଦେବା ଉପରେ…

ସାଧାରଣ ଜୀବନଯାତ୍ରାରେ ବଦଳିଲା ବହୁ ନିୟମ: ମୋବାଇଲ ସିମ ପୋର୍ଟେବିଲିଟି ପାଇଁ ଲାଗିବ ୭ଦିନ, ଆଇଟି ରିଟର୍ଣ୍ଣ ପାଇଁ…

କନକ ବ୍ୟୁରୋ: ଆଜିଠୁ ଆପଣଙ୍କ ପକେଟରେ ଦର ମାଡ ହୋଇପାରେ । ନୂଆ ବଜେଟ ଆସିବା ପୂର୍ବରୁ କିଛି ବିଶେଷ ପରିବର୍ତନ କରାଯାଇଛି । ତେବେ କିଛି ଆଶ୍ବସ୍ତି ବି ପାଇବେ ସାଧାରଣ ଜନତା । ଜୁଲାଇ ୧ରୁ ଦେଶରେ ବଦଳିଛି ଅନେକ ନିୟମ ।କେଉଁଠି ନୂଆ ନିୟମ ଲାଗୁ କରାଯାଇଛି ତ ପୁଣି କେଉଁଠି ପୁରୁଣା ନିୟମରେ…

ସଂସଦରେ ରାହୁଲ ଗାନ୍ଧୀ ବକ୍ତବ୍ୟକୁ ନେଇ ତୁମୁଳ ହଟଗୋଳ । ଦେବତା, ଧର୍ମଗୁରୁଙ୍କ ଫଟୋ ଧରି ଉଠାଇଲେ ଉଗ୍ର ହିନ୍ଦୁତ୍ୱ…

କନକ ବ୍ୟୁରୋ: ସଂସଦର ଲୋକସଭା ଭବନରେ ଆଜି ଡ୍ରାମାଟିକ୍ ସିନ ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଭଗବାନ ଶିବଙ୍କ ଫଟୋ ଦେଖାଇ ମୋଦୀ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ଯାହାକୁ ନେଇ ବିବାଦ ଆରମ୍ଭ ହୋଇଥିବା ବେଳେ ମୁହାଁମୁହିଁ ହୋଇଛନ୍ତି ରାହୁଲ ଓ ମୋଦୀ । ପ୍ରଥମ ଥର…