Daily Archives

April 27, 2018

ପୁଅ ଝିଅ ଗାଡି ଚଲାଇଲେ, ବାପା ମା’ ଗିରଫ ହେଲେ ! ନାବାଳକଙ୍କୁ ଗାଡି ଚଲାଇବାକୁ ଦେବା ପୂର୍ବରୁ ସାବଧାନ, ନହେଲେ…

ଦେଶରେ ପ୍ରାୟତଃ ସମସ୍ତ ସହରରେ ନାବାଳକ ପିଲାମାନେ ଗାଡି ଚଲାଉଥିବାର ଦେଖିବାକୁ ମିଳିଥାଏ । ଏବଂ ଅଧିକାଂଶ ସମୟ ଏହାର କୁପରିଣାମ ମଧ୍ୟ ଦୁର୍ଘଟଣା ରୂପରେ ସାମ୍ନାକୁ ଆସିଥାଏ । ଆଉ ଏହା ପରେ ମଧ୍ୟ ବାପା ମା’ ମାନେ ପିଲାମାନଙ୍କୁ ଗାଡି ଚଲାଇବା ପାଇଁ ଅନୁମତି ଦେଇଥାନ୍ତି । କିନ୍ତୁ ଏହି ଘଟଣା…

ସିସିଟିଭି ସ୍କାନରରେ ରହିବ ଗୁରୁପ୍ରିୟା ସେତୁ ! ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ସୁରକ୍ଷା ନେଇ…

କନକ ବ୍ୟୁରୋ : ଚିତ୍ରକୋଣ୍ଡା ବିଚ୍ଛିନ୍ନାଂଚଳକୁ ସଂଯୋଗ କରିବାକୁ ଥିବା ବହୁ ପ୍ରତିକ୍ଷିତ ଗୁରୁପ୍ରୀୟା ସେତୁ ସୁରକ୍ଷା କାମରେ ଲାଗିବ ସିସିଟିଭି । ପୋଲ ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଏହାକୁ ମାଓ କବଳରୁ ସୁରକ୍ଷିତ ରଖିବା ପାଇଁ ମାଲକାନଗିରି ପୋଲିସ ପାଇଁ ବଡ ଚ୍ୟାଲେଂଜ ।…

ଶୋଷରେ ନଇକୂଳିଆ ଗାଁ ! କୁମ୍ଭୀର ଭୟରେ ନଦୀକୁ ପାଣି ପାଇଁ ଯିବାକୁ ଭୟ କରଛନ୍ତି ରାଜନଗର ବାସୀ

କନକ ବ୍ୟୁରୋ : ପାଣି ଚିନ୍ତାରେ କେନ୍ଦ୍ରପାଡ଼ା ରାଜନଗର ଅଞ୍ଚଳବାସୀ । ପାଣି ପାଇଁ ବହୁ ଅସୁବିଧାର ସାମ୍ନା କରୁଛନ୍ତି ନଦୀକୂଳିଆ ଗ୍ରାମବାସୀ । ଖରାଦିନେ ନଇକୂଳିଆ ଲୋକ ପାନୀୟ ଜଳ ପାଇଁ ନଦୀ ଉପରେ ନିର୍ଭର କରିଥାନ୍ତି । ହେଲେ ନଦୀରେ କୁମ୍ଭୀର ଆକ୍ରମଣ ଏଠାକାର ଲୋକଙ୍କ ପାଇଁ ନୀତିଦିନିଆ…

ଓଡିଶାରେ ଖାପ୍ ପଂଚାୟତ ! ନବରଙ୍ଗପୁରରେ ମହିଳା ଓ ଯୁବକଙ୍କୁ ନିସ୍ତୁକ ମାଡ ମାରିବା ସହ ଗାଁ ଦାଣ୍ଡରେ ଲଣ୍ଡା କରି…

କନକ ବ୍ୟୁରୋ : ଓଡିଶାରେ ଖାପ ପଂଚାୟତ । ନବରଙ୍ଗପୁର ଝରିଗାଁ ବ୍ଲକ ବୁଆଲିବେଡା ଗାଁରେ ଘଟିଛି ଅଭାବନୀୟ ଘଟଣା  । ଜଣେ ଯୁବକ ଓ ଅଙ୍ଗନବାଡି କର୍ମୀଙ୍କୁ ଗ୍ରାମବାସୀ ନିସ୍ତୁକ ମାଡ ମାରିବା ସହ ଲଣ୍ଡା କରି ଗାଁରେ ବୁଲାଇଛନ୍ତି । ଖବର ଅନୁସାରେ ବୁଆଲିବେଡା ଗାଁର ଜଣେ ଅଙ୍ଗନବାଡି କର୍ମୀଙ୍କ…

ରାଜ୍ୟର ଆଉ ୪ଟି ସ୍ଥାନରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାନେଟୋରିୟମ ! ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ପ୍ଲାନେଟୋରିୟମ…

କନକ ବ୍ୟୁରୋ : ରାଜ୍ୟର ଆଉ ୪ଟି ସ୍ଥାନରେ ନିର୍ମାଣ ହେବ ଅତ୍ୟାଧୁନିକ ପ୍ଲାନେଟୋରିୟମ । ଭୁବନେଶ୍ୱର ଓ ସମ୍ବଲପୁର ପରେ ଏବେ ଗୋପଳପୁର, ରାୟଗଡା, ବାରିପଦା ଓ କେନ୍ଦୁଝରରେ ନିର୍ମାଣ ହେବାକୁ ଯାଉଛି ପ୍ଲାନେଟୋରିୟମ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟସ୍ଥ କାନିସ ମୌଜା ବିକ୍ରମପୁର ଠାରେ ୫ ଏକର…

ଦିନେ ଭାରତରେ ଥିଲେ ସାମ୍ବାଦିକ, ଏବେ ବ୍ରିଟେନର ପରିବହନ ମନ୍ତ୍ରୀ ! ପଢନ୍ତୁ ଜନସନଙ୍କ ଜୀବନ କାହାଣୀ ।

ପରିଶ୍ରମ ଏବଂ ଆତ୍ମବିଶ୍ୱାସ ଦ୍ୱାରା ଦିନେ ନା ସଫଳତା ମିଳିଥାଏ । ଏହାର ଏକ ଜଳନ୍ତ୍ୱ ଉଦାହରଣ ଏବେ ସାମ୍ନାକୁ ଆସିଛି । ଇତିହାସକାର ରାମଚନ୍ଦ୍ର ଗୁହା ଏକ ଟ୍ୱିଟ କରିଛନ୍ତି । ଏହି ଟ୍ୱିଟ ଦ୍ୱାରା ଜଣେ ବିଶେଷ ବ୍ୟକ୍ତି ସାମ୍ନାକୁ ଆସିଛନ୍ତି । ତେବେ ଏହି ବ୍ୟକ୍ତି ଆଉ କେହି ନୁହନ୍ତି,…