Daily Archives

April 22, 2018

ମାଓବାଦୀଙ୍କୁ ଝଟକା ! ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ମାଓବାଦୀ ମୃତ

ମହାରାଷ୍ଟ୍ର ଗଡଚିରୋଲିରେ ବଡ ନକ୍ସଲ ବିରୋଧି ଅପରେସନ୍ । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି ୧୪ ମାଓବାଦୀ । ଗୁଇନ୍ଦା ସୂଚନା ମିଳିବା ପରେ ଗଡଚିରୋଲିର କସନପୁର ଅଂଚଳରେ ଆଜି ଦିନ ୧୧ଟା ବେଳେ ସି-୬୦ କମାଣ୍ଡୋଙ୍କ ସହ ମହାରାଷ୍ଟ୍ର ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ୍…

ଗାଁ ଦାଣ୍ଡରେ ବୁଲିଲା ୧୬ ଫୁଟିଆ ଅଜଗର, ଉଦ୍ଧାର କଲା ବନବିଭାଗ ।

କନକ ବ୍ୟୁରୋ : ଧରାପଡିଲା ୧୬ ଫୁଟର ଅହିରାଜ । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବନାଂଚଳର ପେଣ୍ଡୁରାବାଡି ଗାଁରୁ ଆଜି ସକାଳେ ଏହି ଅହିରାଜ ସାପ ଉଦ୍ଧାର କରାଯାଇଛି । ଗାଁରେ ଏହି ବିରଳ ବିରାଟକାୟ ବିଷଧର ସାପଟି ବୁଲୁଥିବା ଦେଖି ଲୋକେ ବନବିଭାଗକୁ ଖବର ଦେଇଥିଲେ । ପରେ ରେଞ୍ଜର ପରମାନନ୍ଦ…

କଂଗ୍ରେସ ଉଠିବ ଓଡ଼ିଶା ହସିବ ! କଂଗ୍ରେସ ଶିବିରରେ ନୂଆ ଉତ୍ସାହ ଭରିଦେଲେ ନିରଞ୍ଜନ , ପ୍ରଭାରୀ କହିଲେ, ରାହୁଲଙ୍କ…

କନକ ବ୍ୟୁରୋ : କଂଗ୍ରେସ ପାଇଛି ପୁନର୍ଜୀବନ । ବରିଷ୍ଠ ନେତା ନିରଂଜନ ପଟ୍ଟନାୟକ ପୁଣି ଥରେ ପିସିସି ସଭାପତି ହେବା ପରେ ଚଳଚଂଚଳ ହୋଇ ଉଠିଛି ରାଜ୍ୟ କଂଗ୍ରେସ ଶିବିର । ଗତକାଲି ବିଶାଳ ଶୋଭାଯାତ୍ରା ପରେ ଆଜି କଂଗ୍ରେସ ଭବନରେ ବିଧାୟକ ଓ କର୍ମକର୍ତାଙ୍କ ସହ ଆଲୋଚନା କରିଛନ୍ତି ପିସିସି ସଭାପତି…

ମହାନଦୀ ପାଇଁ ମହାସମ୍ମିଳନୀରେ ବିଜେପିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ! କହିଲେ, ଛତିଶଗଡ଼ର ଦାଦାଗିରିକୁ ନେଇ ଗାଁ…

କନକ ବ୍ୟୁରୋ : ବିଜେଡି ମହାନଦୀ ମହାସମ୍ମିଳନୀରେ ଛତିଶଗଡ଼ ଓ କେନ୍ଦ୍ରର ବିଜେପି ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସେମାନେ ମହାନଦୀ ପାଣିକୁ ଅଟକାଇ ଦେଇଛନ୍ତି । ବିଜେପିର ଏହି କାର୍ଯ୍ୟକୁ ଓଡ଼ିଶାବାସୀଙ୍କୁ ଜଣାଇବା ଲାଗି ଦଳୀୟ ନେତା…

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରୁ ଉଠିବ ପରଦା ! ପୋଲିସକୁ ମିଳିଛି ବଡ ସୁରାକ, ସକାଳୁ ଭଇଁସା କଲେଜ ଇଂରାଜୀ…

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରୁ ପରଦା ଉଠିିବା ସମ୍ଭାବନା ପ୍ରକାଶ ପାଇଛି । କାରଣ ଦୀର୍ଘ ଦୁଇମାସ ପରେ କ୍ରାଇମବ୍ରାଂଚ ପୋଲିସକୁ ମିଳିଛି ବଡ ସୁରାକ । ଯେଉଁ ଆଧାରରେ ଭଇଁସା କଲେଜର ଇଂରାଜୀ ଅଧ୍ୟାପକଙ୍କୁ ଆଜି ଭୋରୁ ଉଠାଇ ନେଇଛି ପୋଲିସ । କୁହାଯାଉଛି କଲେଜର ଅଧ୍ୟକ୍ଷ…

ଏମିତି ବି ହୁଏ ପ୍ରେମ ! ୭୨ ବର୍ଷୀୟ ମହିଳା ଏବଂ ୧୯ ବର୍ଷର ବାଳକ ବିବାହ ବନ୍ଧନରେ ହେଲେ ଆବଦ୍ଧ ।  

କଥାରେ ଅଛି ପ୍ରେମ ବୟସ, ଜାତି, ଧର୍ମ କିଛି ମାନିନଥାଏ । ଆଉ ଏହି ଉକ୍ତିର ସତ୍ୟତା ଏବେ ସାମ୍ନାକୁ ଆସିଛି । ଜଣେ ୭୨ ବର୍ଷୀୟ ମହିଳା ଜଣେ ୧୯ ବର୍ଷର ବାଳକ ସହ ବିବାହ କରିଛନ୍ତି । ଖବରଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ୍ୟ । ଆମେରିକାର ଟେନେସୀ ରାଜ୍ୟର ମେରିବିଲେର ବାସିନ୍ଦା ଅଲମେଡା ଏରେଲ…