Daily Archives

April 16, 2018

ଖାଲି ପ୍ରେଗ୍ନାନ୍ସି ଟେଷ୍ଟ କିଟରୁ ନୁହେଁ ବରଂ ସାଧାରଣ ସାବୁନରୁ ବି ଜାଣିପାରିବେ ଆପଣ ଗର୍ଭବତୀ ଅଛନ୍ତି କି ନାହିଁ

ମା’ ହେବା ଜଣେ ମହିଳା ଜୀବନର ସବୁଠୁ ବଡ ସୌଭାଗ୍ୟ ହୋଇଥାଏ । ବିବାହ ପରେ ଯେତେବେଳେ କୌଣସି ମହିଳା ମନରେ ମାଆ ହେବାର ଆଶା ସଂଚାର ହୋଇଥାଏ ସେତେବେଳେ ସେ ଏହି ଖୁସିକୁ ନିଜ ପରିବାରର ବାକି ସଦସ୍ୟଙ୍କ ସହିତ ବାଂଟିବ ପରିବର୍ତ୍ତେ ପ୍ରଥମେ ନିଜେ ଏହାର ସତ୍ୟତା ଜାଣିବାକୁ ଚେଷ୍ଟା କରେ କି…

ଫେରିଲା ତାତି : ୪୦ ଡିଗ୍ରୀ ଛୁଇଁଲା ରାଜଧାନୀର ତାପମାତ୍ରା, ଗତକାଲି ଟିଟିଲାଗଡର ୪୧ ଡିଗ୍ରୀ ଥିଲା ପାରଦ

କନକ ବ୍ୟୁରୋ : ରାଜ୍ୟରେ ପୁଣି ଫେରିଲା ତାତି । ପାରା ପରେ ପାରା ଡେଉଁଛି ପାରଦ । ଆଜି ରାଜଧାନୀ ଭୁବନେଶ୍ୱରର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି । ଗତକାଲି ବଲାଙ୍ଗୀର ଟିଟିଲାଗଡର ତାପମାତ୍ରା ୪୧ ଡିଗ୍ରୀ ଛୁଇଁଥିଲା । ଆଜି ବି ସେହି ସମାନ ସ୍ଥିତି ରହିଛି । ଭୁବନେଶ୍ୱର ତାପମାତ୍ରା ୩୯ଦଶମିକ…

ଅଣ୍ଡାରେ ବି ରହିବ ଟ୍ୟାଗ : ବଜାରରେ ବିକ୍ରି ହେବ ଏକ୍ସପାରୀ ଟ୍ୟାଗ ଥିବା ଅଣ୍ଡା, ପ୍ରାଥମିକ ପର୍ଯ୍ୟାୟରେ ବଲାଙ୍ଗୀରରୁ…

କନକ ବ୍ୟୁରୋ : ଆଉ ମିଳିବନି ନକଲି ଅଣ୍ଡା । ଏଣିକି ବଜାରରେ ବିକ୍ରି ହେବ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା । ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଏକ୍ସପାୟରୀ ଟ୍ୟାଗ ଥିବା ଅଣ୍ଡା ବିକ୍ରି କରାଯିବ । ଅଣ୍ଡାର ଏକ୍ସପାୟରୀ ଦେଖି ଗ୍ରାହକମାନେ ମଧ୍ୟ ସଚେତନ ହୋଇପାରିବେ । ଏଣିକି ବଜାରରେ ମିଳିବ…

କାଳବୈଶାଖୀ ପରେ କୋରାପୁଟ ବନିଥିଲା କାଶ୍ମୀର : ବର୍ଷାର ୪ ଦିନ ପରେ ବି ଗାଁରୁ ହଟିନି କୁଆପଥର, ଉଜୁଡି ଯାଇଛି ଚାଷୀର…

କନକ ବ୍ୟୁରୋ : କାଳବୈଶାଖୀ ତାଣ୍ଡବର ୪ ଦିନ ପରେ ବି ସୁଦ୍ଧା ଗାଁରୁ ହଟୁନି କୁଆପଥର । ସ୍ଥିତି ଏଭଳି ହୋଇଛି ଯେ, ପବନ ଆସିଲେ ଘର ଭିତରକୁ ଦୌଡ଼ୁଛନ୍ତି ଗ୍ରାମବାସୀ । କାଳବୈଶାଖୀ ପ୍ରଭାବରେ ଗାଁରେ ସୃଷ୍ଟି ହୋଇଥିବା କାଶ୍ମୀର ଭ୍ରମକୁ ସ୍ଥାନୀୟ ବାସିନ୍ଦା ମନଭରି ଉପଭୋଗ କରିଛନ୍ତି । ହେଲେ ତା…

ବଡ ନିଷ୍ପତି : ଏଣିକି ମହିଳାମାନେ ପିନ୍ଧିପାରିବେନି ଜିନ୍ସ ଆଉ ଧରି ପାରିବେନି ମୋବାଇଲ୍

ମହିଳାଙ୍କ ପାଇଁ ଏଭଳି ଏକ ଅଜବ କଟକଟା ଲାଗୁ କରିଛି ହରିୟାଣାର ଏକ ଗାଁରେ ବସିଥିବା ପଂଚାୟତ । ସୂଚନା ମୁତାବକ, ହରିୟାଣାର ଇର୍ଶାପୁର ଖେଡି ନାମକ ଗାଁର ପଂଚାୟତ ମହିଳାଙ୍କ ପାଇଁ ଏଭଳି ଏକ ଅଜବ ନିୟମ ଲାଗୁକରିଛି । ଗାଁର ସରପଂଚ ପୂରା ଗାଁରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ କଡା…

ଫେସବୁକ ଆକାଉଣ୍ଟରୁ ତୁରନ୍ତ ଡିଲିଟ କରନ୍ତୁ ଏହି ୫ଟି ତଥ୍ୟ , ନଚେତ ପଡିପାରନ୍ତି ଅସୁବିଧାରେ

ଆଜିକାଲି ଦୁନିଆ ବହୁତ ସୋଶିଆଲ ହୋଇଗଲାଣି । ବଡରୁ ଆରମ୍ଭ କରି ଛୋଟ ପର୍ଯ୍ୟନ୍ତ ଫେସବୁକ ଭଳି ସୋଶିଆଲ ସାଇଟରେ ଲାଇକ ବଢ଼ାଇବା ପାଇଁ ଭଲ ଭଲ ଫଟୋ ସେୟାର କରନ୍ତି । ଫଟୋର ଲାଇକ କମିଗଲେ ପୁଣି ନିରାଶ ହୋଇଯାନ୍ତି । ଲୋକମାନଙ୍କୁ ଲାଗେ କି ସେମାନଙ୍କୁ ଫେସବୁକରେ ସ୍ୱାଧୀନତା ମିଳିଛି ଓ ସେମାନେ…