Daily Archives

April 10, 2018

ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୧୧ ତମ ସ୍ୱର୍ଣ୍ଣ ! ୨୫ ମିଟର ସୁଟିଂରେ ହୀନା ସିଦ୍ଧୁ ପାଇଲେ ଆଉ ଏକ ପଦକ

କନକ ବ୍ୟୁରୋ : ସୁନା ଆଣିଲେ ରାଇଫଲ ରାଣୀ । ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଖରେ ଆଉ ଏକ ସ୍ୱର୍ଣ୍ଣ । ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ଆଉ ଏକ ସୁନା ଆଣିଛନ୍ତି ସୁନା ଝିଅ ହୀନା । ଫାଇନାଲରେ ଚମତ୍କାର ପ୍ରଦର୍ଶନ କରି ଡେଂଟିଷ୍ଟ ସୁଟର ହୀନା ସିଦ୍ଧୁ ଭାରତକୁ…

ବାପୁଙ୍କ କର୍ମଭୂମିରେ ନରେନ୍ଦ୍ର ମୋଦି : ଚମ୍ପାରଣ ସତ୍ୟାଗ୍ରହକୁ ଶହେ ବର୍ଷ ପୂର୍ତ୍ତି ଅବସରରେ ଶତାବ୍ଦୀ ଉଦଯାପନୀ…

କନକ ବ୍ୟୁରୋ : ବାପୁଙ୍କ କର୍ମଭୂମିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିହାରର ମୋତିହାରି ଚମ୍ପାରଣ ସତ୍ୟାଗ୍ରହର ଶତାବ୍ଦୀ ଉଦଯାପନୀ ସମାରୋହରେ ଯୋଗ ଦେଇଛନ୍ତି ମୋଦି । ଏହି ଅବସରରେ ବିଭିନ୍ନ ପ୍ରକଳ୍ପର ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ବିଶେଷ ଭାବରେ କଟିହାର ଓ ପୁରୁଣା ଦିଲ୍ଲୀ…

ସଂରକ୍ଷଣ ବିରୋଧରେ ବିଭିନ୍ନ ସଂଗଠନର ଭାରତ ବନ୍ଦ ! ଉତ୍ତର ପ୍ରଦେଶରେ ବଦଳିଗଲା ଆମ୍ବେଦକରଙ୍କ ରଙ୍ଗ

କନକ ବ୍ୟୁରୋ : ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତ୍ତିକ ଆରକ୍ଷଣକୁ ବିରୋଧ କରି ଭାରତ ବନ୍ଦ ପାଳନ ବେଳେ ଉତ୍ତର ପ୍ରଦେଶରେ ସମ୍ବିଧାନ ପ୍ରତିଷ୍ଠାତା ବି.ଆର. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ରଂଗକୁ ନେଇ ରାଜନୀତି ଜୋର୍ ଧରିଛି । ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପ୍ରଥମେ ଗେରୁଆ ଏବଂ ପରେ…

ଉପବାସ କରିବେ ମୋଦି : ସଂସଦରେ ହଟ୍ଟଗୋଳ ମୁଲତବୀ ନେଇ ବିଜେପି ସାଂସଦଙ୍କ ସହ ବସିବେ ଉପବାସରେ

କନକ ବ୍ୟୁରୋ : ସଂସଦରେ ବିରୋଧୀମାନେ ବାରମ୍ବାର ହଟ୍ଟଗୋଳ କରିବାରୁ ଶୀତ ଅଧିବେଶନ ନିଷ୍ଫଳ ହୋଇଯାଇଛି । ଏହାର ପ୍ରତିବାଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ୧୨ ଏପ୍ରିଲକୁ ଦିନିକିଆ ଉପବାସ କରିବେ । ପିଏମ ମୋଦି ଓ ଅମିତ ଶାହା ସମେତ ବିଜେପିର ସମସ୍ତ ସାଂସ…

ଖରାଦିନ ଆରମ୍ଭରୁ ପୁଣି ଫେରିଲା ମହାନଦୀ ପ୍ରସଙ୍ଗ ! ହୀରାକୁଦ ତଳ ମୁଣ୍ଡରେ ଶୁଖିଲା ପଡିଛି ଓଡିଶାର ଜୀବନରେଖା

କନକ ବ୍ୟୁରୋ : ଖରାଦିନ ଆରମ୍ଭରୁ ପୁଣି ପ୍ରସଙ୍ଗ ପାଲଟିଲା ମହାନଦୀ । ଓଡିଶାର ଜୀବନରେଖା ହୋଇ ରହିଆସିଥବା ଏହି ନଦୀ ଏବେ ସାଂଘାତିକ ଅବସ୍ଥା ଆଡକୁ ଗତି କରୁଛି । ମହାନଦୀରେ ପାଣି ଯେତିକି କମୁଛି, ତାସହ ତାଳଦେଇ ସେତିକି ବଢୁଛି ରାଜନୀତି । ହୀରାକୁଦ ଜଳଭଣ୍ଡାର ନିକଟସ୍ଥ ମହାନଦୀର ତିନିଟି ଅଂଚଳ…

ପୁଣି ଆସିଲା ଟେଣ୍ଡର ଫିକ୍ସିଂ ଅଭିଯୋଗ ! କେନ୍ଦ୍ରାପଡାରେ ଟେଣ୍ଡର ନେଇଥିବା ବ୍ୟକ୍ତିଙ୍କୁୁ ଟିଟୋ ଗ୍ୟାଙ୍ଗର ସଦସ୍ୟ କଲେ…

କନକ ବ୍ୟୁରୋ : ଓଡିଶାରେ ପୁଣି ଟେଣ୍ଡର ଫିକ୍ସିଂ ଅଭିଯୋଗ । ଆଉ ଏହା ପଛରେ ଟିଟୋ ଗ୍ୟାଙ୍ଗର ହାତ ଥିବା କଥା ଧୀରେ ଧୀରେ ପଦାକୁ ଆସୁଛି । କଟକ ଡିସିପି ମଧ୍ୟ କହିଥିଲେ, ଡି-ବ୍ରଦର୍ସ ଜେଲ୍ ଯିବା ପରେ ଟିଟୋ ଗ୍ୟାଙ୍ଗ ପୁଣି ସକ୍ରିୟ ହୋଇଉଠିଛି । ଏହି ସନ୍ଦେହ ସତ ପ୍ରମାଣିତ ହୋଇଛି । କନକ ନ୍ୟୁଜ୍…