Daily Archives

April 9, 2018

ଆତଙ୍କବାଦୀଙ୍କ ମୂଳପୋଛ ପାଇଁ ଏହି ବଟିକା ସାଜିଥିଲା ଶସ୍ତ୍ର : ଜାଣନ୍ତୁ ଭାଏଗ୍ରା ବିଷୟରେ କିଛି ରୋଚକ ତଥ୍ୟ

ଭାଏଗ୍ରାର ନାଁ ପ୍ରତ୍ୟେକ ପୁରୁଷଙ୍କୁ ମନେ ଥାଏ । ଫିକା ବାଇଗଣୀ ରଙ୍ଗର ଏହି ବଟିକାର ନାମ ଶୁଣିଲେ ଆପଣଙ୍କ ମନରେ ବହୁତ କଥା ଉଙ୍କି ମାରୁଥିବ । ଆଜି ଆମେ ଆପଣଙ୍କୁ ଏହି ବିଷୟରେ କିଛି ରୋଚକ ତଥ୍ୟ ଜଣାଇବାକୁ ଯାଉଛୁ । • ଆତଙ୍କବାଦୀ ସଂଗଠନ ତାଲିବାନର ମୂଳପୋଛ କରିବା ପାଇଁ ଆମେରିକା…

ମାଲାମାଲ୍ କରିବ ଏଟିଏମ ! ଜାଣନ୍ତୁ ଘରେ ବସି କିପରି ଏଟିଏମରୁ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା

ଏଟିଏମକୁ ସାଧାରଣତଃ ଟଙ୍କା ଉଠାଇବା ଓ ଜମା କରିବାର ଏକ ମାଧ୍ୟମ ବୋଲି ଆପଣ ଭାବୁଥିବେ । ହେଲେ କେବେ ଚିନ୍ତା କରିଛନ୍ତି କି ଏଟିଏମରୁ ଟଙ୍କା ଉଠାଇବା ବ୍ୟତୀତ ଆପଣ ଏଥିରୁ ଟଙ୍କା ରୋଜଗାର ମଧ୍ୟ କରିପାରିବେ । ଆଶ୍ଚର୍ଯ୍ୟ ଲାଗୁଛି ନା । ମାତ୍ର ଏହା ସମ୍ଭବ ଅଟେ । ଆପଣ ଏଟିଏମ ଖୋଲି ଘରେ ବସି…

କନକ ନ୍ୟୁଜ ଏକ୍ସକ୍ଲୁସିଭ: ବର୍ଷା-ଅନୁଭବ ସଂପର୍କରେ ଫାଟ? ସୋସିଆଲ ମିଡିଆର ପୋଷ୍ଟ ପରସ୍ପର ପାଇଁ ନୁହେଁ ତ?

କନକ ନ୍ୟୁଜ : ଓଲିଉଡର ଶୁଆ- ଶାରୀ କୁହାଯାଉଥିବା ସୁପରଷ୍ଟାର ଅନୁଭବ ଓ ବର୍ଷାଙ୍କୁ ନେଇ ପୁଣି ଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥର ଚର୍ଚ୍ଚା ତାଙ୍କ କ୍ୟାରିୟରକୁ ନେଇ ନୁହେଁ ବରଂ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ । ଅଲଗା ହୋଇପାରନ୍ତି ଓଲିଉଡ଼ର ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷା । ଏନେଇ ସୋସିଆଲ…

ଶରୀର ପାଇଁ ବେଶୀ ଉପକାରୀ ଆମ୍ବ ପତ୍ର ! ଜାଣନ୍ତୁ କିପରି . . .

ଆମ୍ୱ ଏପରି ଏକ ସୁସ୍ୱାଦୁ ଫଳ, ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି । ଏଥିପାଇଁ ଆମ୍ୱକୁ ଫଳ ମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ । ଗ୍ରୀଷ୍ମ ଦିନରେ ପ୍ରଚୁର ମାତ୍ରାରେ ଫଳୁଥିବା ଆମ୍ୱ କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ । ମୋତିଆବିନ୍ଦୁ, ମୋଟାପଣ ଆଦି ସହ…

ଗୋଷ୍ଠୀ ସଂର୍ଘଷର କରୁଣ ପରିଣତି : ଗାଁ ଜାଳିଦେଲା ପ୍ରତିହିଂସାର ନିଆଁ!

କନକ ବ୍ୟୁରୋ : ନିଆଁ କରିଦେଇଛି ବେସାହାରା । ପାଉଁଶ ହୋଇଯାଇଛି ୬୦ରୁ ଅଧିକ ଘର । ସର୍ବହରା ହୋଇଯାଇଛନ୍ତି ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବରପଲୀ ଗାଁର ୪୦ ଦଳିତ ପରିବାର । ନିଆଁର ଆଁରେ ସବୁ ଜଳି ଯିବା ପରେ ପାଉଁଶ ହୋଇଯାଇଛି କୁଆଁରୀ ଝିଅର ବିବାହ ସ୍ୱପ୍ନ । ସବୁ କିଛି ଜଳି ପୋଡି…

ଭୋଟ୍ ଦେଲେ ତାଡି ବିକ୍ରି ପାଇଁ ମିଳିବ ଅନୁମତି : ପୂର୍ବତନ ମୁଖ୍ୟମନ୍ତ୍ରୀ

ସରକାରକୁ ଆସିଲେ ଆମେ ତାଡ଼ି ବିକ୍ରି ଉପରେ ଲାଗିଥିବା ନିଷେଧାଜ୍ଞା ଉଠାଇଦେବୁ । ବିହାରରେ ଶାସନ କରୁଥିବା ନୀତୀଶ ସରକାର ରାଜ୍ୟରେ ତାଡ଼ି ବିକ୍ରି ବନ୍ଦ କରିଥିବାରୁ ଏହି ସରକାର ଦଳିତ ବିରୋଧୀ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆଓ୍ଵାମ ମୋର୍ଚ୍ଚାର ରାଷ୍ଟ୍ରୀୟ…