Daily Archives

April 8, 2018

କ୍ୟାପଟେନ ହେବ ତ ଏମିତି ! ଧୋନିଙ୍କ ଗୋଟିଏ ଇସାରା ବଦଳାଇ ଦେଲା ମ୍ୟାଚର ମୋଡ, ଜାଣନ୍ତୁ ଚେନ୍ନାଇ ବିଜୟ ପଛର କାହାଣୀ

କନକ ବ୍ୟୁରୋ : ଆରମ୍ଭ ହୋଇଛି ଆଇପିଏଲ ମହାସମର । ଫଟାଫଟ କ୍ରିକେଟର ମଜା ଉଦଘାଟନୀ ମ୍ୟାଚରୁ ହିଁ ଦେଖିବାକୁ ମିଳିଛି । ୱାଙ୍ଖଡେ ଷ୍ଟାଡିୟରେ ଖେଳାଯାଇଥିବା ଆଇପିଏଲର ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ରୋମାଞ୍ଚକର ମ୍ୟାଚରେ ପରାସ୍ତ କରି ଜବରଦସ୍ତ କମବ୍ୟାକ କରିଛି…

ପ୍ରଥମ ଥର ପାଇଁ ସୂର୍ଯ୍ୟଙ୍କ ନିକଟକୁ ପଠାଯିବ ମହାକାଶଯାନ ! ଆରମ୍ଭ ହେବ ନାସାର ସୋଲାର ମିଶନ, ସୂର୍ଯ୍ୟଙ୍କ ବିଷୟରେ…

ସୂର୍ଯ୍ୟଙ୍କ ଉପରେ ଗବେଷଣା କରିବାକୁ ଯିବ ମହାକାଶଯାନ । ଏଭଳି ଦୁଃସାହସିକ ପଦକ୍ଷେପ ନେବାକୁ ଯାଉଛି ଆମେରିକାର ମହାକାଶ ଗବେଷଣା ସଂସ୍ଥା- ନାସା । ସକଳ ଶକ୍ତିର ଆଧାର କୁହାଯାଉଥିବା ସୂର୍ଯ୍ୟ ବାବଦରେ ଅଧିକ ତଥ୍ୟ ହାସଲ କରିବାକୁ ଆଗାମୀ ଜୁଲାଇ ୩୧ ତାରିଖରୁ ଆରମ୍ଭ ହେବ ଅଭିଯାନ । ଆସନ୍ତା…

କିଭଳି ଅଟକିଗଲା ବିନା ଇଞ୍ଜିନର ଟ୍ରେନ ? ୧୪ ଶହ ଜଣ ଯାତ୍ରୀଙ୍କ ପାଇଁ କିଏ ସାଜିଥିଲା ଦେବଦୂତ, ପଢନ୍ତୁ ଏହି ରିପୋର୍ଟ

କନକ ବ୍ୟୁରୋ : କିଭଳି ଅଟକିଗଲା ବିନା ଇଞ୍ଜିନର ଟ୍ରେନ । ଆଉ କିଭଳି ଏକ ନିଶ୍ଚିତ ବିପତିରୁ ରକ୍ଷା ପାଇଗଲେ ଶହଶହ ଯାତ୍ରୀ । କିଏ ସାଜିଥିଲା ୧୪ ଶହ ଯାତ୍ରୀଙ୍କ ପାଇଁ ଦେବଦୂତ । ବିନା ଇଞ୍ଜିନ ଟ୍ରେନକୁ ଅଟକାଇଲା କିଏ । ଏଭଳି ଅସମାହିତ ପ୍ରଶ୍ନ ଏବେ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।…

ସାହିତ୍ୟ ଘର ସମାବେଶରେ ଶିଶୁ ସାହିତ୍ୟର ସୁରକ୍ଷା ଚିନ୍ତା! ନୂଆ ପୀଢ଼ିକୁ ଯୋଡ଼ିବାକୁ ଡିଜିଟାଲ ଓ ଅନଲାଇନ୍ ମାଧ୍ୟମକୁ…

କନକ ବ୍ୟୁରୋ : କୁନି କୁନି ପିଲାଙ୍କ ହାତରେ ମୋବାଇଲ, ଲାପଟପ୍ ଭଳି ମାଧ୍ୟମ । ଆଉ ପିଲାମାନେ ଅଧିକ ପସନ୍ଦ କରୁଥିବା ମାଧ୍ୟମରେ ଯଦି ଆମେ ସେମାନଙ୍କ ପାଖରେ ପହଂଚିପାରିବା, ଆମ ଭାଷା ଓ ସାହିତ୍ୟକୁ ପହଂଚାଇ ପାରିବା, ତାହେଲେ ଅତି ସହଜରେ ଆମ ଭାଷାକୁ ପରବର୍ତୀ ପୀଢି଼ ସହ ପରିଚିତ କରାଇପାରିବା ।…

ବ୍ରାହ୍ମଣ ସମାଜ ପାଇଁ ନିଗମ ଚିନ୍ତା ! ଓଡିଶା ସରକାରଙ୍କୁ ପ୍ରସ୍ତାବ ଦେଲା ବ୍ରାହ୍ମଣ ଇଣ୍ଟରନ୍ୟାସନାଲ

କନକ ବ୍ୟୁରୋ : ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ବ୍ରାହ୍ମଣ କଲ୍ୟାଣ ନିଗମ ଗଠନ ସଂପର୍କରେ ଭାଷା ଓ ସଂସ୍କୃତି ବିଭାଗକୁ ଚିଠି ଲେଖିଛି । ଏଥିରେ ଦିଲ୍ଲୀର ବ୍ରାହ୍ମଣ ଇଂଟରନାସନାଲ ନାମକ ଏକ ସଂସ୍ଥାର ପ୍ରସ୍ତାବ ଉପରେ ବିଚାର କରିବା ପାଇଁ କୁହାଯାଇଛି । ବ୍ରାହ୍ମଣମାନଙ୍କ କଲ୍ୟାଣ ପାଇଁ…