Daily Archives

April 3, 2018

ଭାରତ ସରକାର ପ୍ରକାଶ କଲେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟର ତାଲିକା ! ଆଇଆଇଟି ଚେନ୍ନାଇ ସବୁଠାରୁ ଭଲ ଇଂଜିନିୟରିଂ କଲେଜ,…

କନକ ବ୍ୟୁରୋ : କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଜାରି କରିଛି ଦେଶର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକା । ତେବେ ଟପ୍ ୧୦୦ ତାଲିକାରେ ସ୍ଥାନ ପାଇନାହିଁ ଓଡିଶାର ପୁରାତନ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟ । କିନ୍ତୁ ପ୍ରଥମ ଶହେ ବିଶ୍ୱବିଦ୍ୟାଳୟରେ ସ୍ଥାନ ପାଇଛନ୍ତି ଭୁବନେଶ୍ୱର ସ୍ଥିତ…

ବଦଳିଯିବ ନଦୀର ଗତିପଥ, ଚିନ୍ତାରେ ନଈକୂଳିଆ ଲୋକ ! ସୁବର୍ଣ୍ଣପୁର ନଦୀ ଉପରେ ବାଲି ମାଫିଆଙ୍କ ଆଖି

କନକ ବ୍ୟୁରୋ : ଦଲାଲଙ୍କ କବଜାରେ ନଈପଠା । ବେଆଇନ ଭାବେ ଖୁଲମଖୁଲା ନଦୀ ଗର୍ଭକୁ ଖୋଳି ପକାଉଛନ୍ତି ଦଲାଲ । ବାଲି ମାଫିଆ ମାନେ ଡ୍ରୋଜର ସାହାଯ୍ୟରେ ବାଲେଶ୍ୱର ସୁବର୍ଣ୍ଣରେଖା ନଦୀର ୪୦ ଫୁଟ ଗର୍ଭ ଖୋଳି ବାଲି ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି । ବେଆଇନ ବାଲି ଚାଲାଣ ହେଉଥିବା ବେଳେ ନଦୀର…

ଏପ୍ରିଲ ୪, କାହା ପାଇଁ କେମିତି ! ନବୀନଙ୍କ ମହା ମିଶ୍ରଣ ବନାମ ଶାହଙ୍କ ୨୦୧୯ ସମୀକରଣ

କନକ ବ୍ୟୁରୋ : ରାତି ପାହିଲେ ଦିନିକିଆ ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନୀ ଜିଲ୍ଲାରେ ହେବ ବିଜେଡ଼ିର ବଡ଼ ଧରଣର ମିଶ୍ରଣ ପର୍ବ । ଗଞ୍ଜାମ କଂଗ୍ରେସର ଟାଣୁଆ ନେତା ଚନ୍ଦ୍ର ଶେଖର ସାହୁ ଓ କର୍ମୀ ହାତ ଛାଡି ଶଂଖ ଫୁଙ୍କିବେ । ଏଥିପାଇଁ ଜୋରଦାର…

ରିଲ ଚାଣକ୍ୟଙ୍କୁ ମିଳିଲା ପଦ୍ମ ସମ୍ମାନ!

ବରିଷ୍ଠ ବଲିଉଡ ଅଭିନେତା ମନୋଜ ଯୋଶୀଙ୍କୁ ରାଷ୍ଟ୍ରପତିଙ୍କ ନିକଟରୁ ପଦ୍ମଶ୍ରୀ ପୁରଷ୍କାର ପ୍ରାପ୍ତ ହୋଇଛି । ବହୁ ସମୟରୁ ଥିଏଟର ସହ ଜଡିତ ରହିଥିବା ମନୋଜଙ୍କ ୧୯୯୦ ମସିହାରେ ଅଭିନୟ କରିଥିବା ଚାଣକ୍ୟ ଚରିତ୍ରକୁ କିଏ ଅବା ଭୁଲିପାରେ । ହିନ୍ଦୀ ସିନେମା ଜଗତରେ ସେ ବିଭିନ୍ନ ଚରିତ୍ରରେ ନଜର ଆସି…

ଆଖିରୁ ପାଣି ବାହାରୁଛି କି ? ଆପଣାନ୍ତୁ କିଛି ସରଳ ଉପାୟ, ଚୁଟକିରେ ଦୂର ସମସ୍ୟା

କମ ଆଲୋକରେ କାମ କରିବା ଦ୍ୱାରା ଆଖିରୁ ପାଣି ବାହାରିଥାଏ । କେବେ କେବେ ଶରୀର କମଜୋର ହେତୁ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥାଏ । ଠିକ ସମୟରେ ଚିକିତ୍ସା କରା ନଗଲେ ବିଭିନ୍ନ ଅସୁବିଧା ହୋଇପାରେ । ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆସନ୍ତୁ ଜାଣିବା କିଛି ସାଧାରଣ ଘରୋଇ ଉପାୟ । କିଛି…

ମାଙ୍କଡ ନୁହେଁ ମଣିଷ ଉପରକୁ ଆସିଲା ପୋଲିସର ସନ୍ଦେହ ! ଆବଶ୍ୟକ ପଡିଲେ ପରିବାର ଲୋକଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ

କନକ ବ୍ୟୁରୋ : ବାଙ୍କୀ ତାଳବସ୍ତ ଶିଶୁମୃତ୍ୟୁ ଘଟଣା ଉପରୁ ଏଯାଏଁ ହଟିପାରିନି ପରଦା । ଶିଶୁଟିକୁ କିଏ ମାରିଲା ମଣିଷ ନା ମାଙ୍କଡ ସେ ନେଇ ପୁଲିସ ଛାନଭିନ ଚଳାଇଛି । ତେବେ ଏସବୁ ଭିତରେ ପରିବାର ଲୋକଙ୍କୁ ତଦନ୍ତ ପରିସର ଭୁକ୍ତ କରିବାକୁ ସ୍ଥିର କରିଛି ପୁଲିସ । ବାଙ୍କୀ ଏସଡିପିଓ ଏନେଇ ସୂଚନା…