ଉଡ଼ିଗଲା ପତିତପାବନ ବାନା, ରତ୍ନଭଣ୍ଡାର ଖୋଲିବା ପୂର୍ବରୁ ବାନା ଉଡ଼ିଯିବାକୁ ନେଇ ନାନା ଚର୍ଚ୍ଚା !
କନକ ବ୍ୟୁରୋ : ପୁରୀ ଶ୍ରୀମନ୍ଦିରରୁ ଉଡ଼ିଗଲା ପତିତପାବନ ବାନା । ଆଜି ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୧୪ ହାତିଆ ପତିତପାବନ ବାନା ଉଡିଯିବା ପରେ ଖାଲି ଦେଖା ଯାଉଛି ନୀଳଚକ୍ର । ପତିତପାବନ ବାନା ଉଡ଼ିଯିବା ପରେ ତିନି ଠାକୁରଙ୍କ ନୀତିକାନ୍ତିରେ ବିଳମ୍ବ ଦେଖାଦେଇଛି । ସବୁଠୁ ବଡ କଥା…