Daily Archives

March 30, 2018

ସିବିଏସଇ ଦ୍ୱାଦଶ ଶ୍ରେଣୀ ପୁନଃପରୀକ୍ଷା ପାଇଁ ତାରିଖ ଘୋଷଣା ! ଆସନ୍ତା ୨୫ରେ ଅର୍ଥଶାସ୍ତ୍ର ପରୀକ୍ଷା, କେବଳ ହରିୟାଣା ଓ…

କନକ ବ୍ୟୁରୋ : ସିିବିଏସଇ ପ୍ରଶ୍ନପତ୍ର ଲିକ୍ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ପୁନଃ ପରୀକ୍ଷା ପାଇଁ ତାରିଖ ଘୋଷଣା ହୋଇଛି । ଏପ୍ରିଲ୍ ୨୫ ତାରିଖରେ ପ୍ରଶ୍ନ ଲିକ୍ ହୋଇଥିବା ଦ୍ୱାଦଶ ଶ୍ରେଣୀର ଇକୋନୋମିକ୍ସ ପରୀକ୍ଷା ହେବ । ଏ ନେଇ ସୂଚନା ଦେଇଛନ୍ତିି କେନ୍ଦ୍ର…

ଗାଁକୁ ଯିବାକୁ ରାସ୍ତା ନାହିଁ, ନଦୀ ପାର ପାଇଁ ପୋଲ ନାହିଁ : ପୁରୀର ମଧୁବନ ସାହିକୁ ଯିବା ପାଇଁ ବାଉଁଶ ଭାରା ପାଲଟିଛି…

କନକ ବ୍ୟୁରୋ : ଗମନାଗମନାର ସୁବିଧା ପାଇଁ ଅନେକ ଯୋଜନା କରିଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ହେଲେ ସେ ସବୁ ଯୋଜନା ଏବେ ବି ଅନେକ ସ୍ଥାନକୁ ଛୁଇଁ ପାରିନି । ଏବେ ବି ଯା’ଆସ ପାଇଁ ରାସ୍ତା ନଥିବା ବେଳେ ବାଉଁଶ ଭାରା ପାଲଟିଛି ଏକ ମାତ୍ର ସାହାରା । ଏ କେଉଁ ଆଦିବାସି ଅଧ୍ୟୁଷିତ ଉପାନ୍ତ…

ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ ! ସୁବର୍ଣ୍ଣପୁର ଆକାଶରୁ ବର୍ଷୁଛି ନିଆଁ ।

କନକ ବ୍ୟୁରୋ: ସୁବର୍ଣ୍ଣପୁର ଆକାଶରୁ ବର୍ଷୁଛି ନିଆଁ । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ତିନି ଦିନ ହେଲାଣି ସୁବର୍ଣ୍ଣପୁର ସହରରେ ଦିନ ବେଳା ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବା ବେଳେ ରାତିରେ ପାରଦ ୨୪ ତଳକୁ ଖସୁନି । ପରିସ୍ଥିିତ ଏପରି…

ସମସ୍ୟା ଓ ସଂଘର୍ଷର କରୁଣ ଚିତ୍ର ! ଦାରିଦ୍ର୍ୟର କଷାଘାତରେ ସଢୁଛି ଆଦିବାସୀଙ୍କ ଜୀବନ । 

ଚାଲିବା ପାଇଁ ରାସ୍ତା ନାହିଁ, ଅନ୍ଧାର ହଟେଇବା ପାଇଁ ଆଲୁଅର ଦେଖା ନାହିଁ । ଶୋଷ ମେଂଟାଇବାର ଶେଷ ଠିକଣା ଗାଁ ଗଡିଆ । ଚାରିଆଡେ ଦାରିଦ୍ର୍ୟର କରୁଣ ଚିତ୍ର । ଏହାରି ଭିତରେ ବଂଚୁଛି ଆଦିବାସୀ ଜୀବନ । ଶିକ୍ଷା, ସ୍ୱାସ୍ଥ୍ୟ କଥା ଭାବିବା ବି ଅନୁଚିତ । କାରଣ ଯେଉଁଠି ବଂଚିବା ପାଇଁ ସଂଘର୍ଷ…

ଆଜି ସଂନ୍ଧ୍ୟାରେ ଝଡ଼ବତାସ ସମ୍ଭାବନା ! ୫୦ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା

କନକ ବ୍ୟୁରୋ : ଆଜି ସଂନ୍ଧ୍ୟାରେ ଝଡ଼ବତାସ ସମ୍ଭାବନା । ରାଜ୍ୟର ୧୫ଟି ଜିଲ୍ଲାରେ ଝଡ଼ବତାସ ସମ୍ଭାବନା । କନ୍ଧମାଳ, କଳାହାଣ୍ଡି , ରାୟଗଡ଼ା, କରୋପୁଟ, ମାଲକାନଗିରି, ଅନୁଗୋଳ, ଢ଼େଙ୍କାନାଳ, ମୟୁରଭଞ୍ଜ, କେନ୍ଦୁଝର , ବରଗଡ଼, ଗଜାମ, ଗଜପତି, ନୟାଗନ, ଖୋର୍ଦ୍ଧା ଓ ବୌଦ ଆଜି ଜିଲ୍ଲାରେ ଝଡ଼଼ବତାସର…

ଅନେକ ବାଦବିବାଦ ପରେ ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ ! ଜିତେନ୍ଦ୍ର ସିଂହକୁ ଦିଆଗଲା ଦାୟିତ୍ୱ

କନକ ବ୍ୟୁରୋ : ବହୁ ବାଦ ବିବାଦ ପରେ ବଦଳିଲେ ଓଡିଶା କଂଗ୍ରେସ ପ୍ରଭାରୀ । ବିକେ ହରିପ୍ରସାଦ ସ୍ଥାନ ନେଲେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜିତେନ୍ଦ୍ର ସିଂହ । ଉପା ସରକାରରେ ଗୃହ, କ୍ରୀଡା ଓ ପ୍ରତିରକ୍ଷା ପରି ଗୁରୁତ୍ୱପୂର୍ଣ୍ଣ ବିଭାଗ ସମ୍ଭାଳିଥିଲେ ଜୀତେନ୍ଦ୍ର । ରାଜସ୍ଥାନର ଅଲୱାରରୁ ୩ ଥର…