Daily Archives

March 30, 2018

ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଲେ ଜଷ୍ଟିସ ଚେଲମେଶ୍ୱର ! କହିଲେ ସରକାରୀ ହସ୍ତକ୍ଷେପ ଗଣତନ୍ତ୍ର ପାଇଁ ବିପଦ 

କନକ ବ୍ୟୁରୋ: ନ୍ୟାୟପାଳିକାରେ ସରକାରୀ ହସ୍ତକ୍ଷେପକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଜେ.ଚେଲମେଶ୍ୱର । ଏହା ଗଣତନ୍ତ୍ର ପ୍ରତି ବିପଦ ବୋଲି ଅଭିଯୋଗ କରି ସେ ପ୍ରଧାନ ବିଚାରପତିଙ୍କୁ ଏକ ପତ୍ର ଲେଖିଛନ୍ତି । ପ୍ରଧାନ ବିଚାରପତିଙ୍କୁ ଲେଖାଯାଇଥିବା ଏହି ଚିଠିର ନକଲ…

କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନନ୍ୟାରେ ଯୋଗଦେଲେ ବଲିଉଡ ନାୟିକା ରବୀନା ଟଣ୍ଡନ୍ ! କହିଲେ, ନିଜକୁ ଚିହ୍ନିବା…

କନକ ବ୍ୟୁରୋ : କନକ ନ୍ୟୁଜର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନନ୍ୟାରେ ଯୋଗ ନେଇ ନାରୀଙ୍କୁ ଆତ୍ମ ନିର୍ଭରଶୀଳ ହେବା ନେଇ ବାର୍ତ୍ତା ଦେଇଛନ୍ତି ବଲିଉଡର ଭର୍ସାଟାଇଲ ଆକ୍ଟର ରବିନା ଟଣ୍ଡନ । ନାରୀ ମାନଙ୍କ ସମ୍ମାନ ଓ ଅଧିକାରର ବାର୍ତ୍ତା ନେଇ କନକ ନ୍ୟୁଜ ଓ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଥିଲା…

ଚନ୍ଦ୍ରଶେଖର ସାହୁଙ୍କ ଇସ୍ତଫା ପରେ କଂଗ୍ରେସର ଝଡ଼ ! ତାରା କହିଲେ-ସୁରଙ୍କ ପାଇଁ ଦଳ ଛାଡୁଛନ୍ତି ନେତା, ସୁର କହିଲେ-ଯିଏ…

କନକ ବ୍ୟୁରୋ : କଂଗ୍ରେସରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଏଆଇସିସି ସଦସ୍ୟ ବିକ୍ରମ ପଣ୍ଡା ଏବଂ ଗଂଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ କଂଗ୍ରେସରୁ ଇସ୍ତଫା ଦେବା ପରେ ପୁଣି ତେଜିଛି ଅନ୍ତଃକନ୍ଦଳ ଚର୍ଚ୍ଚା । ବର୍ଷ ବର୍ଷ ଧରି କଂଗ୍ରେସ ହାଇକମାଣ୍ଡ ଅବହେଳା…

ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନିରାମୟ ଯୋଜନାର ସଫଳ ରୂପାୟନ ! ସକାଳୁ ରାତି ଯାଏଁ ଜମୁଛି ରୋଗୀଙ୍କ ଭିଡ

କନକ ବ୍ୟୁରୋ : ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ ସରକାର ଆରମ୍ଭ କରିଛନ୍ତି ନିରାମୟ ଯୋଜନା । ସରକାର କହୁଛନ୍ତି, ଗାଁରୁ ସହର ଯାଏଁ , ସବୁଠି ରୋଗୀଙ୍କୁ ମାଗଣାରେ ଔଷଧ ଦିଆଯାଉଛି । ହେଲେ ଅନେକ ସ୍ଥାନରେ ନିରାମୟର ବିଫଳତା ନେଇ ଅଭିଯୋଗ ଆସୁଛି । ତେବେ ଯୋଜନାର ୩ ବର୍ଷ ପରେ ନିରାମୟର…

ଜିଓ ଗ୍ରାହକଙ୍କ ପାଇଁ ବଡ ଖବର ! ଆଉ ବର୍ଷେ ବଢିଲା ପ୍ରାଇମ୍ ମେମ୍ବରସିପ୍ ଅବଧି 

ରିଲାଏନ୍ସ ଜିଓ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର । କମ୍ପାନି ପକ୍ଷରୁ ଜିଓ ପ୍ରାଇମ ଗ୍ରାହକଙ୍କ ସଦସ୍ୟତା ମାଗଣାରେ ଆଉ ୧୨ ମାସ ପାଇଁ ବଢାଇ ଦିଆଯାଇଛି । ଅର୍ଥାତ ମାର୍ଚ୍ଚ ୩୧ ୨୦୧୯ ପର୍ୟ୍ୟନ୍ତ ଏହାକୁ ବଢାଇଦିଆଯାଇଛି । ପ୍ରାଇମ ମେମ୍ବରସିପର ଅବଧି ଆସନ୍ତା କାଲି ଅର୍ଥାତ ଶନିବାର ଦିନ ସମାପ୍ତ…