Daily Archives

March 28, 2018

କେହି ଶୁଣିଲେନି ବୃକ୍ଷର ବେଦନା ! ସରକାରୀ ଅବହେଳା ଯୋଗୁଁ ମରିଗଲା ୩୦ ହଜାର ଝାଉଁଗଛ ।

ସରକାରୀ ଅବହେଳାର ଆଉ ଏକ ଦୃଶ୍ୟ । ସ୍ଳୋଗାନ୍ରେ ରହିଗଲା ସରକାରୀ ବନୀକରଣ ଯୋଜନା । ବନ ବିଭାଗର ଅବହେଳା ଯୋଗୁ ମରିଗଲା ୩୦ ହଜାର ଝାଉଁଗଛ । ମଜୁରୀ ଲାଗିଥିବା ୭୦ ଦିନମଜୁରିଆଙ୍କୁ ମିଳିଲାନି ୯୦ଦିନର ବକେୟା ମଜୁରୀ । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଅସ୍ତରଂଗରୁ ଯେଉଁଠି ସ୍ଳୋଗାନ୍…

ନ୍ୟାୟ ପାଇଲେ ନ୍ୟାୟଧୀଶ ! ୫ବର୍ଷ ତଳର ସବଜଜ୍ ଅନୁପମା ବେହେରା ହତ୍ୟା ମାମଲାରେ ଆସିଲା ରାୟ, ଦୁଇଭାଇଙ୍କୁ ମିଳିଲା ସଜା

କନକ ବ୍ୟୁରୋ : ମହିଳା ବିଚାରପତି ହତ୍ୟା ମାମଲାରେ ଆସିଲା ରାୟ । ସବଜଜ୍ ଅନୁପମା ବେହେରା ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି । କଟକ ଜିଲ୍ଲା କୋର୍ଟ ଏହି ମାମଲାରେ ଦୁଇ ଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଦୁଇ ଭାଇ ଜ୍ୟୋତିରଞ୍ଜନଙ୍କୁ ୪ ବର୍ଷ ଓ ପ୍ରିୟରଞ୍ଜନଙ୍କୁ ଆଜୀବନ…

ମାଗଣା ମିଳୁଛି ୫ ଶହରୁ ଅଧିକ ଔଷଧ, କିନ୍ତୁ ରୋଗୀ ଜାଣି ନାହାନ୍ତି ନିରାମୟ ଯୋଜନା କଣ ! କେମିତି ଚାଲିଛି ରାଜ୍ୟ…

କନକ ବ୍ୟୁରୋ : ରୋଗୀଙ୍କୁ ବିନା ମୂଲ୍ୟରେ ଓøଷଧ ଦେବାକୁ ୩ ବର୍ଷ ତଳେ ରାଜ୍ୟ ସରକାର ଆରମ୍ଭ କରିଥିଲେ ନିରାମୟ ଯୋଜନା । ଏହି ଯୋଜନାରେ, ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟକେନ୍ଦ୍ରରେ ୫ ଶହରୁ ଅଧିକ ପ୍ରକାରର ଔଷଧ ମିଳୁଛି । ହେଲେ ଏବେ କେମିତି ରହିଛି ନିରାମୟର ସ୍ଥିତି । କେମିତି କାମ କରୁଛି…

ଭାରତରେ ଲଞ୍ଚ ହେଲା ୨୫ ମେଗାପିକ୍ସଲ କ୍ୟାମେରା ସ୍ମାର୍ଟଫୋନ ! ଫିଚର୍ସ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେଉଁ…

ଭାରତ ମାର୍କେଟରେ ଲଞ୍ଚ ହେଲା ଓପୋର ନୂଆ ସ୍ମାର୍ଟଫୋନ । ଜବରଦସ୍ତ ସେଲଫି କ୍ୟାମେରା ଥିବା Oppoର ଏହା ଫ୍ଲେଗସିଭ ସ୍ମାର୍ଟଫୋନ । ଏହାର ବୋର୍ଡର ଅତ୍ୟନ୍ତ ପତଳା ହୋଇଥିବା ବେଳେ ପ୍ରଥମଥର ଏହାକୁ ଦେଖିଲେ iphone x ଭଳି ଲାଗିବ । ଏହି ଫୋନରେ ଥିବା ୨୫ ମେଗାପିକ୍ସଲ କ୍ୟାମେରା ସ୍ମାର୍ଟଫୋନକୁ…

ଭୁବନେଶ୍ୱରରେ ଭେଜାଲ ସୁନା ! ଦାମୀ ସୁନା ଦୋକାନର ଲୋଗୋ ଦେଇ ବିକ୍ରି କରୁଥିବା ବେଳେ ଧରିଲା ପୋଲିସ

କନକ ବ୍ୟୁରୋ : ଧରାପଡିଲା ଠକ ସୁନା ବେପାରୀ । ଅପମିଶ୍ରିତ ସୁନାରେ ନାମୀ ଦାମୀ ସୁନାଗହଣା ଦୋକାନର ଲୋଗୋ ଦେଇ ବିକ୍ରି ଉଦ୍ୟମ କରୁଥିବା ବେଳେ ଜଣେ ଦୁର୍ବୃତକୁ ଗିରଫ କରିଛି ପୋଲିସ । ଭୁବନେଶ୍ୱରର ଏକ ନାମୀ ସୁନା ଦୋକାନରୁ ଏଭଳି ଜଣେ ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖାରବେଳନଗର ଥାନା…

ପ୍ରଶ୍ନପତ୍ର ଲିକ ନେଇ ପ୍ରଧାନମନ୍ତ୍ରୀ ଅସନ୍ତୋଷ, ପୁଣି ଥରେ ପରୀକ୍ଷା ପାଇଁ ସିବିଏସଇ ବୋର୍ଡ ଜାରି କଲା ନୋଟିସ !…

କନକ ବ୍ୟୁରୋ : ପୁଣି ପରୀକ୍ଷା ଦେବେ ସିବିଏସଇ ଛାତ୍ରଛାତ୍ରୀ । ଆଜି ମାଧ୍ୟମିକ ଶିକ୍ଷା ବୋର୍ଡ ବା ସିବିଏସଇ, ନୋଟିସ ଜାରି କରି କହିଛି, ଦଶମ ଶ୍ରେଣୀର ଗଣିତ ପରୀକ୍ଷା ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପୁଣିଥରେ କରାଯିବ । ୭ ଦିନ ଭିତରେ ତାରିଖ ପ୍ରକାଶ ପାଇବ ବୋଲି ବୋର୍ଡ ପକ୍ଷରୁ…