Daily Archives

March 27, 2018

ସରକାର କହିଲେ ରତ୍ନଭଣ୍ଡାର ଖୋଲ ! ଏନେଇ ରାଜ୍ୟ ସରକାରଙ୍କ ଅନୁମତି ମାଗିଥିଲା ମନ୍ଦିର ପ୍ରଶାସନ

କନକ ବ୍ୟୁରୋ: ଶ୍ରୀମନ୍ଦିରର ରତ୍ନଭଣ୍ଡାର ଖୋଲିବା ନେଇ ଆଜି ରାଜ୍ୟ ସରକାରଙ୍କ ଆଇନ ବିଭାଗ ଅନୁମତି ଦେଇଛନ୍ତି । ଶ୍ରୀମନ୍ଦିର ପ୍ରଶାସକଙ୍କ ସୂଚନା ଅନୁଯାୟୀ, ରତ୍ନଭଣ୍ଡାର ଖୋଲିବା ନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ଆଇନ ବିଭାଗକୁ ଅନୁମତି ମଗାଯାଇଥିଲା ଆଉ ଏନେଇ ରାଜ୍ୟ ସରକାର ସର୍ତ୍ତମୂଳକ…

ବଢିଲା ଅବଧି ! ପ୍ୟାନ-ଆଧାର ସଂଯୋଗ ସୀମା ଘୁଞ୍ଚିଲା, ଜାଣନ୍ତୁ କେତେ ତାରିଖ ଭିତରେ କରାଇ ହେବ ପ୍ୟାନ୍-ଆଧାର ଲିଙ୍କ୍

କନକ ବ୍ୟୁରୋ: ଆୟକର ପରମାନେଣ୍ଟ୍ ଅକାଉଣ୍ଟ୍ ନମ୍ବର(ପ୍ୟାନ୍) ସହ ଆଧାରକୁ ସଂଯୋଗ କରିବା ପାଇଁ ଯେଉଁ ସମୟ ସୀମା ରହିଥିଲା ସରକାର ତାହାକୁ ବଢ଼ାଇ ଦେଇଛନ୍ତି । ପ୍ୟାନ୍ ସହିତ ଆଧାର ସଂଯୋଗ କରିବାର ଅବଧିକୁ କେନ୍ଦ୍ର ସରକାର ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଛନ୍ତି । ପୂର୍ବରୁ ୩ ଥର ଏହି ତାରିଖ…

ପଦାକୁ ଆସିଲା ଭାଇରାଲ ଭିଡିଓର ସତ ! ନିଜ ଭିଡିଓକୁ ନିଜେ ହିଁ ଭାଇରାଲ କରିଥିଲା ଉନ୍ମୟ ପାଢୀ

କନକ ବ୍ୟୁରୋ: ନିଜ ଭିଡିଓକୁ ନିଜେ ହିଁ ଭାଇରାଲ କରିଥିଲା ଉନ୍ମୟ ପାଢୀ । ଜେଲ ଦଣ୍ଡ ଭୋଗି ପ୍ରତିଶୋଧ ପରାୟଣ ହୋଇ ପଡିଥିବା ଉନ୍ମୟ ଯୁବତୀଙ୍କ ସହ ଥିବା ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଭାଇରାଲ କରିବାକୁ ପଛଘୁଂଚା ଦେଇ ନଥିଲେ । ନିଜେ ବଦନାମ ହେବା ସହ ଯୁବତୀଙ୍କୁ ବି ବଦନାମ କରିବାକୁ ସେ ଏଭଳି…

ଗଞ୍ଜାମ ରାଜନୀତିରେ ପଟ୍ଟପରିବର୍ତ୍ତନ ! ହାତ ଛାଡି ଶଙ୍ଖ ଧରିବେ ଦକ୍ଷିଣ ଓଡିଶାର ହେବିୱେଟ୍ ନେତା ଚନ୍ଦ୍ରଶେଖର

କନକ ବ୍ୟୁରୋ: ଦକ୍ଷିଣ ଓଡିଶାର ହେବିୱେଟ୍ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ କଂଗ୍ରେସ ଛାଡି ବିଜେଡିରେ ସାମିଲ ହେବେ । ଆସନ୍ତା ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ବ୍ରହ୍ମପୁରରେ ହେବ ବିଶାଳ ମିଶ୍ରଣ ପର୍ବ । ଯେଉଁଥିରେ ଚନ୍ଦ୍ରଶେଖର ସାହୁଙ୍କ ସହ ଏଆଇସିସି…

କର୍ଣ୍ଣାଟକ ମଇଦାନର ଅଗ୍ନିପରୀକ୍ଷା ! ମୋଦି-ରାହୁଲଙ୍କ ଏସିଡ୍ ଟେଷ୍ଟ

କନକ ବ୍ୟୁରୋ: କର୍ଣ୍ଣାଟକରେ ବାଜିଲା ନିର୍ବାଚନୀ ବିଗୁଲ । ମେ ୧୨ରେ କର୍ଣ୍ଣାଟକରେ ନିର୍ବାଚନ ହେବ ଓ ୧୫ତାରିଖରେ ଫଳାଫଳ ପ୍ରକାଶପାଇବ । ତେବେ ବିଭିନ୍ନ ଦୃଷ୍ଟିରୁ କର୍ଣ୍ଣାଟକ ନିର୍ବାଚନ ମୋଦି ଓ ରାହୁଲ ଉଭୟଙ୍କପାଇଁ ଅଗ୍ନିପରୀକ୍ଷାହେବା କୁହାଯାଉଛି । କଂଗ୍ରେସ ପାଇଁ ଏହା ଅସ୍ତିତ୍ୱର ଲଢ଼େଇ…