Daily Archives

March 23, 2018

ବାସହୀନଙ୍କୁ ଘର ଏବଂ ଘରକୁ ମିଳିବ ଏଲଇଡି ଲାଇଟ୍ ! ବାଳିକା ଏବଂ ମହିଳାଙ୍କ ସାନିଟାରୀ ନାପକିନ୍ ପାଇଁ ବଜେଟରେ ୫୦କୋଟି

କନକ ବ୍ୟୁରୋ : ଚଳିତ ବଜେଟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକୁ ଅଧିକ ଗୁରୁତ୍ୱ ମିଳିଛି । ମହିଳା ଓ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରି ନାପକିନ୍ ଯୋଗାଇବା ପାଇଁ ଖୁସି ଯୋଜନାରେ ୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ସହ ନୂଆ କରି ଆରମ୍ଭ କରିଛନ୍ତି…

ବିଲରେ ଖତ ଖାଉଛି ବିଲାତି, ବିଧାନସଭାରେ ହଙ୍ଗାମା ! ଟମୋଟାର ଅଭାବି ବ୍ରିକ୍ରିକୁ ନେଇ ସରକାରଙ୍କୁ ଘେରିଲେ ବିରୋଧୀ

କନକ ବ୍ୟୁରୋ : ବିଲରେ ଖତ ଖାଉଛି ବିଲାତି, ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା । ଟମୋଟାର ଅଭାବି ବ୍ରିକ୍ରିକୁ କେନ୍ଦ୍ରକରି ଆଜି ବିଧାନସଭାରେ ଅଚଳାବସ୍ଥା ଭଳି ସ୍ଥିତି ସୃଷ୍ଟି ହୋଇଥିଲା । ସରକାର ଚାଷୀଙ୍କ ଅଣଦେଖା କରୁଥିବା ଅଭିଯୋଗ କରିବା ସହ ଗୃହର ମଧ୍ୟଭାଗକୁ ଆସି, ବିରୋଧୀ ଦଳର ସଦସ୍ୟମାନେ…

ବଜ୍ରପାତ ରୋକିବାକୁ ଲାଗୁଛି ବଡ ବଡ଼ ଗଛ ! ବଜ୍ରପାତରେ ମୁତ୍ୟୁର ଜିଲ୍ଲା କୁହାଯାଉଥିବା ଜଗତସିଂହପୁର ପ୍ରଶାସନର ଅଭିନବ…

କନକ ବ୍ୟୁରୋ : ତାଳଗଛ ରୋକିବ ବଜ୍ରପାତ । ଓଡିଶାରେ ବର୍ଷକୁ ପ୍ରାୟ ସାଢେ ୩ଶହ ଜଣଙ୍କ ଜୀବନ ନେଉଥିବା ପ୍ରାକୃତିକ ବିପର୍ଯ୍ୟୟ, ବଜ୍ରପାତ ରୋକିବାକୁ ଲଗାଯାଉଛି ତାଳ ଓ ନଡିଆ ଗଛ । ବିଜ୍ଞାନ କହୁଛି, ତାଳଗଛ ହେଉଛି ବଜ୍ରପାତ ପରିବାହୀ । ତେଣୁ ଓଡିଶାର ବଜ୍ରପାତ ମୃତ୍ୟୁର ଜିଲ୍ଲା ଜଗତସିଂହପୁରରେ…

ମାଓବାଦୀଙ୍କ ମନବଳ ବଢ଼ାଇଥିବା ଡକ୍ୟୁମେଂଟାରୀ ଜାରି କଲା ଲାଲବାହୀନି ! ବୁର୍କାପାଲ୍ ଅପରେସନର ଭିଡିଓ ଜାରିଆରେ ଦେଖାଇଲା…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ମାଓବାଦୀ ଜାରି କରିଛନ୍ତି ଡକ୍ୟୁମେଂଟାରୀ ଭିଡିଓ । ବୁର୍କାପାଲ ଏନକାଉଣ୍ଟରକୁ ୧ ବର୍ଷ ପୁରିବାକୁ ଥିବା ବେଳେ ଏହି ଭିଡିଓ ରିଲିଜ କରି ମାଓଶକ୍ତି ଦେଖାଇବାକୁ ପ୍ରୟାସ କରିଛି ଲାଲବାହିନୀ । ଭିଡିରେ ରହିଛି ବୁର୍କାପାଲ୍ ମାଓ ହମଲାର ସତ  ଗରିଲା ଯୁଦ୍ଧରେ ମାହିର…

ଭାଇରାଲ ଭିଡିଓ ଏବଂ ହତ୍ୟାକାଣ୍ଡ ଘଟଣାରେ ନୂଆ ମୋଡ ! ୮ଟି ପର୍ଣ୍ଣ ସାଇଟରେ ଭାଇରାଲ ହୋଇଛି ଶହେରୁ ଅଧିକ ଭିଡିଓ

କନକ ବ୍ୟୁରୋ : ରାଜଧାନୀରେ ଯୁବକଙ୍କୁ ବିଭତ୍ସ ହତ୍ୟାକାଣ୍ଡ ଘଟଣା ନେଉଛି ନୂଆ ମୋଡ । ତଦନ୍ତ ଯେତିକି ଆଗଉଛି ସେତିକି ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ମିଳିଥିବା ସୂଚନାନୁସାରେ, ହତ୍ୟା କରାଯାଇଥିବା ଉନ୍ମୟ ଓ ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ୧୦୦ରୁ ଅଧିକ ଭିଡିଓ ଭାଇରାଲ ହୋଇଛି ।…

ହକି ପ୍ରେମରେ ରାଜ୍ୟ ସରକାର ! ପୁରୁଷ ହକି ବିଶ୍ୱକପ ପାଇଁ ୧୨୫ କୋଟି, ୨୦୧୭ ତୁଳନାରେ ଦୁଇଗୁଣ ହେଲା ୨୦୧୮ର ବଜେଟ

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ କ୍ରୀଡା ପ୍ରେମ ! ଚଳିତ ବଜେଟରେ କ୍ରୀଡାକୁ ଅଗ୍ରାଧିକାର ଦେଇଛନ୍ତି ସରକାର । ବିଶ୍ୱ୍ରକ୍ରୀଡାର ହବ ପାଲଟିଥିବା ଓଡ଼ିଶା ଚଳିତ ବଜେଟରେ କ୍ରୀଡାର ଭିତ୍ତିଭୂମିର ବିକାଶ ପାଇଁ ଟଙ୍କାର ବର୍ଷା କରିଛନ୍ତି । ଏସୀୟ କ୍ରୀଡା ପ୍ରତିଯାଗିତା, ବିଶ୍ୱ ହକି ଲିଗ୍, ଭାରତୀୟ…