Daily Archives

March 20, 2018

ବିଦ୍ୟୁତ ମିଟର ଚେକ୍ ବାହାନାରେ ଡକାୟତି ! ଘରେ ପଶି ୧୫ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଲେ ଦୁବୃର୍ତ୍ତ

କନକ ବ୍ୟୁରୋ : ବିଦ୍ୟୁତ ମିଟର ଚେକ ବାହାନାରେ ଦିନ ଦ୍ୱିପହରରେ ଘରେ ପଶି ଡକାୟତି । ସମ୍ବଲପୁର ଅଇଁଠାପାଲି ଶାନ୍ତିନଗର ଭୀମଭୋଇ ପାର୍କ ନିକଟରେ ଥିବା ରବୀନ୍ଦ୍ର ନାରାୟଣ ସେନାଙ୍କ ଘରେ ଡକାୟତି ହୋଇଛି । ପାଖାପାଖି ୧୫ ଲକ୍ଷ ଟଙ୍କାର ସୁନାଗହଣା ଓ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁୃର୍ବୁତ ।…

ଯେଉଁଠି ଅବଦୁଲ୍ କଲାମ୍ ଚାକିରୀ କରିଥିଲେ, ଆପଣ ସେଠାରେ ଚାକିରୀ କରିବାକୁ ଇଚ୍ଛୁକ କି ? ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ…

ଡିଆରଡିଓ ଆଇଟିଆର ( ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେଞ୍ଜ ) ରେ ଯଦି ଆପଣ ଚାକିରୀ କରିବାକୁ ଇଚ୍ଛୁକ ତେବେ ଆପଣଙ୍କ ପାଇଁ ରହିଛି ଏକ ସୁବର୍ଣ୍ଣ ସୁଯୋଗ । ଆଇଟିଆର ଚାନ୍ଦିପୁର, ଡିଆରଡିଓ, ପ୍ରତିରକ୍ଷା ମନ୍ତ୍ରାଳୟ ଅଧିସୂଚନା ସଂଖ୍ୟା – ITR/HRD/AT (Diploma)/୦୩/୨୦୧୭ ଅନୁସାରେ ଟେକ୍ନିସିଆନ୍ସ…

ବାଲୁକା ମରୁଭୂମି ପାଲଟିଲାଣି କେନ୍ଦ୍ରାପଡାର ଚିତ୍ରୋତ୍ପଳା ନଦୀ! ଲୋକେ ହନ୍ତସନ୍ତ, ଚୁପ୍ ବସିଛନ୍ତି ସରକାର

କନକ ବ୍ୟୁରୋ : ବିପଦରେ କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକର ଜୀବନ ରେଖା ଚିତ୍ରୋତ୍ପଳା ନଦୀ । ନଦୀର ଉତ୍ପତି ସ୍ଥଳ ପୋତି ହୋଇଯିବାରୁ କମୁଛି ଜଳସ୍ତର । ଫଳରେ ନଦୀ ତାର ଅସ୍ତିତ୍ୱ ହରାଇବା ସହିତ ଏକ ବାଲୁକା ମରୁଭୁମିରେ ପରିଣତ ହେବାକୁ ବସିଲାଣି । ପୁଣ୍ୟତୋୟା ଚିତ୍ରୋତ୍ପଳା ନଦୀର ଜଳ ଉପରେ…

ଟଙ୍କା ନ ଦେଲେ ଲିଭିବନି ନିଆଁ ! କାକଟପୁର ମନ୍ଦିରରେ ଲାଗିଗଲା ନିଆଁ, କିନ୍ତୁ ଆସିଲାନି ଦମକଳ ଗାଡି! ନିୟମକୁ ନେଇ…

କନକ ବ୍ୟୁରୋ : ଅଗ୍ନି ନିରାପତା ସୁରକ୍ଷା ପାଇଁ ଟଙ୍କା ନେଉଛନ୍ତି ସରକାର । ଆଗୁଆ ୧୦ ହଜାର ଟଙ୍କା ପୈଠ ନକଲେ ମେଳା ମହୋତ୍ସବକୁ ଆସିବନି ଦମକଳ ଗାଡି । ଆପଣଙ୍କୁ ମିଳିବନି ଅଗ୍ନି ନିରାପତା ସୁରକ୍ଷା । ଏଭଳି ସର୍ତ ରଖି ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲି ଦିଆଯାଇଛି । ସିଧାସଳଖ କହିବାକୁ ଗଲେ…

ମାଡି ଆସୁଛି ବିପଦ ! ତରଳିପାରେ ଆଣ୍ଟାର୍କଟିକାର ବଡ ଗ୍ଲେସିୟର, ଜାଣନ୍ତୁ କଣ ପଡିବ ପ୍ରଭାବ

ଜଳବାୟୁ ପରିବର୍ତ୍ତନର ପ୍ରଭାବରେ ପୃଥିବୀର ତାପମାତ୍ରା ବୃଦ୍ଧି ହେବାରେ ଲାଗିଛି । ଏହାଫଳରେ ଆଣ୍ଟାର୍କଟିକାରେ ଭାସୁଥିବା ଫ୍ରାନ୍ସ ର ସବୁଠୁ ବଡ ବରଫଖଣ୍ଡ, ଖୁବ ଶୀଘ୍ର ତରଳିବାର ଆଶଙ୍କା ରହିଛି । ଆଉ ଏପରି ହେଲେ ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବାର ବହୁତ ସମ୍ଭାବନା ରହିଛି । ବୈଜ୍ଞାନିକ…

ମାରୁତି ୱାଗନରର ଜବରଦସ୍ତ ଅଫର : ବାଇକ ବଜେଟରେ କିଣିପାରିବେ କାର । ଆସନ୍ତୁ ଜାଣିବା କେଉଁଠି ମିଳୁଛି

ଆଜିକାଲି ଜିନିଷର ଆକାଶ ଛୁଆଁ ଦର ପାଇଁ ସାଧାରଣ ଲୋକ ବହୁତ ହଟହଟା ହେଉଛନ୍ତି । ପ୍ରତ୍ୟେକ ଲକ୍ଷପତି ହେବାର ସ୍ୱପ୍ନ ଦେଖୁଛନ୍ତି କିନ୍ତୁ ଲକ୍ଷ ସ୍ଥଳରେ ପହଂଚି ପାରୁନାହାନ୍ତି । ଏମିତିରେ ମଧ୍ୟବିତ୍ତ ପରିବାରଙ୍କ ପାଇଁ କାର କିଣିବା ସ୍ୱପ୍ନ ହେଇକି ରହିଯାଏ । ଯଦି ଆପଣ କାର ଚଳାଇବାର ସ୍ୱପ୍ନ…