Daily Archives

March 19, 2018

ମୋଦି ଏବଂ ରାହୁଲଙ୍କର ଭିନ୍ନ ଅନ୍ଦାଜ । କିଏ ଛୁଉଁଛି ନିଜ ମାଙ୍କ ପାଦ ତ ଆଉ କିଏ କରୁଛି ଆଲିଙ୍ଗନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଦୁଇ ଜଣ ନିଜ ମା’ଙ୍କର ଅତ୍ୟନ୍ତ ନିକଟତର ଅଟନ୍ତି । ପ୍ରଧାନମନ୍ତ୍ରୀ ମୋଦି ବହୁ ଥର ନିଜ ମା’ ହୀରାବେନଙ୍କର ସଂଘର୍ଷ ବିଷୟରେ କହିଛନ୍ତି । ସେପଟେ ରାହୁଲ ଗାନ୍ଧି ମଧ୍ୟ ନିଜ ମା ସୋନିଆ ଗାନ୍ଧିଙ୍କର ସ୍ୱାସ୍ଥ୍ୟରେ ଅବନତି…

କେହି ଶୁଣୁ ନାହାନ୍ତି ଜୀବନଦାୟୀ ଗଙ୍ଗାର ଦୁଃଖ , ୧୯୮୬ରୁ ହୋଇଗଲା ୨୦୧୮ , କିନ୍ତୁ ଗଙ୍ଗାର ସେଇ ଗୋଟିଏ କାହାଣୀ

ଗଙ୍ଗା ଭାରତର ଏକ ପବିତ୍ର ନଦୀ ଭାବରେ ବିଶ୍ୱ ପ୍ରସିଦ୍ଧି ଲାଭ କରିଛି । ଏହା କେବଳ ଏକ ନଦୀ ନୁହେଁ ଆତ୍ମାକୁ ପରମାତ୍ମା ସହ ମିଶାଇବାର ଏକମାତ୍ର ମାର୍ଗ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି ବୁଡ ପକାଇ ପାପ ଧୋଇବା ପାଇଁ । କିନ୍ତୁ ବର୍ଷ…

ଡିଜେଲ ପାଇଁ ଯିବାକୁ ପଡିବନି ତେଲ ଟାଙ୍କି ! ଘରେ ବସି କରିପାରିବେ ଅର୍ଡର, ଇଣ୍ଡିଆନ ଅଏଲ୍ର ହୋମ ଡେଲିଭରି ସେବା

ଏଣିକି ଆପଣ ଆପଣଙ୍କ ଘରେ ଥାଇ ପାଇ ପାରିବେ ଡିଜେଲ୍ । ଏନେଇ, ଭାରତର ସବୁଠାରୁ ବଡ ପେଟ୍ରୋଲିୟମ୍ କମ୍ପାନୀ, ଇଣ୍ଡିଆନ ଅଏଲ୍ କର୍ପୋରେସନ୍ ପକ୍ଷରୁ ଘୋଷଣା କରାଯାଇଛି । ପ୍ରଥମ ଥର ପାଇଁ ଇଣ୍ଡିଆନ ଅଏଲ୍ ପକ୍ଷରୁ ଏହି ହୋମ୍ ଡେଲିଭରି ସେବା ଯୋଗାଇ ଦିଆଯିବା ନେଇ ଘୋଷଣା କରାଯାଇଛି । ଏହି ସେବା…

ସିଲଭର ସିଟିରେ ମାତିଛନ୍ତି ଧଳା ଜହର ବେପାରୀ ! ଦାମୀ ସିଗାରେଟ ଭିତରେ ଆସୁଛି ବ୍ରାଉନ ସୁଗାର ଓ ଗଞ୍ଜେଇ

କନକ ବ୍ୟୁରୋ : ସିଲଭର ସିଟିରେ ମାତିଛନ୍ତି ଧଳା ଜହର ବେପାରୀ । ବ୍ରାଉନସୁଗାର ବିକ୍ରି କରୁଥିବା ଅଭିଯୋଗରେ କଟକ ଜୋବ୍ରା ଅଂଚଳରୁ ଦୁଇ ଭାଇଙ୍କୁ ଗିରଫ କରାଯାଇଛି । ଦାମୀ ସିଗାରେଟ ଜରିଆରେ ବ୍ରାଉନ ସୁଗାର ଓ ଗଂଜେଇ ବ୍ୟବସାୟ ଚଳାଇଥିବା ନେଇ ଖବର ପାଇ ଦୁଇ ଭାଇ ମନୋଜ କାହାଳୀ ଓ ଦିଲ୍ଲୀପ…

ଜୀବନ ବଞ୍ଚାଇଲେ ଓଡ଼ିଆ ଯବାନ ! ଉତ୍ତର ପ୍ରଦେଶରେ ସମ୍ବଲପୁର ଯବାନଙ୍କ ଜୟ ଜୟକାର

କନକ ବ୍ୟୁରୋ : ସାହିବାବାଦରେ ସମ୍ଭଲପୁର ଯବାନ ସାଜିଲେ ରକ୍ଷାକର୍ତା । ନବମ ଶ୍ରେଣୀ ଛାତ୍ରଙ୍କୁ ମୃତ୍ୟୁମୁଖରୁ ଉଦ୍ଧାର କଲେ ସମ୍ବଲପୁରର ସିଆଇଏସ୍ ଯବାନ ସୁଶୀଲ ଭୋଇ । ତାଙ୍କର ଏହି ଉଦ୍ୟମକୁ ଉତର ପ୍ରଦେଶରେ ଉଚ୍ଚପ୍ରଶଂସା କରାଯାଇଥିବା ବେଳେ ଆଲୋଚନାର ବିଷୟ ପାଲଟିଛି । ଜାଣିବା ଜୀବନମୃତ୍ୟୁର…