Daily Archives

March 18, 2018

ଜନ୍ମଦାତା ସାଜିଲେ ହତ୍ୟାକାରୀ । ପୁଅକୁ ମାରିଲେ, ପରେ ନିଜେ ଆତ୍ମହତ୍ୟା କଲେ । ପଢନ୍ତୁ ଅମାନବିକତାର ଏକ କରୁଣ କାହାଣୀ…

ଯିଏ ଜନ୍ମ ଦେଇଥିଲେ, ସିଏ ହିଁ ସାଜିଲେ ହତ୍ୟାକାରୀ । ପୁଅ ପ୍ରତି ଭଲପାଇବା ହିଁ ସାଜିଲା ପୁଅର ମୃତ୍ୟୁର କାରଣ । ବ୍ୟବସାୟରେ କ୍ଷତି ଏବଂ ନିଜ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିବା ପୂର୍ବରୁ ନିଜ ୭ ବର୍ଷର ପୁଅକୁ ଜୀବନରୁ ମାରିଦେଲେ । ନିଜ ପୁଅକୁ ସେ ବହୁତ ଭଲ…

ଆଇଆଇଟି ଅରଗୁଳ ସମାବର୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି : ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ, ରାଷ୍ଟ୍ରୀୟ ସଂସ୍କୃତ…

କନକ ବ୍ୟୁରୋ : ଆଜି ସକାଳେ ପୁରୀରେ ରାଷ୍ଟ୍ରପତିଙ୍କ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ଥିଲା । ଜଗନ୍ନାଥ ଦର୍ଶନ ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶହେ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଠାରେ ସେ କହିଥିଲେ କଳାର ଉତ୍କୃଷ୍ଟ…

ଖେଳରେ ଖେଳରେ ଚାଲିଗଲା ଜୀବନ ! : ବନ୍ଧୁକ ଧରି ଫଟୋ ଉଠାଇବା ପଡିଲା ମହଙ୍ଗା

ଜୀବନ କେତେବେଳେ କେମିତି ଯାଏ ତାହା କହିବା କଷ୍ଟକର । ଆତ୍ମଘାତୀ ଦ୍ରବ୍ୟ ବ୍ୟବହାର ପୂର୍ବରୁ ସତର୍କତା ଅବଲମ୍ବନ କରିବା ଉଚିତ୍ ଏହି ଉକ୍ତିଟି ଆମେ ପିଲାବେଳୁ ଶୁଣିଆସୁଛେ । କିନ୍ତୁ ଅସାବଧାନତା ଯୋଗୁଁ କିଛି ମୁହୂର୍ତ୍ତର ଖୁସି ପାଇଁ ଆମର ବହୁମୁଲ୍ୟ ଜୀବନକୁ ଜଳାଞ୍ଜଳୀ ଦେଇ ଦେଉଛେ । ଏଭଳି ଏକ…

ଆପଣ ଜାଣିଛନ୍ତି କି ହୋଟେଲ ରୁମରେ କାହିଁକି ବିଛାଯାଏ ଧଳା ରଙ୍ଗର ବେଡସିଟ(ଚାଦର)? ଏହାର ପଛରେ ରହିଛି ଖାସ କାରଣ . . .…

ବୁଲାବୁଲି କରିବା କାହାକୁ ବା ପସନ୍ଦ ହୁଏନି । ଘର ଠାରୁ ଦୂରରେ କିଛି ସମୟ ନିରୋଳାରେ ବିତାଇବା ପାଇଁ ସମସ୍ତେ ଭ୍ରମଣରେ ଯାଆନ୍ତି । କିନ୍ତୁ ଘରଠୁ ଦୂର ଅନ୍ୟ ଜାଗାରେ ବି ଆମେ ଘର ଭଳି ଶାନ୍ତି ତଥା ପରିଷ୍କାର ପରିଚ୍ଛନ୍ନ ପରିବେଶରେ ରହିବାକୁ ଚାହୁଁ । ସେଥିପାଇଁ ଯେବେ ଆମେ ଭ୍ରମଣ କରିବା ପାଇଁ…

ସଉକ ଓ ସୃଜନଶୀଳତାର ଅନନ୍ୟ ଉଦାହାରଣ : ଏକ ବିରଳ ଗାଁ, ଯେଉଁଠି ପ୍ରତ୍ୟେକଙ୍କ ଘର ଛାତରେ ଅବତରଣ କରେ ବିମାନ

ଆପଣ ଏୟାରପୋର୍ଟରେ ବିମାନ ଛିଡା ହୋଇଥିବାର ଦେଖିଥିବେ କିନ୍ତୁ ଛାତରେ ବିମାନ ଅବତରଣ କରୁଥିବାର କେବେ ଦେଖିଛନ୍ତି ? ଯଦି ଆମେ ଆପଣଙ୍କୁ କହିବୁ କି ଏୟାର ଇଣ୍ଡିଆର ବିମାନ ରନୱେ ବଦଳରେ ଲୋକଙ୍କ ଘର ଛାତ ଉପରେ ଛିଡା ହେଉଛି, ତେବେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ବିଶ୍ୱାସ କରିପାରିବେନି…

ବାରିପଦା ସହରରୁ ବିରଳ ଉଡନ୍ତା ସାପ ଉଦ୍ଧାର : ଓରନେଟ୍ ଫ୍ଲାଇଂ ସ୍ନେକକୁ ଉଦ୍ଧାର କଲା ଆନିମଲ ରେସ୍କ୍ୟୁ ଟିମ୍, ଜଙ୍ଗଲରେ…

କନକ ବ୍ୟୁରୋ : ବାରିପଦା ସହରରୁ ଏକ ବିରଳ ଉଡନ୍ତା ସାପ ବା ଓରନେଟ୍ ଫ୍ଲାଇଂ ସ୍ନେକ ଉଦ୍ଧାର କରାଯାଇଛି । ଏହି ପ୍ରଜାତିର ସାପ ସାଧାରଣତଃ ଭାରତବର୍ଷରେ ଦେଖିବାକୁ ମିଳିନଥାଏ । ତେବେ ବାରିପଦାରେ ପ୍ରଥମ ଥର ଲାଗି ଏହା ଦେଖିବାକୁ ମିଳିଛି । ଗତକାଲି ବାରିପଦା ଉପକଣ୍ଠ ଧନପୁର ନିକଟସ୍ଥ ଜଣେ…