Daily Archives

March 18, 2018

ପରଦା ପଛର ନାୟକ କିଏ ? ପ୍ରସାଦ ଅଜାଣତରେ ଏଆଇସିସିରେ ଏଣ୍ଟ୍ରି , ୯ ବିଧାୟକଙ୍କ ବିରୋଧରେ କିଏ କଲା ଷଡଯନ୍ତ୍ର !

କନକ ବ୍ୟୁରୋ : ଏଆଇସିସି ସଦ୍ୟ ପ୍ରକାଶିତ ତାଲିକାରେ ସ୍ଥାନ ପାଇଛନ୍ତି ଯାଜପୁରରେ ଜିଲ୍ଲା ପରିଷଦ ନିର୍ବାଚନ ଲଢି ହାରିଥିବା ଦୀପ୍ତିମୟୀ ମିଶ୍ର । କୁହାଯାଉଛି ଓଡିଶାରୁ ଯାଇଥିବା ତାଲିକାରେ ତାଙ୍କର ନାଁ ନଥିଲା । ସେହିପରି ଏକାଧିକ ପରିବାର ଦୁଇ ଦୁଇ ଜଣ ସଦସ୍ୟ ଏହି ତାଲିକାରେ ସ୍ଥାନ…

ନିଦହାସ ଟ୍ରଫି ଫାଇନାଲ ଫାଇଟ ! ଭାରତ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ

ଭାରତ ଆଗରେ ୧୬୭ରନର ବିଜୟ ଲକ୍ଷ୍ୟ । ଭାରତୀୟ ବ୍ୟାଟିଂ ବନାମ ବାଂଲାଦେଶର ଶାଣିତ ବୋଲିଂର ପରୀକ୍ଷା । ସେପଟେ ଭାରତୀୟ ଦଳ ପାଇଁ ଖୁସିର ଖବର , ଫର୍ମକୁ ଆସିଲେ ହିଟ ମ୍ୟାନ ରୋହିତ ଶର୍ମା । ଶ୍ରୀଲଙ୍କାର ଆର ପ୍ରେମାଦାସା ଷ୍ଟାଡିୟମରେ ଖେଳାଯାଉଛି ଭାରତ ଓ ବାଲାଂଦେଶ ମଧ୍ୟରେ ଫାଇନାଲ ମ୍ୟାଚ ।…

କିଏ କୌରବ, କିଏ ପାଣ୍ଡବ ! ରାହୁଲଙ୍କ ମହାଭାରତ ଥିଓରି

ମୋଦିଙ୍କ ସେନାକୁ କୌରବ ଓ କଂଗ୍ରେସକୁ ପାଣ୍ଡବ ବୋଲି ତୁଳନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଆଜି ଦଳର ୮୪ତମ ମହାଅଧିବେଶନରେ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । କହିଛନ୍ତି-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପଂଜାବ ନ୍ୟାସନାଲ ବ୍ୟାଙ୍କରୁ ମହାଘୋଟାଲ କରି ଫେରାର…

ଫିଲ୍ମ ଷ୍ଟାଇଲରେ କେନ୍ଦ୍ରାପଡା ଜେଲରୁ କଏଦୀ ଚମ୍ପଟ ! ଗାମୁଛା ପକାଇ ୧୮ ଫୁଟର ପାଚେରୀ ଡ଼େଇଁ ଫେରାର ହେଲା ହତ୍ୟା…

କନକ ବ୍ୟୁରୋ : କେନ୍ଦ୍ରାପଡା ଉପକାରାଗାରରୁ ଫେରାର ହୋଇଗଲା ହତ୍ୟା ଅଭିଯୁକ୍ତ । ଗତକାଲି ସଂଧ୍ୟା ସମୟରେ ଜେଲ ପାଚେରୀ ଡେଇଁ ଅଭିଯୁକ୍ତ ରଙ୍ଗଧର ବିଶ୍ୱାଳ ଚମ୍ପଟ ମାରିଛି । ଏହି ଘଟଣା ଜଣା ପଡିବା ପରେ କେନ୍ଦ୍ରାପଡା ସଦର ଥାନାରେ ମାମଲା ରୁଜୁ ହେବା ସହ ରଙ୍ଗଧରକୁ ଧରିବାକୁ ଉଦ୍ୟମ ଆରମ୍ଭ…

ସଂଜୀବନୀ ନେଇ ଓଡ଼ିଶା ଆସିବେ ବିଜେପି ଚାଣକ୍ୟ ! ଫୋକସରେ ରହିବ ମିଶନ ୧୨୦, ଟାର୍ଗେଟରେ ପଶ୍ଚିମ ଓଙ୍ଗ଼ିଶା । ହସରେ…

କନକ ବ୍ୟୁରୋ : ବିଜେପିର ମିଶନ୍ ୧୨୦ ନାରାକୁ ଉଦଜୀବୀତ କରିବା ପାଇଁ ସଂଜୀବନୀ ନେଇ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରୟ ଅଧ୍ୟକ୍ଷ ଅମିତ ଶାହା । ଆଉ ଏଥର ଟାର୍ଗେଟରେ ରହିଛି ପଶ୍ଚିମ ଓଡ଼ିଶା । ପଶ୍ଚିମ ଓଡ଼ିଶାର ଦୁଇଟି ସ୍ଥାନରେ ଜନସଭାକୁ ସମ୍ବୋଧନ କରିବା ସହ ବଖାଣିବେ ମୋଦି ସରକାରଙ୍କ ସଫଳତା । ହେଲେ…

ଆସ୍ଥା ଓ ଅନାସ୍ଥାର ଦୋଛକିରେ ମୋଦି ସରକାର ! ଆସନ୍ତାକାଲି ଲୋକସଭାରେ ମୋଦି ଦେବେ ବଡ ପରୀକ୍ଷା

କନକ ବ୍ୟୁରୋ : ୪ ବର୍ଷର ମୋଦି ସରକାର ପ୍ରଥମ ଥର ଏକ ବଡ ପରୀକ୍ଷାର ସାମନା କରିପାରନ୍ତି ଆସନ୍ତାକାଲି । ଟିଡିପି ଓ ୱାଇଏସଆର କଂଗ୍ରେସଙ୍କ ଅନାସ୍ଥା ନୋଟିସକୁ ଗ୍ରହଣ କରି ଭୋଟ ପାଇଁ ନିଷ୍ପତି ନେଇପାରନ୍ତି ବାଚସ୍ପତି । ଅନାସ୍ଥା ଆଗତ କରିବା ପାଇଁ ଆବଶ୍ୟକ ସଦସ୍ୟଙ୍କ ସମର୍ଥନ ରହିଥିବାରୁ…