Daily Archives

March 16, 2018

ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଅଭାବନୀୟ ଘଟଣା ! ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ

କନକ ବ୍ୟୁରୋ : ମୋବାଇଲ ଫୋନ୍ ଫାଟି ଯୁବତୀ ମୃତ । ଝାରସୁଗୁଡ଼ା ଲଇକେରାର ଖରିଆକାନି ଗାଁରେ ଅଭାବନୀୟ ଘଟଣା ।  ଚାଇନା କମ୍ପାନି ଦ୍ୱାରା ପ୍ରସ୍ତୁତ ଏକ ମୋବାଇଲ ଫୋନ୍ ବିସ୍ଫୋରଣ ଘଟିବାରୁ ଆଜି ଉମା ଓରାମ ନାମକ ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଛି । ଆଜି ଅପରାହ୍ନ ପ୍ରାୟ ୩ଟାରେ ଝାରସୁଗୁଡ଼ା…

ବିଶିଷ୍ଠ ଗାୟକ ଦଲେର ମେହେନ୍ଦିଙ୍କୁ ଦଣ୍ଡ ! ବେଆଇନ୍ ମାନବ ଚାଲାଣ ଅଭିଯୋଗରେ ୨ ବର୍ଷ ସଜା ଶୁଣାଇଲେ ପଂଜାବ ପଟିଆଲା…

ଦଲାଲି କରି ଫଶିଗଲେ ବିଶିଷ୍ଠ ଗାୟକ ଦଲେର ମେହେନ୍ଦି । ବେଆଇନ୍ ଭାବେ ବିଦେଶକୁ ମାନବ ଚାଲାଣ କରିବା ଅଭିଯୋଗ ୨ବର୍ଷ ଦଣ୍ଡାଦେଶ ଦେଇଛନ୍ତି ପଞ୍ଜାବ ପଟିଆଲା ହାଉସ୍ କୋର୍ଟ । ତାଙ୍କ ନାଁରେ ୨୦୦୩ରେ ହୋଇଥିବା ଏକ ମାମଲାର ବିଚାର କରି କୋର୍ଟ ଏହି ଦଣ୍ଡ ଦେଇଛନ୍ତି । ବିଦେଶକୁ ଅବୈଧ ଭାବେ ମାନବ…

ଜିଓକୁ କଡ଼ା ଟକ୍କର ଦେବ ଭୋଡାଫୋନ ! ୨୧ ଟଙ୍କାରେ ମିଳିବ ଅସୀମିତ ଡାଟା

ଟେଲିକମ୍ ଦୁନିଆରେ ହଇଚଇ ସୃଷ୍ଟି କରିଥିବା ରିଲାଏନ୍ସ ଜିଓକୁ ଟକ୍କର ଦେବା ପାଇଁ ଦେଶର ଅନ୍ୟତମ ଅଗ୍ରଣୀ କମ୍ପାନୀ ଗୁଡ଼ିକ ଦିନକୁ ଦିନ ନୂଆ ନୂଆ ଅଫର୍ ଉପସ୍ଥାପନ କରୁଛନ୍ତି । ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଅଫର ପରେ ଅଫର ଘୋଷଣା ଚାଲିଛି । ବିଏସଏନଏଲ ଠାରୁ ଆରମ୍ଭ କରି ଆଇଡିଆ, ଭୋଡାଫୋନ,…

ନୂଆପଡାରେ ଚାଲିଛି ନକଲି ନୋଟ ତିଆରି ! ଖଡିଆଳରୁ ୪ ଜଣଙ୍କୁ ଗିରଫ ସହ ୧୦୨ ଖଣ୍ଡ ୧୦୦ ଟଙ୍କିଆ ନୋଟ ଜବତ କଲା ପୁଲିସ

କନକ ବ୍ୟୁରୋ : ଓଡିଶା ବଜାରରେ ଘୁରି ବୁଲୁଛି ଜାଲ । ନୋଟ ନୂଆପଡାରେ ଚାଲିଛି ନକଲି ନୋଟ ତିଆରି । ନକଲି ନୋଟ ତିଆରି କରି କଳାହାଣ୍ଡି ଜିଲ୍ଳାରେ କରାଯାଉଛି ବ୍ୟବହାର । ବିଶେଷ ସୂତ୍ରରୁ ଖବର ପାଇଁ ଆଜି ପୁଲିସ ଅଚାନକ ଚଢାଉ କରି ଖଡିଆଳ ଅଂଚଳରୁ ୪ ଜଣଙ୍କୁ ଗିରଫ କରିବା ସହ ନକଲି ନୋଟ କାରଖାନା…

ଭଗବାନ ଶ୍ରୀକୃଷ୍ଣଙ୍କ ରାଜ୍ୟର ସନ୍ଧାନ ପାଇଁ ସମୁଦ୍ର ଭିତରକୁ ଡ଼େଇଁଲେ ମହିଳା ନ୍ୟୁଜ୍ ଆଙ୍କର ! ସୋସିଆଲ ମିଡ଼ିଆରେ ଟ୍ରୋଲ…

ଭଗବାନଙ୍କ ଖୋଜିବାକୁ ଯାଇ ଟ୍ରୋଲ୍ ହେଲେ ନ୍ୟୁଜ୍ ଆଙ୍କର୍ । ସୋସିଆଲ ମିଡିଆରେ ଟ୍ରୋଲ ହେଉଛନ୍ତି ହିନ୍ଦି ନ୍ୟୁଜ୍ ଚ୍ୟାନେଲ୍ ‘ଆଜ ତକ’ର ଷ୍ଟାର ଆଙ୍କର ଶ୍ୱେତା ସିଂହ । ଶ୍ୱେତା ସିଂହଙ୍କ କାର୍ଯ୍ୟକ୍ରମର ଏକ ଭିଡ଼ିଓ ଏପରି ଉପହାସ କାରଣ ବୋଲି ଜଣାପଡ଼ିଛି । ଏହି ଭିଡିଓରେ ଶ୍ୱେତା ସିଂହ ଭଗବାନ…

ଓଡିଶାରେ ପହଂଚିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା ! ବିମାନବନ୍ଦରରୁ ବିରାଟ ପଟୁଆରରେ ପାଛୋଟି ନେଲେ…

କନକ ବ୍ୟୁରୋ : ଓଡିଶାରେ ପହଂଚିବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିପୁଳ ସମ୍ବର୍ଦ୍ଧନା । ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଭୁବନେଶ୍ୱରରେ ପହଂଚିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବମେଶ୍ୱର ବିମାନବନ୍ଦରରୁ ଏକ ବିରାଟ ରାଲିରେ ଧର୍ମେନ୍ଦ୍ରଙ୍କୁ ରାଜ୍ୟ…