Daily Archives

March 16, 2018

ଲୋକସଭାରେ ମୋଦି ଦେଇପାରନ୍ତି ବଡ଼ ପରୀକ୍ଷା ! ସରକାରଙ୍କ ବିରୋଧରେ ଆସିଲା ଦୁଇ ଦୁଇଟି ଅବିଶ୍ୱାସ ପ୍ରସ୍ତାବ

କନକ ବ୍ୟୁରୋ : ମୋଦିଙ୍କ ଚା’କପରେ ଝଡ । ପ୍ରଥମ ଥର ପାଇଁ ମୋଦି ସରକାରଙ୍କ ବିରୋଧରେ ଆସିଛି ଅବିଶ୍ୱାସ ପ୍ରସ୍ତାବ । ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦାବିକୁ ନେଇ ତେଲୁଗୁ ଦେଶମ ପାର୍ଟି ଓ ୱାଇଏସଆର୍ କଂଗ୍ରେସ ପାର୍ଟି ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି । ଏହାକୁ ସମର୍ଥନ…

ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହେବା ପରେ ଓଡିଶା ଆସିଲେ ଧର୍ମେନ୍ଦ୍ର ! ବିପୁଳ ସମ୍ବର୍ଦ୍ଧନା ସହ ଭୁବନେଶ୍ୱରରେ…

କନକ ବ୍ୟୁରୋ : ଆଜି ବିଜୟ ଉତ୍ସବ ମନାଇଛି ବିଜେପି । ରାଜଧାନୀ ଭୁବନେଶ୍ୱରରେ କର୍ମୀ ଓ ସମର୍ଥକଙ୍କ ପ୍ରବଳ ଗହଳି ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବିହାର ପରେ ମଧ୍ୟପ୍ରଦେଶରୁ ଦ୍ୱିତୀୟ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବାରୁ…

ଓଡ଼ିଶା ରହଣୀ ବେଳେ ପାରମ୍ପରିକ ଓଡିଆ ଖାଦ୍ୟ ଖାଇବେ ରାମନାଥ କୋବିନ୍ଦ ! ଖାଦ୍ୟ ତାଲିକାରେ ଖେଚୁଡି, ଡାଲମା ଓ ରସଗୋଲା

କନକ ବ୍ୟୁରୋ : ଖେଚୁଡି ଓ ଡାଲମା ଖାଇବେ ରାଷ୍ଟ୍ରପତି । ଏଥିସହ ସୁସ୍ୱାଦୁ ଓଡିଆ ପାରମ୍ପରିକ ଖାଦ୍ୟର ମେନୁ ପ୍ରସ୍ତୁତ କରାଯାଇଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଇଁ । କଟକର ଆନନ୍ଦ ଭବନରେ ବିଜୁ ସଂଗ୍ରହାଳୟ ଉଦଘାଟନ ଓ ଆଇଆଇଟିର ସମାବର୍ତ୍ତନ ଉତ୍ସବ ପରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ…

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଝଟକା ! ଏଆଇସିସି ସଭ୍ୟ ପଦରୁ ବାଦ ପଡିଲେ ୯ ବିଧାୟକ

କନକ ବ୍ୟୁରୋ : କଂଗ୍ରେସରେ ଅଡୁଆ ଆହୁରି ବଢିଲା । ଅଲ ଇଣ୍ଡିଆ କଂଗ୍ରେସ କମିଟି- ଏଆଇସିସିରୁ ବାଦ୍ ପଡିଲେ ୯ଜଣ ବିଧାୟକ । ଆଉ ଏହି ଘଟଣା କଂଗ୍ରେସ ରାଜନୀତିରେ ଝଡ ସୃଷ୍ଟି କରିପାରେ । ତଳସରା କଂଗ୍ରେସ ବିଧାୟକ ପ୍ରଫୁଲ୍ଲ ମାଝି କହିଛନ୍ତି, ଏହା ଆଦୌ ଗ୍ରହଣଯୋଗ୍ୟ ନୁହେଁ । ସେପଟେ ସୁନ୍ଦରଗଡ…

ପୁଣି ଚର୍ଚ୍ଚାରେ ନୀଳନୟନା ! ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ମିଳିଲା ସୁନ୍ଦରୀ ମହିଳା ସମ୍ମାନ

ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ବର୍ଷ ୨୦୧୮ ପାଇଁ ଭାରତର ସବୁଠାରୁ ସୁନ୍ଦର ମହିଳାର ସମ୍ମାନ ମିଳିଛି । ଆଉ ତାଙ୍କୁ ଏହି ଟାଇଟଲ୍ ଦେଇଛି ପପୁଲାର୍ ମାଗାଜିନ୍ ଫେମିନା । ମାଗାଜିନରେ ମାର୍ଚ୍ଚ ମାସ ସଂସ୍କରଣରେ ଅଭିନେତ୍ରୀ ଐଶ୍ୱର୍ଯ୍ୟାକୁ କଭର୍ ଗର୍ଲ ଭାବେ ଦେଖିବାକୁ ମିଳିବ ।…

ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟ୍ : ସ୍ପଷ୍ଟ କଲେ କେନ୍ଦ୍ର ସରକାର

କନକ ବ୍ୟୁରୋ : ବନ୍ଦ ହେବନି ୨୦୦୦ ଟଙ୍କିଆ ନୋଟ୍ । ଅନେକ ସମୟରେ ଶୁଣିବା ପାଇଁ ମିଳୁଥିଲା, ୨୦୦୦ ଟଙ୍କିଆ ନୋଟ୍ କୌଣସି ବି ମୁହୂର୍ତ୍ତରେ ବନ୍ଦ ହୋଇପାରେ । ବିମୁଦ୍ରକାରଣ ପରେ ଲୋକଙ୍କ ମନରେ ଛନକା ପଶିଯାଇଛି । କେଉଁ ପରିସ୍ଥିତିରେ ଯେ ମୋଦି ସରକାର କ’ଣ ଘୋଷଣା କରିଦେବେ ସେ ନେଇ ଚିନ୍ତିତ ।…