Daily Archives

March 10, 2018

ବିଧାନସଭା ଘେରିବେ ଚାଷୀ । ଋଣ ଛାଡ ଦାବି ନେଇ ୧୨ ମାର୍ଚ୍ଚରେ ୩୫ ହଜାର ଚାଷୀଙ୍କ ଆନ୍ଦୋଳନ । ବଢୁଛି ମହାରାଷ୍ଟ୍ର…

ଚାଷୀ ବିରୋଧୀ ବିଜେପି । ପ୍ରତିଶ୍ରୁତି ପାଳରେ ବିଫଳ ମହାରାଷ୍ଟ୍ର ବିଜେପି ସରକାର । କାହିଁକି ପାଳନ ହେଉନି ସ୍ୱାମୀନାଥନ କମିଟି ରିପୋର୍ଟ? କିଛି ଏଭଳି ନାରା ଦେଇ ମହାରାଷ୍ଟ୍ରରେ ଚାଲିଛି ଜୋରଦାର ଚାଷୀ ଆନ୍ଦୋଳନ । ଫଡନାଭିସ୍ ସରକାର ପାଇଁ ଚାଷୀ ଆନ୍ଦୋଳନ ଚିନ୍ତା ବଢାଇ ଦେଇଛି । ସଂପୁର୍ଣ୍ଣ…

ଅଲିଭ୍ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକିୟା ଆରମ୍ଭ! ବେଳା ଭୂମିରେ ମାଳ ମାଳ କଇଁଛଙ୍କ ସମାଗମ

କନକ ବ୍ୟୁରୋ : ଉପକୂଳବର୍ତି ଅଂଚଳରେ ଥିବା ବାଲିଦ୍ୱୀପ ଗୁଡ଼ିକରେ ଆରମ୍ଭ ହୋଇଛି ଅଲିଭ ରିଡ଼ଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା । ନଭେମ୍ବର ପ୍ରଥମ ସପ୍ତାହରୁ ଅଲିଭ ରିଡ଼ଲେଙ୍କ ମିଳନଋତୁ ଆରମ୍ଭ ହୋଇଥବାବେଳେ ଏବେ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପାଗ ଅନୁକୁଳ ଥିବା ବେଳେ ଏମାନେ ଅଣ୍ଡଦାନ…

ଅନୁଗୁଳରେ ଅସହ୍ୟ ତାତି ! ମାର୍ଚ୍ଚ ମାସ ଆରମ୍ଭରୁ ୪୦ ଡିଗ୍ରୀ ଛୁଇଁଲାଣି ତାପମାତ୍ରା, ସାଧାରଣ ଲୋକେ ଅସ୍ତବ୍ୟସ୍ତ

କନକ ବ୍ୟୁରୋ : ଅନୁଗୁଳରେ ଅସହ୍ୟ ଖରାରେ ଅସ୍ତବ୍ୟସ୍ତ ଜୀବନ । ମାର୍ଚ୍ଚ ଆରମ୍ଭରୁ ଅତ୍ୟଧିକ ତାତି ଯୋଗୁଁ ଦିନ ୧୦ଟା ପରେ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି । ଗତକାଲି ରାଜ୍ୟର ସବୁଠୁ ଉତପ୍ତ ସହର ଥିଲା ଅନୁଗୁଳ ।ଆଗକୁ ବି ଆହୁରି ପ୍ରବଳ ଖରା ତାତି ଅନୁଭୂତ ହେବା ପୂର୍ବାନୁମାନ କରାଯାଇଛି…

୪୦୦ ଟଙ୍କା ନ ଦେବାରୁ ମିଳିଲାନି ଆମ୍ବୁଲାନ୍ସ ! ୧୦ ବର୍ଷ ପୁଅର ମୃତଦେହ ଧରି ରାସ୍ତାରେ ଚାଲି ଚାଲି ଗଲେ ବାପା

କନକ ବ୍ୟୁରୋ : ପୁଅର ମୃତଦେହକୁ ଧରି ରାସ୍ତାରେ ଚାଲି ଚାଲି ଗଲା ବାପା । ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ପରିସରରେ ଦେଖିବାକୁ ମିଳିଛି ଏମିତି ଏକ ଅଭାବନୀୟ ଘଟଣା । ୧୦ ବର୍ଷର ପୁଅର ମୃତଦେହକୁ ଧରି ବାପା, ମା ଓ ଝିଅ ରାସ୍ତାରେ କାନ୍ଦି କାନ୍ଦି ଯାଉଥିଲେ ମଧ୍ୟ ଏଥିପ୍ରତି…

ମୋଦିଙ୍କ ପାଇଁ ମେଣ୍ଟ ଅଡୁଆ । ୨୦୧୯ରେ ସରକାର ଗଠନ ପାଇଁ ପ୍ରତିବନ୍ଧକ ସାଜିବ ଏହି ୭ କାରଣ ।

କନକ ବ୍ୟୁରୋ : ୨୦୧୯ରେ ବିଜେପି ପାଇଁ ବଢିପାରେ ଅଡୁଆ । ଗତ କିଛି ଦିନ ଧରି ଯେଉଁ ରାଜନୈତିକ ଘଟଣାକ୍ରମ ଜାତୀୟ ସ୍ତରରେ ସାମ୍ନାକୁ ଆସିଛି, ତାହା ମୋଦି-ଶାହା ଯୋଡିଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଏନଡିଏକୁ ଅଟକାଇବାକୁ ପୁରା ବିରୋଧୀ ସାମ୍ନାକୁ ଆସିବା ଫଳରେ ଜାତୀୟ ରାଜନୀତିରେ…

ସତ୍ୟପାଠରେ ବଡ ଖୁଲାସା ! ଅମିତାଭ ଓ ଜୟାଙ୍କ ସମ୍ପତି ଉପରୁ ଉଠିଲା ପରଦା, ୬ବର୍ଷରେ ଦୁଇଗୁଣା ହେଲା ଷ୍ଟାରଦମ୍ପତିଙ୍କ…

ସତ୍ୟପାଠରେ ବଡ ଖୁଲାସା । ବଲିଉଡର ବିଗ୍ ବି ଅମିତାଭ ଓ ଜୟା ବଚ୍ଚନଙ୍କ ସମ୍ପତିି କେତେ ତାହା ଅଧିକାଂଶ ପ୍ରଂଶସକ ଜାଣିନଥିବେ । କିନ୍ତୁ ଜୟାଙ୍କ ନିର୍ବାଚନୀ ସତ୍ୟପାଠ ଏହି ପ୍ରଶ୍ନ ଉପରୁ ପରଦା ଉଠାଇଛି । ସୂଚନା ଅନୁସାରେ ଶୁକ୍ରବାର ଦିନ ସମାଜବାଦୀ ପାର୍ଟି ତରଫରୁ ଜୟା ବଚ୍ଚନ ରାଜ୍ୟସଭା ପାଇଁ…