Daily Archives

March 10, 2018

ଓଡ଼ିଶାରେ କ୍ୟାନସର ଆତଙ୍କ ! ସଂସଦରେ ସାଙ୍ଘାତିକ ତଥ୍ୟ ଦେଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ, ରାଜ୍ୟରେ ଦିନକୁ ଆଖି…

କନକ ବ୍ୟୁରୋ : କ୍ୟାନସର କବଳରେ ଓଡିଶା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ମିଳିଛି ଏପରି ଏକ ଉଦବେଗଜନକ ତଥ୍ୟ । ଲୋକସଭାରେ ଆଗତ ଏହି ରିପୋର୍ଟ ଅନୁସାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ କ୍ୟାନସର ରୋଗୀଙ୍କ ସଂଖ୍ୟା ଅଧିକ । ପ୍ରତିବର୍ଷ ଏହି ରୋଗରେ ପ୍ରାଣ ହରାଉଥିବା ଲୋକଙ୍କ…

ଗୋଟିଏ ମଞ୍ଚରେ ଏକାଠି ହେଲେ ବିଦାୟୀ ଗରିବ ମୁଖ୍ୟମନ୍ତ୍ରୀ ଓ ଧନୀ ଦଳର ପ୍ରଧାନମନ୍ତ୍ରୀ ! ତ୍ରିପୁରାରେ ଦେଖିବାକୁ…

ତ୍ରିପୁରାରେ ନୂଆ ମୁଖ୍ୟମନ୍ତ୍ରୀ ବିପ୍ଲବ ଦେବଙ୍କ ଶପଥ ଉତ୍ସବରେ ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ । ଦୁଇ ବିପରିତ ଚିନ୍ତାଧାରାର ନେତା ଏକାଠି ଗୋଟିଏ ମଂଚରେ ବସିଥିଲେ । ବରିଷ୍ଠ ବିଜେପି ନେତା ଏଲକେ ଆଡଭାନୀ, ମୁରଳି ମନୋହର ଯୋଶୀ ଓ ରାଜନାଥ ସିଂଙ୍କ ଗହଣରେ ବସିଥିଲେ ବିଦାୟୀ…

ଛାତ୍ରଛାତ୍ରୀଙ୍କ କ୍ୟାରିଅର ସହ ସାଂଘାତିକ ଖେଳ ! ଆଡମିଟକାର୍ଡ ନମିଳିବାରୁ ତାତିଲେ ଛାତ୍ରଛୀତ୍ରୀ । ବୌଦ୍ଧରେ…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ କ୍ୟାରିଅର ସହ ସାଂଘାତିକ ଖେଳ । ବର୍ଷତମାମ ପାଠପଢା ନାଁରେ ପିଲାଙ୍କ ଅର୍ଥ ହରିଲୁଟ ପରେ ପରୀକ୍ଷା ବେଳକୁ ସାମ୍ନାକୁ ଆସୁଛି ଶିକ୍ଷାନୁଷ୍ଠାନର ଅସଲ ଚରିତ୍ର । ଆଡମିଟକାର୍ଡ ନମିଳିବାରୁ ପରୀକ୍ଷାରୁ ବଂଚିତ ହେଉଛନ୍ତି ଛାତ୍ରଛାତ୍ରୀ । ପ୍ରତିବାଦରେ ଆଜି ବୌଦ୍ଧରେ…

ଓଡ଼ିଶା ପାଇଁ ଗର୍ବ ! ସ୍ମାରକୀ ମୁଦ୍ରାରେ ସ୍ଥାନ ପାଇବ ପାଇକ ବିଦ୍ରୋହର ଚିତ୍ର, କେନ୍ଦ୍ର ସରକାରଙ୍କ ନିକଟକୁ ଚୂଡାନ୍ତ…

କନକ ବ୍ୟୁରୋ : ଖୁବଶୀଘ୍ର ମୁଦ୍ରାରେ ସ୍ଥାନ ପାଇବାକୁ ଯାଉଛି ୧୮୧୭ ପାଇକ ବିଦ୍ରୋହର ଚିତ୍ର । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଦ୍ୱାରା ଚୂଡାନ୍ତ ହୋଇଥିବା ଡିଜାଇନକୁ କେନ୍ଦ୍ର ସରକାରଙ୍କ ପାଖକୁ ପଠାଯିବ । ଏହାପରେ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସ୍ମାରକୀ ମୁଦ୍ରାରେ ଏହି…

ଆପଣଙ୍କ କନଫର୍ମ ଟ୍ରେନ ଟିକେଟରେ ଆଉ ଜଣେ ଯାତ୍ରା କରିପାରିବେ ! ଜାଣନ୍ତୁ କଣ ରହିଛି ପୁରା ପ୍ରକ୍ରିୟା ।

ଯଦି ଆପଣଙ୍କ ପାଖରେ ରେଳବାଇର କନଫର୍ମ ଟିକେଟ ରହିଛି, ହେଲେ କୌଣସି କାରଣରୁ ଆପଣ ଯାତ୍ରା କରିବାକୁ ଚାହୁଁନାହାନ୍ତି, ତେବେ ଆପଣ ନିଜର କନଫର୍ମ ଟିକେଟକୁ ଅନ୍ୟ ଜଣଙ୍କୁ ଦେଇପାରିବେ । ଯାହାଫଳରେ ଟିକେଟ ବ୍ୟର୍ଥ ହେବନାହିଁ ବରଂ ଅନ୍ୟଜଣେ ସୁବିଧାରେ ଟ୍ରେନରେ ଯାତ୍ରା କରିପାରିବେ । ଖାସ୍ ଏହାକୁ…

ଚାଷୀଙ୍କ ଟଙ୍କା ହଡପ କରିବା ପଡିଲା ମହଙ୍ଗା ! ଚାଷୀ ଋଣ ଦୁର୍ନୀତି ମାମଲାରେ ଆଉ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କଲା…

କନକ ବ୍ୟୁରୋ : ମହଙ୍ଗା ପଡିଲା ଚାଷୀଙ୍କ ଟଙ୍କା ହଡ଼ପ । କେସିସି ବ୍ୟାଙ୍କ ପୂର୍ବରୁ ୩ ଜଣ କର୍ମଚାରୀଙ୍କୁ ଜେଲ ପଠାଇଥିବା ବେଳେ ଏବେ ଆଉ ୩ ଜଣଙ୍କୁ ନିଲମ୍ବନ କରିଛି । କୋରାପୁଟ ଜିଲ୍ଲାରେ କେସିସି ବ୍ୟାଙ୍କର ୧୭ଟି ଶାଖା ସମେତ ୫୪ଟି ଲ୍ୟାମ୍ପସ ରହିଛି । ଏହି କାମରେ ୨୦୧୩-୧୪ ଓ ୨୦୧୫-୧୬ରେ…