Daily Archives

March 10, 2018

ଚୀନକୁ ତା ଭାଷାରେ ଜବାବ ଦେବାକୁ ପ୍ରସ୍ତୁତ ହେଉଛି ଭାରତ ! ଡ଼୍ରାଗନ ବାହିନୀର ବଢିଲା ଚିନ୍ତା

ଚୀନର ଚିନ୍ତା ବଢାଇଲା ଭାରତ । ଭାରତୀୟ ସୈନିକମାନେ ଚୀନ ଭାଷା (ମାଣ୍ଡାରିନ) ଶିଖୁଥିବାରୁ ଚୀନର ଚିନ୍ତା ବଢିଯାଇଛି । ଭାରତୀୟ ସୈନିକମାନେ ଚୀନ ଭାଷା ବୁଝିପାରିଲେ ତାହା ଭାରତକୁ ଚୀନଠାରୁ ଗୋଟିଏ ପାଦ ଆଗରେ ରଖିବ । କାରଣ ଭାରତୀୟ ସେନା ମୋବାଇଲ ଇଣ୍ଟରସେପ୍ଟ କରି ଚୀନ ସେନାର କଥାବାର୍ତ୍ତା…

ମାଡି ଆସୁଛି ବିପଦ ! ପୃଥିବୀରେ ବାଡେଇ ହୋଇପାରେ ‘ସିଆଙ୍ଗଙ୍ଗ-୧’, ସୃଷ୍ଟି ହୋଇପାରେ ଭୟଙ୍କର ପରିସ୍ଥିତି । ବୈଜ୍ଞାନିକ…

ପୃଥିବୀ ଆଡକୁ ମାଡି ଆସୁଛି ବିପଦ । ଆଉ ଏକ କୁତ୍ରିମ ମହାଜାଗତିକ ବସ୍ତୁ ପୃଥିବୀ ଆଡକୁ ମାଡି ଆସୁଛି । ୧୯୭୧ ମସିହାରେ ଆମେରିକୀୟ କୃତିମ ଉପଗ୍ରହ ସ୍କାଏଲାବ ଭୂପୃଷ୍ଠରେ ଖସି ପଡ଼ିବା ନେଇ ସମଗ୍ର ବିଶ୍ୱରେ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗଣମାଧ୍ୟମ ଏତେ ଶକ୍ତିଶାଳୀ ନ ଥିବାରୁ…

ମିଳିତ ଜାତିସଂଘରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଲା ଭାରତ! ଏକ ବିଫଳ ରାଷ୍ଟ୍ର ମାନବିକ ଅଧିକାର ଉପରେ ପାଠ ପଢାଇବା…

ମିଳିତ ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ । ଜାମ୍ମୁ-କାଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନର ଅଭିଯୋଗ ଆଣିଥିବା ପାକିସ୍ତାନର ମୁଖା ଖୋଲିଦେଲା ଭାରତ । ଯେଉଁ ଦେଶ ମାଟିରେ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦିଆଯାଉଛି, ଯେଉଁ ଦେଶ ଭାରତ ମାଟିରେ ଆତଙ୍କବାଦୀ କା ର୍ଯ୍ୟକଳାପକୁ ପ୍ରୋତ୍ସାହନ…

୨୦୧୯ ନିବାର୍ଚନ ପାଇଁ କଂଗ୍ରେସର ମଙ୍ଗୁଆଳ ହେବେ ପ୍ରସାଦ! ଇସ୍ତଫା ଗ୍ରହଣ କଲେନାହିଁ ହାଇକମାଣ୍ଡ, କଣ ହେବ ନେତୃତ୍ୱ…

କନକ ବ୍ୟୁରୋ : ପ୍ରସାଦ ହରିଚନ୍ଦନଙ୍କ ନେତୃତ୍ୱରେ ୨୦୧୯ ନିର୍ବାଚନ ଲଢ଼ିବ କଂଗ୍ରେସ । ପ୍ରଦେଶ କଂଗ୍ରେସ ସଭାପତି ପଦରେ ହେବ ନାହିଁ କୌଣସି ପରିବର୍ତନ । ବିଜେପୁର ଉପ-ନିର୍ବାଚନ ପରାଜୟ ପରେ ପିସିସି ସଭାପତି ପଦରୁ ଇସ୍ତଫା ଦେଇଥିବା ପ୍ରସାଦ ହରିଚନ୍ଦନଙ୍କ ଇସ୍ତଫାକୁ ଗ୍ରହଣ କରିନାହିଁ ଏଆଇସିସି…

ରହସ୍ୟମୟ ନିଆଁ ପରେ ରହସ୍ୟମୟ ମୃତ୍ୟୁ! ପୁରୀ ଆରୋଳ ଗାଁରେ ଅଭାବନୀୟ ଘଟଣା । ପୋଡିଗଲା ୮ ବଖରା, ବୁଡିଗଲେ ଯୁବକ

କନକ ବ୍ୟୁରୋ : ରହସ୍ୟମୟ ନିଆଁ ପରେ ରହସ୍ୟମୟ ମୃତ୍ୟୁ । ପୁରୀ ଜିଲ୍ଲା ଆରୋଳ ଗାଁରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଅଚାନକ୍ ଘରେ ନିଆଁ ଲାଗିବାରୁ ପୋଡ଼ି ଗଲା ୮ ବଖରା ଘର । ଏବଂ ନିଆଁ ଲିଭାଉଥିବା ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହେଲା ପୋଖରୀ ଭିତରୁ । ପୁରା ଘଟଣାରେ ଡ୍ୟାନ୍ସ ଗ୍ରୁପରେ…