Daily Archives

March 9, 2018

“ଅନ୍ତର୍ଜାତୀୟ ପ୍ରଭାବଶାଳୀ ମହିଳା ୨୦୧୮”ତାଲିକାରେ ସ୍ଥାନ ପାଇଛନ୍ତି ଦୀପିକା, ଟ୍ୱିଟ କରି ଜାହିର କରିଛନ୍ତି ଖୁସି

ଦୀପିକା ପାଦୁକୋଣଙ୍କ ଅଭିନୀତ ଫିଲ୍ମ ‘ପଦ୍ମାବତ’ ରିଲିଜକୁ ନେଇ ସାରାଦେଶରେ ଭୟାବହ ଗଣ୍ଡଗୋଳ ହୋଇଥିଲା ସତ ମାତ୍ର ଏହି ଫିଲ୍ମ ରିଲିଜ ହେବା ପରେ ସଫଳତାର ଚରମ ସୀମାରେ ପହଂଚିବାରେ ସକ୍ଷମ ହୋଇପାରିଛି । ପଦ୍ମାବତ ଫିଲ୍ମ ସହ ଜଡିତ ବିବାଦ ପରେ ନିଜକୁ ମଜବୁତ କରି ଛିଡା ରହିଥିବା ଅଭିନେତ୍ରୀ…

ଯେଉଁମାନେ ସମାଲୋଚନା କରୁଛନ୍ତି, ତାଙ୍କୁ ସ୍ୱାଗତ କରୁଛି, ଏହା ଅଧିକ ସଚେତନ କରିବ! ନାମାଙ୍କନ ଭରିବା ପରେ…

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି ବିଜୁ ଜନତା ଦଳର ତିନି ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହଛନ୍ତି, ମୋର…

ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର-କେନ୍ଦ୍ର ଟଣାଓଟରା ଭିତରେ ଓଡିଶାର ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ !…

କନକ ବ୍ୟୁରୋ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର-କେନ୍ଦ୍ର ଟଣାଓଟରା ଭିତରେ ଓଡିଶାର ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି ଦିଲ୍ଲୀ ଦରବାରରେ ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ସଂସଦରେ ଓଡିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଜାରି…

ସ୍ୱାସ୍ଥ୍ୟ ସେବାକୁ ଘରୋଇକରଣ କରିବାକୁ କୁଚକ୍ରାନ୍ତ ! ୭ ମହଲା କୋଠାକୁ ଘରୋଇ କମ୍ପାନୀ ହାତରେ ଟେକି ଦେବାଲାଗି ରାଜ୍ୟ…

କନକ ବ୍ୟୁରୋ : ମାଲକାନଗିରି ଜିଲ୍ଲାରେ ନୂତନ କରି ନିର୍ମାଣ ହୋଇଛି ୩୦୦ ସଜ୍ଜା ବିଶିଷ୍ଟ ଜିଲ୍ଲା ହସ୍ପିଟାଲ । ୫୦ କୋଟି ବ୍ୟୟରେ ନିର୍ମିତ ଏହି ୭ ମହଲା କୋଠାକୁ ଏବେ ପି.ପି.ପି ମୋଡରେ ଘରୋଇ କମ୍ପାନୀ ହାତରେ ଟେକି ଦେବା ଲାଗି ରାଜ୍ୟ ସରକାର ନିଷ୍ପତି ନେଇଥିବା ସ୍ପଷ୍ଟ ହୋଇଛି । କନକ ନ୍ୟୁଜ…

ବାଲେଶ୍ୱର ଗୋପିନାଥ ଗ୍ରାମପଂଚାୟତରେ ଅଭାବନୀୟ ଘଟଣା ! ଚାଷ ଜମିରେ ନିଆଁ ଲଗାଇ ବିଲ ମଝିରେ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ…

କନକ ବ୍ୟୁରୋ : ଚାଷ ଜମିରେ ନିଆଁ ଲଗାଇ ବିଲ ମଝିରେ ଯନ୍ତ୍ରୀଙ୍କୁ ମାଡ଼ ମାରିଲେ ଗାଁଲୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଜୟରାମପୁର ଗୋପିନାଥ ଗ୍ରାମପଂଚାୟତରେ । ବିଦ୍ୟୁତ ଟାନ୍ସଫର୍ମର ପୋଡିଯିବା କାରଣରୁ ଚାଷ ଜମିରେ ନିଆଁ ଲାଗି ଯାଇଥିଲା । ଏହାକୁ ପ୍ରତିବାଦକରି ପୁଣି…

ଗୁଟଖା ବୋଝେଇ ଗାଡିରୁ ଟଙ୍କା ଜବତ । ରାଜଗାଙ୍ଗପୁର ଜାମପାଲିରୁ ୯ କ୍ୱିଂଟାଲ ଗୁଟୁଖା ସହ ୬ ଲକ୍ଷ ଟଙ୍କା ଓ ରୂପା ମୂଦ୍ରା…

କନକ ବ୍ୟୁରୋ : ଗୁଟଖା ବୋଝେଇ ଗାଡିରୁ ଟଙ୍କା ଜବତ । ସୁନ୍ଦରଗଡ ରାଜଗାଙ୍ଗପୁର ଜାମପାଲିରୁ ୯ କ୍ୱିଂଟାଲ ଗୁଟୁଖା ସହ ୬ ଲକ୍ଷ ଟଙ୍କା ଜବତ କରିଛି ରାଜଗାଙ୍ଗପୁର ପୁଲିସ । ଏହାସହ ଗୁଟଖା ବୋଝେଇ ହୋଇଥିବା ପିକଅପ୍ ଭ୍ୟାନରୁ ୧୦ଟି ରୂପା ମୁଦ୍ରା ପୁଲିସ ହାତରେ ଲାଗିଛି । ଗାଡିଟି କଟକ ଜଗତପୁରରୁ…