Daily Archives

March 9, 2018

ରାଜ୍ୟସଭା ପାଇଁ ନାଁ ଭରିଲେ ୩ ବିଜେଡି ପ୍ରାର୍ଥୀ ! ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ପ୍ରାର୍ଥୀପତ୍ର ଦାଖଲ କଲେ…

କନକ ବ୍ୟୁରୋ : ଆଜି ରାଜ୍ୟସଭା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡିର ତିନି ନେତା । ପ୍ରଶାନ୍ତ ନନ୍ଦ, ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତ ଦଳୀୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଭରିଛନ୍ତି । ନାମାଙ୍କନ ପରେ ନବୀନ କହିଛନ୍ତି, ଏହି ତିନି ଜଣ ନେତା ଓଡିଶାର ପ୍ରସଙ୍ଗକୁ ଦିଲ୍ଲୀ…

ସୁପ୍ରିମକୋର୍ଟଙ୍କ ଐତିିହାସିକ ରାୟ, କହିଲେ ପ୍ରତ୍ୟେକ ବ୍ୟକ୍ତିଙ୍କ ସମ୍ମାନ ସହ ମରିବାର ଅଛି ଅଧିକାର ! କଡା ସର୍ତ୍ତ…

କନକ ବ୍ୟୁରୋ : ଇଚ୍ଛାମୃତ୍ୟୁ ଉପରେ ଐତିହାସିକ ରାୟ ଦେଇ ଦେଶର ସର୍ବୋଚ୍ଚ ନ୍ୟାୟଳୟ କହିଛନ୍ତି, ପ୍ରତ୍ୟେକ ନାଗରିକର ସମ୍ମାନର ସହ ମରିବାର ଅଧିକାର ଅଛି । ତେବେ କଡା ସର୍ତ୍ତ ସହ ସୁପ୍ରିମକୋର୍ଟ ଇଚ୍ଛାମୃତ୍ୟୁକୁ ଅନୁମତି ଦେଇଛନ୍ତି । ଯେତେବେଳେ ଜଣେ ରୋଗୀଙ୍କ ବଂଚିବା ପାଇଁ ଆଉ କୌଣସି ବିକଳ୍ପ…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ସରକାରଙ୍କ ପକ୍ଷରୁ ନୋଟିସ ଜାରି

କନକ ବ୍ୟୁରୋ : ଆସନ୍ତା ଏପ୍ରିଲ ୨ ତାରିଖରୁ ରାଜ୍ୟର ସମସ୍ତ ସ୍କୁଲ ସକାଳୁଆ ହେବ । ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ନୋଟିସ ଜାରି ହୋଇଛି । ରାଜ୍ୟରେ ହେଉଥିବା ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତି ନିଆଯାଇଥିବା କୁହାଯାଇଛି । ସମସ୍ତ ସ୍କୁଲ ସକାଳ ୬ଟା ୩୦ରୁ ଆରମ୍ଭ ହୋଇ ଦିନ…

ଅନୁଷ୍କାଙ୍କ ଜୀବନୀ ଉପରେ ଆଧାରିତ ମନଗଢ଼ା କାହାଣୀକୁ ଖବରକାଗଜରେ ଛାପି ବିବାଦରେ ‘ଇ ସମୟ’ ! ଟ୍ୱିଟ କରି ସମାଲୋଚନା କଲେ…

ଆଜିକାଲି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଲୋକପ୍ରିୟତା ସାଉଁଟିବା ଆଶାରେ ସେଲିବ୍ରେଟିମାନଙ୍କ ଜୀବନ ଉପରେ ବେଶି ଧ୍ୟାନ ଦେଉଥିବା ଦେଖିବାକୁ ମିଳୁଛି । ମାତ୍ର କୌଣସି ସାକ୍ଷାତକାର ନ ନେଇ ମଧ୍ୟ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜୀବନ ଉପରେ ଆଧାରିତ ମନଗଢ଼ା କାହାଣୀକୁ ନିଜ ଖବରକାଗଜରେ ଛାପି ବିବାଦରେ…

ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଚାପ ! ଜାତିସଂଘରେ ପାକିସ୍ତାନକୁ ଘେରିଲେ ଆଫଗାନିସ୍ତାନ ଓ ଭାରତ

କନକ ବ୍ୟୁରୋ :  ଆତଙ୍କବାଦକୁ ନେଇ ପାକିସ୍ତାନ ଉପରେ ଚାପ ବଢିଚାଲିଛି । ଟେରର ଫାଇନାନ୍ସ ତାଲିକାରେ ପାକିସ୍ତାନକୁ ସାମିଲ କରାଯିବା ନିଷ୍ପତ୍ତିକୁ ସ୍ୱାଗତ କରିଛି ଆଫଗାନିସ୍ତାନ । ଜାତିସଂଘରେ ଆଫଗାନିସ୍ତାନର ସ୍ଥାୟୀ ପ୍ରତିନିଧି ମେହମ୍ମୁଦ ସୈକାଲ କହିଛନ୍ତି ଯେ ବିଳମ୍ବରେ ହେଲେ ମଧ୍ୟ…

ନୟାଗଡ : କଂଟିଲୋ ଅଂଚଳର କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ

କନକ ବ୍ୟୁରୋ :   ପୁଣି ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋ ଅଂଚଳର ଏକ କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଦୁଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ନେଇଛି କଲେଜ । କଲେଜରୁ ଛାତ୍ରଛାତ୍ରୀ ଦୁଇ ଜଣଙ୍କୁ ବହିଷ୍କାର କରିଛନ୍ତି ଅଧ୍ୟକ୍ଷ ।…