Daily Archives

March 9, 2018

ଆତଙ୍କବାଦୀଙ୍କ ଚରାଭୁଇଁକୁ ନୂଆ ନାଁ ! ମାନବାଧିକାର ପରିଷଦରେ ଭାରତ କହିଲା ଟେରରିସ୍ତାନ ପାଲଟିଛି ‘ସ୍ପେଶାଲ…

କନକ ବ୍ୟୁରୋ : ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନକୁ ମିଳିଲା ନୂଆ ନାଁ । ପୂର୍ବରୁ ଏହାକୁ ଟେରରିସ୍ଥାନ ଭାବେ ଉଲ୍ଲେଖ କରିଥିବା ଭାରତ ପାକିସ୍ତାନକୁ ସ୍ପେଶାଲ ଟେରରିଷ୍ଟ ଜୋନ୍ କହିଛି । ଅନ୍ୟପଟେ ରାଜନୀତିରେ ଆତଙ୍କବାଦୀ ହାଫିଜ୍ ସଇଦର ପ୍ରବେଶକୁ ସବୁଜ ସଙ୍କେତ ଦେଇ ପାକିସ୍ତାନ…

୨୦୧୯ରେ ମୋଦିଙ୍କୁ ରୋକିବାକୁ ସୋନିଆଙ୍କ ଦୃଢୋକ୍ତି ! ବିଜେପିକୁ ଚ୍ୟାଲେଂଜ ଦେଲେ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି

କନକ ବ୍ୟୁରୋ : ୨୦୧୯ରେ ମୋଦିଙ୍କୁ ଆଉ ସରକାରରେ ଆସିବାକୁ ଦିଆଯିବ ନାହିଁ । ଏପରି ଦୃଢୋକ୍ତି ପ୍ରକାଶ କରିଛନ୍ତି ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ଏହା କହିଛନ୍ତି । ନରେନ୍ଦ୍ର ମୋଦି ଉତେଜନା ମୂଳକ ଭାଷଣ ଦେଇ…

ଦିଲ୍ଲୀ ଦରବାରରେ ପୁଣି ଉଠିବ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ପ୍ରସଙ୍ଗ ! ସଂସଦରେ ଜୋରଦାର ଦାବି କରିବ…

କନକ ବ୍ୟୁରୋ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ମୋଦି ସରକାରଙ୍କ ଠାରୁ ତେଲୁଗୁ ଦେଶମ୍ ପାର୍ଟି ମେଂଟ ଭାଙ୍ଗିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏପଟେ ଓଡିଶା ସରକାର ପୁଣି ଥରେ ସେହି ଦାବି ଉଠାଇବାକୁ ଯାଉଛନ୍ତି । ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନ ଉତ୍ତରରେ ନବୀନ କହିଛନ୍ତି, ଓଡିଶା…

୯ଟି ଜିଲ୍ଲା ପାଇଁ ନବୀନ ସରକାରଙ୍କ ନୂଆ ଯୋଜନା ! ଆଦିବାସୀଙ୍କ ପାଇଁ ଗଠନ ହେଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ

କନକ ବ୍ୟୁରୋ : ଜନଜାତିର ବିକାଶ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଆଜି ଗଠନ ହୋଇଛି ସ୍ୱତନ୍ତ୍ର ଉନ୍ନୟନ ପରିଷଦ । ୯ଟି ଜିଲ୍ଲାରେ ୯ଟି ଉନ୍ନୟନ ପରିଷଦକୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଛନ୍ତି । ଜନଜାତି ଅଧ୍ୟୁଷିତ…

ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ଅଶ୍ଳୀଳ ଭିଡିଓ ! ଛାତ୍ରୀଙ୍କ ପରିବାର ପକ୍ଷରୁ ଛାତ୍ରଙ୍କ ବିରୋଧରେ ଥାନାରେ ମାମଲା

କନକ ବ୍ୟୁରୋ : ଭାଇରାଲ ହେଲା ଅଶ୍ଳୀଳ ଭିଡିଓ । ନୟାଗଡ କଂଟିଲୋ ଅଂଚଳର ଏକ କଲେଜର ଦୁଇ ଛାତ୍ରଛାତ୍ରୀଙ୍କ ଭିଡିଓ ଭାଇରାଲ ହୋଇଛି । ଏହି ଘଟଣାରେ ଦୁଇ ଛାତ୍ରଛାତ୍ରୀଙ୍କ ବିରୋଧରେ କାର୍ଯ୍ୟାନାଷ୍ଠାନ ନେଇଛି କଲେଜ । କଲେଜରୁ ଛାତ୍ରଛାତ୍ରୀ ଦୁଇ ଜଣଙ୍କୁ ବହିଷ୍କାର କରିଛନ୍ତି ଅଧ୍ୟକ୍ଷ । ଏନେଇ…