Daily Archives

March 7, 2018

ବଢିଲା କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତା । ୫ରୁ ୭ ପ୍ରତିଶତକୁ ବଢିଲା ଡିଏ, ୪୮ ଲକ୍ଷ କର୍ମଚାରୀ, ୬୧ ଲକ୍ଷ…

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କ ପାଇଁ ଖୁସି ଖବର । ୨ ପ୍ରତିଶତ ମହଙ୍ଗା ଭତା ବୃଦ୍ଧି ଲାଗି କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି । ବର୍ତମାନ ମୂଳ ଦରମାର ୫ ପ୍ରତିଶତ ମହଙ୍ଗା ଭତା ଆକାରରେ ମିଳୁଛି । ଏବେ ଏହା ଦୁଇ ପ୍ରତିଶତ ବୃଦ୍ଧି ପାଇ ୭ ପ୍ରତିଶତ ହୋଇଛି । ଗତ ଜାନୁୟାରୀ…

ଆପଣଙ୍କୁ ମିଳିନାହିଁ କି ଜିଓର ମାଗଣା ୧୦ଜିବି ଡାଟା ? ତେବେ ଶୀଘ୍ର କରନ୍ତୁ ଏହି ଗୋଟିଏ କାମ, ତୁରନ୍ତ ମିଳିଯିବ ଆପଣଙ୍କ…

ହୋଲି ଅବସରରେ ରିଲାଏନ୍ସ ଜିଓ ନିଜର ଗ୍ରାହକମାନଙ୍କୁ ଭେଟି ଦେଇଛି ପୁଣି ଏକ ବଡ ଉପହାର । ଜିଓ ନିଜର ୟୁଜର୍ସଙ୍କୁ ମାଗଣାରେ ୧୦ ଜିବି ଡାଟା ପ୍ରଦାନ କରିବାକୁ ଘୋଷଣା କରିଛି । ଯଦିଓ ଏହି ମାଗଣା ଡାଟା ଏବେ କିଛି ହିଁ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ତେବେ, ଯଦି ଆପଣ ଚାହୁଁଛନ୍ତି ଜିଓର ଏହି ମାଗଣା…

ଆଦର୍ଶ ଓ ମତବାଦର ଲଢ଼େଇର ଭୟଙ୍କର ପରିଣାମ । ଟାର୍ଗେଟରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି

କନକ ବ୍ୟୁରୋ: ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବାର ପ୍ରଭାବ କୋଲକାତା, ମିରଟ୍ ଓ ତାମିଲନାଡ଼ୁରେ ଘଟଣା ସାମ୍ନାକୁ ଆସିଛି । କୋଲକାତାରେ ଶ୍ୟାମାପ୍ରସାଦ ମୁଖାର୍ଜିଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯାଇଛି । ମିରଟରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛନ୍ତି…

ଡି-ବ୍ରଦର୍ସଙ୍କ ଷଡଯନ୍ତ୍ରରେ ସାମିଲ ବିଜେଡି କର୍ପୋରେଟର । ଟାର୍ଗେଟକୁ ରାସ୍ତାରୁ ହଟାଇବା ପାଇଁ ଅପରାଧୀକୁ ଯୋଗାଇ…

କନକ ବ୍ୟୁରୋ: ଡି-ବ୍ରଦର୍ସ ଲିଙ୍କରେ ଗିରଫ ବିଜେଡି କର୍ପୋରେଟର । କଟକ ୭ ନମ୍ବର ୱାର୍ଡର କର୍ପୋରେଟର ରଞ୍ଜିତା ବିଶ୍ୱାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ତାଙ୍କ ଘର ଓ ମଙ୍ଗଳାବାଗରେ ଥିବା ଦୋକାନରେ ଚଢାଉ କରି ଅଧିକ ଖୋଳତାଡ ଚଳାଇଛି । ରଞ୍ଜିତାଙ୍କ ତିନୋଟି ମୋବାଇଲ ଫୋନକୁ ଜବତ କରି…

ବିଜେଡି ରାଜନୀତିରେ ନୂଆ ସମୀକରଣ । ସାମିଲ ହେଲେ ଆମ ଓଡିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ବିଶିଷ୍ଟ ଶିକ୍ଷାବିତ…

କନକ ବ୍ୟୁରୋ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା ହେବା ପୂର୍ବରୁ ଆଜି ସକାଳୁ ନବୀନ ନିବାସ ସରଗରମ ହୋଇ ଉଠିଥିଲା । ସାରା ରାଜ୍ୟର ନଜର ପଡିଥିଲା ବିଜେଡି ରାଜନୀତିରେ ଘଟୁଥିବା ଏହି ନୂଆ ଘଟଣା ଉପରେ । ପୂର୍ବତନ ସାଂସଦ ତଥା ସବୁଠାରୁ ଲୋକପ୍ରିୟ ସମ୍ବାଦପତ୍ର ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ…