Daily Archives

March 6, 2018

ସୋସିଆଲ ମିଡିଆ ପ୍ରତି ସାବଧାନ ! ଆପଣଙ୍କୁ ଆସିପାରେ ସୁନ୍ଦରୀ ଯୁବତୀଙ୍କ ରିକ୍ୟୁଏଷ୍ଟ, ଅନଲାଇନରେ ମିଠାକଥା କହି…

କନକ ବ୍ୟୁରୋ: ସୋସିଆଲ ମିଡିଆ ପ୍ରତି ସାବଧାନ । ଆପଣଙ୍କୁ ଆସିପାରେ ସୁନ୍ଦରୀ ଯୁବତୀଙ୍କ ରିକ୍ୟୁଏଷ୍ଟ । ଯୁବତୀ ମାନେ ଦେଖିବାକୁ କୌଣସି ମଡେଲ ଠାରୁ ବି କମ୍ ନୁହନ୍ତି । ସେମାନଙ୍କ କଥାବାର୍ତ୍ତା ଆଉ ପ୍ରଲୋଭନରେ ପଡି ପାରନ୍ତି ଯେକୌଣସି ବ୍ୟକ୍ତି । ଲାଇକ୍, କମେଂଟ ଓ ପୋକରୁ ଆରମ୍ଭ ହୋଇଯାଏ…

ଭୁବନେଶ୍ୱର ପହଂଚିଲା ବଲାଙ୍ଗିର ପୁଲିସ୍ ! ଘରୋଇ ଇଂଜିନିୟରିଂ କଲେଜରେ ଚାଲିଛି ତନାଘନା

କନକ ବ୍ୟୁରୋ: ବଲାଙ୍ଗିରରୁ ଭୁବନେଶ୍ୱର ପହଂଚିଛି ପାର୍ସଲ ବୋମା ବିସ୍ଫୋରଣ ଛାନଭିନ୍ । ଆଜି ବଲାଙ୍ଗିର ପୁଲିସ, ସୌମ୍ୟଶେଖର ପଢୁଥିବା ଇଂଜିନିୟରିଂ କଲେଜରେ ପଚରାଉଚୁରା କରିଛି ପୁଲିସ । ଏପଟେ ବଲାଙ୍ଗିର ପୁଲିସ୍ ଦ୍ୱାରା ଅଟକ ଥିବା ସନ୍ଦିଗ୍ଧ ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।…

ଗୋଟିଏ ବର ଦୁଇଟି କନ୍ୟା । ରାଉରକେଲାରେ ମାତାଲ୍ ବରର ବାହାଘର ଘଟଣାରେ ଆସିଛି ନୂଆ ମୋଡ଼

କନକ ବ୍ୟୁରୋ: ଗୋଟିଏ ବର ଦୁଇଟି କନ୍ୟା । ରାଉରକେଲାରେ ମାତାଲ୍ ବରର ବାହାଘର ଘଟଣାରେ ଆସିଛି ନୂଆ ମୋଡ଼ । ବହୁ ବାଦ-ବିବାଦ ପରେ ବାହା ହୋଇଥିବା ଶଙ୍କର ପଣ୍ଡା, ପୂର୍ବରୁ ମଧ୍ୟ ଆଉ ଜଣଙ୍କୁ ବାହା ହୋଇଥିବା ଅଭିଯୋଗ ହୋଇଛି । ଖବର ଦେଖି ଜଣେ ମହିଳା ପହଂଚିଛନ୍ତି ଥାନାରେ । ବଡ କଥା ହେଉଛି-ଏହି…

ବାମ ଗଡରେ ଉଡିଲା ଗେରୁଆ ବାନା ! ତ୍ରିପୁରାରରେ ବିଜେପିର ବାଜିମାତ ପରେ ଲେନିନଙ୍କ ପ୍ରତିମୂର୍ତ୍ତିରେ ଚାଲିଲା ବୁଲଡୋଜୋର

କନକ ବ୍ୟୁରୋ: ତ୍ରିପୁରାରେ ବାମ ଦୁର୍ଗ ଭୁଶୁଡିବା ତିନି ଦିନ ହୋଇନି ଆଜି ଘଟିଛି ଏକ ଅଭାବନୀୟ ଘଟଣା  । ବେଲୋନାରେ ଥିବା ଲେନିନଙ୍କ ପ୍ରତିମୂର୍ତିକୁ ବୁଲଡୋଜର ଚଲାଇ ଭାଙ୍ଗି ଦେଇଛନ୍ତି ବିଜେପି ସମର୍ଥକ । ପାଂଚ ବର୍ଷ ତଳେ ଏହାକୁ ନିର୍ମାଣ କରିଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ମାନିକ ସରକାର ।…

ସାଂସଦଙ୍କୁ ପରଖୁ ଥିଲେ କି ନବୀନ ? ଆନୁଗତ୍ୟ ପରୀକ୍ଷାରେ କିଏ ପାସ୍ କିଏ ଫେଲ୍ ?

କନକ ବ୍ୟୁରୋ: ପାର୍ଲାମେଂଟରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଏକ ଘରିକିଆ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ବିଜେଡି । ଲୋକସଭାରେ ବୈଜୟନ୍ତଙ୍କର ବସିବା ସ୍ଥାନକୁ ବଦଳାଯାଉ । ବିଜେଡି ସଦସ୍ୟମାନଙ୍କୁ ଯେଉଁସ୍ଥାନ ଦିଆଯାଇଛି । ସେଠାରୁ ବୈଜୟନ୍ତଙ୍କର ବସିବା ସ୍ଥାନକୁ ଦୁରେଇ ଦିଆଯାଉ । କିଛି…

ଚଳନ୍ତା ଟ୍ରେନରୁ କୋଇଲା ଚୋରି । ରେଳ ଧାରଣା କଡରେ ଥିବା ଗାଁଗୁଡିକରେ ଚଢଉ ପରେ ଜବତ ହେଲା କୋଇଲା

କନକ ବ୍ୟୁରୋ: ଚାଲିଥିଲା ଟ୍ରେନ କୋଇଲା ଲୁଟୁ୍ଥିଲେ ଲୁଟେରା । ଚଳନ୍ତା ଟ୍ରେନରୁ କୋଇଲା ଚୋରି କରିବା ଭଳି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଭଳି ଢଙ୍ଗରେ କୋଇଲା ଲୁଟ କରି ବାହାରକୁ ଚୋରା ଚାଲାଣ କରୁଛନ୍ତି ମାଫିଆ । ଗତ କିଛି ଦିନ ତଳେ ଜିଲ୍ଲା ଆରକ୍ଷୀଙ୍କ ନିର୍ଦ୍ଦେଶରେ ରେଳଧାରଣା…