Daily Archives

March 6, 2018

ବିବାଦରେ ଫସିଗଲେ ବଲିଉଡ ବ୍ୟୁଟି । ରବିନା ଟଣ୍ଡନଙ୍କ ନାଁରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

କନକ ବ୍ୟୁରୋ: ବିବାଦରେ ଫସିଗଲେ ବଲିଉଡ ବ୍ୟୁଟି ରବିନା ଟଣ୍ଡନ । ବିନା ଅନୁମତିରେ ମନ୍ଦିରରେ ଫଟୋ ଉଠାଇଥିବା ଅଭିଯୋଗରେ ଥାନାରେ ମାମଲା । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରବିନା ଟଣ୍ଡନ ବିନା ଅନୁମତିରେ ମୋବାଇଲରେ ଫଟୋ ଉଠାଇଥିବା ଅଭିଯୋଗରେ ଏଫଆଇଆର କରିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ ।…

ମୋଦିଙ୍କ ବିରୋଧରେ ମହାମେଳି ! ତୃତୀୟ ମେଂଟରେ ସାମିଲ ହେବେ କି ନବୀନ ?

କନକ ବ୍ୟୁରୋ: ବିଜେପିକୁ ରୋକିବା ପାଇଁ ବାହାରିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ତ୍ରିପୁରାରେ ବିଜେପିର ବୃହତ ବିଜୟ ପରେ ମୋଦିଙ୍କୁ ଅଟକାଇବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଦେଇଛି ତୃଣମୂଳ କଂଗ୍ରେସ । ତେବେ ବିଜେପିର ଉତ୍ତରପୂର୍ବ ଦଖଲ ପରେ ବିଜେପିକୁ ରୋକିବା ପାଇଁ…

ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଜାଣନ୍ତୁ କିପରି ଜାଣିବେ ଆପଣ ଖାଉଥିବା ଅଟା ଅସଲି ନା ନକଲି

ପ୍ରଥମେ ଅଣ୍ଡା, ପରେ ଚାଉଳ, ଚିନି ପରେ ଏବେ ବଜାରକୁ ଆସିଲା ପ୍ଲାଷ୍ଟିକ ଅଟା । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ଭୁକ୍ତଭୋଗିମାନେ ହିଁ କହୁଛନ୍ତି । ନିକଟରେ କିଛି ଲୋକେ ଏହାର ଶିକାର ହୋଇଛନ୍ତି ଆଉ ଏହାର ଭିଡିଓ କରି ସୋସିଆଲ ମିଡିଆରେ ବି ଅପଲୋଡ କରିଛନ୍ତି । ସୂଚନା ମୁତାବକ, କିଛି ଦିନ ହେଲା…

ବଦଳିବେ କି ପ୍ରସାଦ ? ଚିନ୍ତାରେ ରାଜ୍ୟ କଂଗ୍ରେସ ନେତା, ପିସିସି ସଭାପତିଙ୍କ ଇସ୍ତଫାକୁ ଗ୍ରହଣ କରିବେ କି ହାଇକମାଣ୍ଡ

କନକ ବ୍ୟୁରୋ: ବଦଳିବେ କି ପ୍ରସାଦ ? ପିସିସି ସଭାପତିଙ୍କ ଇସ୍ତଫାକୁ ଗ୍ରହଣ କରିବେ କି ହାଇକମାଣ୍ଡ ? ରାଜ୍ୟ କଂଗ୍ରେସ ନେତା ଏବେ ଏହି ଚିନ୍ତାରେ । ବିଜେପୁର ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀ ଅମାନତ ହରାଇବା ପରେ ନୈତିକତା ଦୃଷ୍ଟିରୁ ସଭାପତି ପ୍ରସାଦ ହରିଚନ୍ଦନ ଇସ୍ତଫା ଦେିଥିବା ଚର୍ଚ୍ଚା…

ରକ୍ତମୁଖା ଲାଲ ବାହିନୀର ପ୍ରତିଶୋଧ । ଗନ୍ତବ୍ୟସ୍ଥଳରେ ପହଂଚି ପାରିଲାନି ବସ୍, ଅଧବାଟରେ ଜାଳିଦେଲେ ମାଓବାଦୀ

କନକ ବ୍ୟୁରୋ: ରକ୍ତମୁଖା ଲାଲ ବାହିନୀର ପ୍ରତିଶୋଧ । ଛତିଶଗଡ ପୂଜାରୀକାଙ୍କେର ଏନକାଉଂଟରର ବଦଲା । ମାଲକାନଗିରି ସୀମାନ୍ତରେ ତିନିଟି ବସ ଓ ୩ଟି ଟ୍ରକ ଜାଳିଦେଲେ ମାଓବାଦୀ । ଯାହା ଭିତରେ ବି ଅଛି ମାଲକାନଗିରିରୁ ପ୍ରଥମକରି ହାଇଦ୍ରାବାଦ ଯାଉଥିବା ସରକାରୀ ବସ୍ । ଯାତ୍ରୀଙ୍କୁ ଓହ୍ଲାଇ ବସ ଜାଳି…