Daily Archives

March 5, 2018

ଜୟପୁରରେ ଗୋଟିଏ ରାସ୍ତାକୁ ୨ଥର ଟେଣ୍ଡର କରି ଅର୍ଥ ହରିଲୁଟ ଅଭିଯୋଗ !  ତାରା ପ୍ରସାଦ ବାହିନୀପତି ଟେଣ୍ଡର ପ୍ରକ୍ରିୟାକୁ…

କନକ ବ୍ୟୁରୋ : ହୋହାଲ୍ଳା ପାଟିତୁଣ୍ଡରେ ରହିଲା ବୈଠକ । ରାଜନୀତିର ପ୍ରିୟାପ୍ରୀତିରେ ଛନ୍ଦି ହୋଇଗଲା ଜୟପୁରର ବିକାଶ । ୨୦୧୯ ନିର୍ବାଚନକୁ ନଜରରେ ରଖି ଏବେ ବିକାଶ ଚିନ୍ତା  କରିଛି ପୌରପରିଷଦ । ଏତେ ଚିନ୍ତା ଯେ, ଗୋଟିଏ ରାସ୍ଥା ପାଇଁ ୨ ଥର ଟେଣ୍ଡର କରାଯାଇଛି  । ୨ ଭାଗ ହୋଇଯାଇଛନ୍ତି…

କେନ୍ଦୁଝରରେ ଜଳ ସଂକଟ : କେନାଲ ପୋତି ପକାଇଛି କଳକାରାଖାନା, ଶୁଖିଲା ପଡିଛି ନଳକୂଅ

କନକ ବ୍ୟୁରୋ : ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସରକାର । ଆଦିବାସୀଙ୍କ ଉନ୍ନତି ପାଇଁ ଉଭୟ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ ପ୍ରକୃତ ଜୀବନରେ ଆଦିବାସୀମାନେ କେମିତି ଜୀବନ ଯାପନ କରୁଛନ୍ତି ସେଥିପ୍ରତି କାହାରି ଦୃଷ୍ଟିନାହିଁ । ପିଇବା ପାଣି ଟୋପାଏ ପାଇଁ ରାତି…

ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ଘରେ ବାଜିବ ଶାହାନାଇ । କିଏ ହେବ ମୁକେଶ ଅମ୍ବାନୀଙ୍କ ବୋହୁ?…

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀଙ୍କ ବିବାହର ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମନରେ କେବଳ ପ୍ରଶ୍ନ ଉଙ୍କି ମାରୁଛି କି ଆକାଶ ଅମ୍ବାନୀଙ୍କ ବିବାହ ଏହି ବର୍ଷ ହବ କି? ଧନୀ ପରିବାରର ବଡ ବହୁ କିଏ ହବ ? ସୂତ୍ରରୁ ପ୍ରକାଶ ପାଇଛି ଯେ ଏହି ଖବର ପୂରା ଠିକ । ଆମେ ଜଣାଇ ଦେଉଛୁ…

୧୧ ଲକ୍ଷ ପାଇଁ ମୁଣ୍ଡ ଜାମିନ ! ୧୭ ବର୍ଷର ନାବାଳକଙ୍କୁ ଅପହରଣ ଅଭିଯୋଗରେ ପୁରୀରୁ ମାଷ୍ଟରମାଇଣ୍ଡ ସମେତ ୫ ଗିରଫ 

କନକ ବ୍ୟୁରୋ : ୧୧ ଲକ୍ଷ ପାଇଁ ମୁଣ୍ଡ ଜାମିନ । ୧୭ ବର୍ଷର ନାବାଳକଙ୍କୁ ଅପହରଣ ଅଭିଯୋଗରେ ପୁରୀରୁ ମାଷ୍ଟରମାଇଣ୍ଡ ସମେତ ୫ ଗିରଫ କଲା ପୁଲିସ । ଏନେଇ ଆଜି ପୁଲିସ କମିସନର ୱାଇ ବି ଖୁରାନିଆ ସାମ୍ବିଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।  ଫେବୃଆରୀ ୨୬ ତାରିଖରେ  ଗୌରବ ରଥଙ୍କୁ ଅପହରଣ…

ହେଟ ଷ୍ଟୋରୀ-୪ର ଟ୍ରେଲର ରିଲିଜ : ଉର୍ବସୀଙ୍କୁ ଜୀବନରୁ ମାରିଦେବାକୁ ଧମକ

ରିଲିଜ ହେବା ପୂର୍ବରୁ ଏକ ବିରାଟ ସମସ୍ୟା ମୁଣ୍ଡ ଟେକିଛି । ଫିଲ୍ମର ଟ୍ରେଲରରେ ଏକ ଡାଇଲଗକୁ ନେଇ ଏହି ଉର୍ବସୀଙ୍କୁ ଜୀବନରୁ ମାରିବାର ଧମକ ଦିଆଯାଇଛି । ଲୋକଙ୍କ କହିବା ଅନୁସାରେ ଉର୍ବସୀ ଦ୍ରୈାପଦୀଙ୍କର ଅପମାନ କରିଛନ୍ତି । ରିଲିଜ ହୋଇଥିବା ଏକ ଟ୍ରେଲରରେ ଉର୍ବସୀ ନିଜକୁ ଦ୍ରୌପଦୀଙ୍କ ସହିତ…

ଏମ୍ସ ଡାକ୍ତରୀ ଛାତ୍ରଙ୍କୁ ଅପହରଣ କରିଛନ୍ତି କି ମାଓବାଦୀ ? ପୁଲିସ କହିଲା, କରାଯିବ ତଦନ୍ତ । ଭୁବନେଶ୍ୱରରେ ମାଓ…

କନକ ବ୍ୟୁରୋ: ଭୁବନେଶ୍ୱର ଏମ୍ସ ଛାତ୍ର ସୋହେଲ ଏଜାଜ ନିଖୋଜ ଘଟଣାରେ ଆସିଛି ନୂଆମୋଡ । ସୋହେଲଙ୍କୁ ମାଓବାଦୀମାଦେ ଅପହରଣ କରିନେଇଥିବା ନେଇ ଭୁବନେଶ୍ୱର ବରମୁଣ୍ଡାରେ ଏକ ପୋଷ୍ଟର ଦେଖିବାକୁ ମିଳିଛି । ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ କାନ୍ଥରେ ସିପିଆଇ ମାଓବାଦୀ ନାଁ ଲେଖାଥିବା ଏହି ପୋଷ୍ଟରରେ…