Daily Archives

March 5, 2018

ଆଇଓସିଏଲ୍ ପାଇପ ଲାଇନ କଣାକରି ତେଲ ଚୋରି କରୁଥିଲେ ଲୁଟେରା, ୧୨ଜଣଙ୍କୁ ଗିରଫ କଲା ପୁଲିସ୍

କନକ ବ୍ୟୁରୋ : ଆଇଓସିଏଲ୍ ପାଇପ ଲାଇନରୁ କଣାକରି କରୁଥିଲେ ତେଲ ଚୋରି । ଏହି ଚୋରି ତେଲ ଏକ ପେଟ୍ରୋଲ ପମ୍ପକୁ ଯୋଗାଇ ଦେଉଥିଲେ ତେଲ ଲୁଟେରା । ଅଭିଯୁକ୍ତମାନେ ପାଇପ୍ ଲାଇନ୍ରେ କଣା କରି ତେଲ ଚୋରି କରୁଥିଲେ । ପାଖାପାଖି ୪୯ହଜାର ଲିଟର ତେଲ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।…

ଅଧା ବାହାଘର ହେବ ପୂରା ! ବେଦୀକୁ ଫେରିବ ବର,ଆପୋଷ ସମାଧାନ ପରେ ବିବାହ କରିବାକୁ ରାଜିହେଲେ ମଙ୍ଗୁଳା କନ୍ୟା

କନକ ବ୍ୟୁରୋ : ଅଧା ବାହାଘର ପୂରା ହେବ । ବେଦୀକୁ ଫେରିବ ବର । ମଦ୍ୟପ ବର ଓ ବରଯାତ୍ରୀଙ୍କ ଉନ୍ମତକାଣ୍ଡଙ୍କ ଯୋଗୁ ସୃଷ୍ଟି ହୋଇଥିବା ବିବାଦର ଆପେଷ ସମାଧାନ ହୋଇଛି । ଉଭୟପକ୍ଷ ମଧ୍ୟରେ ଲିଖିତ ରାଜିନାମା ହେବା ପରେ, ବାହା ନହେବାକୁ ଜିଦରେ ଅଟଳ ଥିବା ମଙ୍ଗୁଳା କନ୍ୟା ରାଜି ହୋଇଛି । ତାପରେ…

ଓଡ଼ିଶାରେ ଯାଉଛି କୋଟିଆ : କୋରାପୁଟ ଜିଲ୍ଲା ଗଠନର ପ୍ରଥମ ମ୍ୟାପରୁ ମିଳିଲା ପ୍ରମାଣ

କନକ ବ୍ୟୁରୋ : କୋଟିଆ ଓଡିଶାର । ମୂଳ ମ୍ୟାପରୁ ମିଳିଛି ଏହାର ପ୍ରମାଣ । ଆମ କୋଟିଆ ସଂଗଠନ ହାତରେ ଲାଗିଛି କୋରାପୁଟ ଜିଲ୍ଲା ଗଠନର ପ୍ରଥମ ମ୍ୟାପ । ୧୯୩୬ ମସିହା ଏପ୍ରିଲ ପହିଲାରେ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ସମୟରେ ପ୍ରସ୍ତୁତ ହୋଇଥିଲା କୋରାପୁଟ ଜିଲ୍ଲାର ଏହି ମ୍ୟାପ । ଏହି ମ୍ୟାପରୁ…

ରାଜଧାନୀରେ ବିହାର ଷ୍ଟାଇଲରେ ଯୁକ୍ତ ଦୁଇ ଛାତ୍ରଙ୍କୁ ଅପହରଣ ! ଇଂଜିନିୟରିଂ ଛାତ୍ରଙ୍କ ଅଭାବନୀୟ କାଣ୍ଡ,୧୧ ଲକ୍ଷରେ…

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱରରେ ବିହାର ଷ୍ଟାଇଲରେ ଅପହରଣ । ଏବଂ ଅପହରଣ କରି ୧୧ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ୫ଜଣ ଅଭିଯୁକ୍ତ । ଆଉ ଏହି ଅଭିଯୁକ୍ତମାନେ ହେଲେ ଇଞ୍ଜିନିୟରିଂ ପାଠ ପଢ଼ିଥିବା ପାଠୁଆ ଛାତ୍ର । ଯୁକ୍ତ ଦୁଇରେ ପାଠ ପଢ଼ୁଥିବା ଗୌରବ ରଥ ନାମକ ଜଣେ ଛାତ୍ରଙ୍କୁ ଅପହରଣ…

ଗାଁ ଗାଁରେ ବିକାଶ ପାଇଁ ଆରମ୍ଭ ହେଲା ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ! ଭିଡିଓ କନଫରେନ୍ସିଂ ଜରିଆରେ ପଂଚାୟତ…

କନକ ବ୍ୟୁରୋ : ଗାଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ଆଣିଲେ ନୂଆ ଯୋଜନା । ଆମ ଗାଁ , ଆମ ବିକାଶ ଯୋଜନାରେ ଏଣିକି ସିଧାସଳଖ ଲୋକଙ୍କ କଥା ବୁଝିବେ ମୁଖ୍ୟମନ୍ତ୍ରୀ । ଭିଡିଓ କନଫରେନ୍ସିଂ ଜରିଆରେ ପଂଚାୟତ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରି ନିଷ୍ପତ୍ତି ନେବେ…