Daily Archives

March 4, 2018

ବିଳମ୍ବିତ ରାତ୍ରିରେ ଭୋଜନ କରିବା ହେବ କ୍ଷତିକାରକ : ହୁଅନ୍ତୁ ସଜାଗ ନଚେତ ହୋଇପାରେ ଏହି ସବୁ ସମସ୍ୟା

ଖାଦ୍ୟ ଶରୀରପକ୍ଷେ ନିହାତି ଆବଶ୍ୟକ। ତେବେ ଖାଦ୍ୟ ଖାଇବାର ବି ସଠିକ୍ ସମୟ ରହିଛି। ଯଦି ସଠିକ୍ ସମୟରେ ଭୋଜନ ନକରିବା ତେବେ ଶରୀରରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେବ। ଅନେକ ସମୟରେ ଦେଖାଯାଏ ଆମେ ରାତ୍ରିଭୋଜନକୁ ବହୁ ବିଳମ୍ବରେ ଖାଇଥାଉ। ଏହା ସ୍ୱାସ୍ଥ୍ୟ ସମସ୍ୟାର ଏକ ମୁଖ୍ୟ କାରଣ ହୋଇଥାଏ।…

ଚାରିଆଡେ ଲାଗୁଛି ନିଆଁ ! ବମିଖାଲର ଛାତ୍ରବାସରେ ନିଆଁ ଲିଭା ନ ସରୁଣୁ ଲକ୍ଷ୍ମୀସାଗର ଶନିମନ୍ଦିର ବସ୍ତିରେ ଲାଗିଲା ନିଆଁ

କନକ ବ୍ୟୁରୋ : ଭୁବନେଶ୍ୱର ବମିଖାଲର ଏକ ଛାତ୍ରାବାସରେ ନିଆଁ ଲାଗିଛି । ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଛି । ତେବେ ଦମକଳ ବାହିନୀ ଶୀଘ୍ର ପହଂଚିଥିବାରୁ ବିଶେଷ କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଆଜି ସକାଳେ କୌଣସି କାରଣରୁ ଛାତ୍ରାବାସର କିଛି…

ପାକିସ୍ତାନରେ ହିନ୍ଦୁ ମହିଳା ରଚିଲେ ଇତିହାସ : ସମସ୍ତଙ୍କୁ ପଛରେ ପକାଇ ହେଲେ ପ୍ରଥମ ମହିଳା ସିନେଟର

କନକ ବ୍ୟୁରୋ: ମୁସଲିମ ବହୁଳ ଦେଶରେ ପ୍ରଥମ ଥର ଜଣେ ହିନ୍ଦୁ ମହିଳା ସିନେଟର ହୋଇ ରଚିଲେ ଇତିହାସ । ଏହି ପଦ ପାଇଁ ସେ ୧୨ ଜଣ ପ୍ରାର୍ଥୀଙ୍କୁ ହରାଇଛନ୍ତି । ଏହି ମହିଳାଙ୍କ ନାମ ହେଉଛି କୃଷ୍ଣା କୋହଲୀ । ସତ୍ତାରୁଢ଼ ପାକିସ୍ତାନ ପିପୁଲ୍ସ ପାର୍ଟି ଅଳ୍ପ ସଂଖ୍ୟକଙ୍କ ପାଇଁ ଏକ ସିନେଟର ସିଟରେ…

ବିଜେଡି, ବିଜେପି ଓ ରାଣୀ ମହୁମାଛି ! ମହାରଥୀଙ୍କ ‘ରାଣୀ ମହୁମାଛି’ ଉପାଖ୍ୟାନ

୨୦୧୯ରେ ସାଧାରଣ ନିର୍ବାଚନରେ ବିଜେପୁରର ପୁନରାବୃତ୍ତି ଦେଖିବାକୁ ମିଳିବ । ପୁଣିଥରେ ଓଡ଼ିଶାରେ ବିଜେଡି ସରକାର ଗଢିବ । ପୁଣିଥରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ । ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ପଞ୍ଚାୟତରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଏପରିକି ବିଜେପୁରରେ ଦଳ ଯେଉଁଭଳି ସଫଳତା…

ଗୁଲସନ କୁମାରଙ୍କ ବାୟୋପିକ ଫିଲ୍ମରୁ ଅକ୍ଷୟ ଆଉଟ , ତାଙ୍କ ସ୍ଥାନରେ ନଜର ଆସିବେ ଏହି କଳାକାର

ବଲିଉଡ ଅଭିନେତା ଅକ୍ଷୟ କୁମାର ବାୟୋପିକ ଫିଲ୍ମର ରାଜା ଭାବେ ବେଶ ଜଣାଶୁଣା । ଗତ କିଛି ଦିନ ତଳେ ଅକ୍ଷୟ କୁମାର ଗୁଲସନ କୁମାରଙ୍କ ବାୟୋପିକ ଫିଲ୍ମ ପାଇଁ ଚୁକ୍ତି କରିଥିଲେ । ସୂଚନା ମୁତାବକ ଅକ୍ଷୟ ଏବେ ଫିଲ୍ମରୁ ବାହାରି ଆସିଛନ୍ତି ଏବଂ ଚୁକ୍ତି କରିଥିବା ଆମାଉଂଟ ମଧ୍ୟ ଫେରାଇ ଦେଇଛନ୍ତି ।…

ଗଞ୍ଜାମର ଦାନ୍ତଲିଙ୍ଗୀ ଗାଁରେ ଭୟାବହ ଅଗ୍ନିକାଣ୍ଡ ! ଆଖି ଆଗରେ ହୁତୁହୁତୁ ହୋଇ ଜଳିଗଲା ୫୦ ବଖରା ଘର

ନିଆଁର ଆଁରେ ୫୦ ବଖରା ଘର । ଆଖି ଆଗରେ ହୁତୁହୁତ ହୋଇ ଜଳିଗଲା ଘର । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ତହସିଲ ଅନ୍ତର୍ଗତ ଅସୁରବନ୍ଧ ପଞ୍ଚାୟତ ଦାନ୍ତଲିଙ୍ଗୀ ଗାଁରେ ରବିବାର ଅପରାହ୍ଣରେ ଭୟାଭହ ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ସୋରଡ଼ା ବ୍ଲକ ଅନ୍ତର୍ଗତ ଦାନ୍ତଲିଙ୍ଗୀ…