Daily Archives

March 2, 2018

ଦେଶରେ ହୋଲିର ଧୁମ ! ସୀମାରେ ରଂଗ ଖେଳିଲେ ବିଏସଏଫ୍ ଓ ଆଇଟିବିପିର ଯବାନ୍

କନକ ବ୍ୟୁରୋ : ସୀମା ସୁରକ୍ଷା ବଳ ଓ ଇଣ୍ଡୋ ତିବତ୍ ବର୍ଡରରେ ପୁଲିସର ହୋଲି ପର୍ବ ପାଳନ । ଦେଶ ମାତୃକାର ସେବାରେ ସୀମାରେ ସବୁବେଳେ ସତର୍କ ପ୍ରହରୀ ପରି ସଜାଗ ରହିଥିବା ବିଏସଏଫ୍ ଓ ଆଇଟିବିପି ଯବାନ ଧୁମଧାମରେ ହୋଲି ପାଳନ କରିଛନ୍ତି । ଜାମ୍ମୁ କାଶ୍ମୀର ଅନ୍ତର୍ଜାତୀୟ ସୀମାରେଖା ନିକଟରେ…

ୟୁରୋପରେ ଭୟଙ୍କର ବରଫପାତ ! ୧୫ଟି ଦେଶରେ ମାଇନସ୍ ୨୦ ଡିଗ୍ରୀ ତଳେ ପାରଦ

କନକ ବ୍ୟୁରୋ : ୟୁରୋପରେ ଭୟଙ୍କର ବରଫପାତ । ଅଧିକାଂଶ ୟୁରୋପୀୟ ଦେଶରେ ଏବେ ବରଫପାତ ଜାରି ଥିବାବେଳେ ୫୦ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା କୁହାଯାଉଛି । ବରଫ ଚାଦର ତଳେ ୟୁରୋପ୍ ଘୋଡ଼େଇ ହୋଇରହିଛି  । ଏହାର ପ୍ରଭାବ ସାଧାରଣ ଜନଜୀବନ ଉପରେ ପଡ଼ି ଥିବା ବେଳେ ଅଧିକାଂଶ ଦେଶରେ ବିମାନଚଳାଚଳ…

ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ଶ୍ରୀଦେବୀ ! ଦେହାନ୍ତ ପରେ ତାଙ୍କ ହାତଅଙ୍କା ପେଣ୍ଟିଂ ସୋସିଆଲ ମିଡିଆରେ ଭାଇରାଲ

ସାମ୍ନାକୁ ଆସିଲା ଶ୍ରୀଦେବୀଙ୍କ ଆଉ ଏକ ପ୍ରତିଭା । ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଦେହାନ୍ତ ପରେ ତାଙ୍କର ଏକ ପେଣ୍ଟିଂଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନିଲ କପୁରଙ୍କ ଝିଅ ସୋନମ କପୁରଙ୍କ ଏକ ପେଣ୍ଟିଂ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଯାହାକୁ ଆଙ୍କିଥିଲେ…

ପୁଲିସର ସବୁଠାରୁ ଦକ୍ଷ ଗ୍ରେହାଉଣ୍ଡ ଫୋର୍ସ ! ଜଙ୍ଗଲ ଓ ପାହାଡି ଇଲାକାରେ ଅପରେସନରେ ସିଦ୍ଧହସ୍ତ ଗ୍ରେହାଉଣ୍ଡର ଅପରେସନ…

କନକ ବ୍ୟୁରୋ : ମାଓ ବିରୋଧୀ ଅପରେସନରେ ପୋଲିସର ସବୁଠାରୁ ଦକ୍ଷ ଫୋର୍ସ । ବିଶେଷ କରି ଜଙ୍ଗଲ ଓ ପାହାଡ ଇଲାକାରେ ଯେକୌଣସି ଶତ୍ରୁକୁ ଠାବ କରି କାବୁ କରିବାରେ ସିଦ୍ଧହସ୍ତ । ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ୯୮ ପ୍ରତିଶତ ଷ୍ଟ୍ରାଇକ ରେଟ୍ ଏମାନଙ୍କୁ ଅନ୍ୟ ସୁରକ୍ଷା ବଳଠାରୁ…

ଲାଲଗଡ଼ରେ ପୁଲିସର ପ୍ରଚଣ୍ଡ ପାହାର ! ଛତିଶଗଡ ବିଜାପୁର ଜଙ୍ଗଲରେ ବଡ଼ ଧରଣର ଏନକାଂଉଟର, ୬ ମହିଳା ମାଓବାଦୀଙ୍କ ସମେତ…

କନକ ବ୍ୟୁରୋ : ଲାଲବାହିନିକୁ ଜବରଦସ୍ତ ଝଟକା । ଜଙ୍ଗଲ ଭିତରେ ଲୁଚି ରହିଥିବା ମାଓବାଦୀଙ୍କୁ ଖୋଜି ମାରିଲା ପୁଲିସ୍ । ମାଲକାନଗିରି ସୀମାନ୍ତ ଛତିଶଗଡରେ ବଡ ଧରଣର ମାଓ ବିରୋଧୀ ଅପରେସନ । ତେଲେଙ୍ଗାନା ଓ ଛତିଶଗଡ ପୁଲିସର ମିଳିତ ଅଭିଯାନରେ ଟଳିପଡିଛନ୍ତି ୧୨ ମାଓବାଦୀ । ବସ୍ତରରେ ମାଓ ବିରୋଧୀ…

ପରୀ ଦେଖିବନି ପାକିସ୍ତାନ ! ମୁସଲମାନ୍ ସଂପ୍ରଦାୟର ଧର୍ମୀୟ ଭାବନାରେ ଆଘାତ ଅଭିଯୋଗରେ ବ୍ୟାନ୍ ଲଗାଇଲା ପାକିସ୍ତାନ…

ଅନୁଷ୍କାଙ୍କ ପରୀ ଚଳଚିତ୍ର ଦେଖିପାରିବେନି ପାକିସ୍ତାନୀ ଦର୍ଶକ । ଏହି ଫିଲ୍ମ ଉପରେ ବ୍ୟାନ ଲଗାଇଛନ୍ତି ପାକିସ୍ତାନର ସେନସର ବୋର୍ଡ । ଏହି ସିନେମାର କିଛି ଦୃଶ୍ୟରେ ହିନ୍ଦୁ ମନ୍ତ୍ର ସହ କୋରାନର ପଂକ୍ତି ମିଶାଇ ଆବୃତି କରାଯାଇଥିବା ଅଭିଯୋଗ ହେବା ପରେ ଏପରି ନିଷ୍ପତି ନେଇଛି ସେନସର ବୋର୍ଡ ।…