ବିଜେପୁର ବ୍ୟାଟଲ ! ୨୧ ରାଉଣ୍ଡ, ୧ ନମ୍ବରରେ ବିଜେଡି । ପଛରେ ପଡିଲା ବିଜେପି ଓ କଂଗ୍ରେସ । ଜାଣନ୍ତୁ ନୋଟା ବିକଳ୍ପକୁ…
କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି । ଦୀର୍ଘ ୧୪ ବର୍ଷ ପରେ ବନବାସରୁ ଫେରିଛି ବିଜେଡି । ଶେଷଥର ପାଇଁ ୨୦୦୦ ମସିହାରେ ବିଜେପୁରରେ ବିଜୟର ସ୍ୱାଦ ଚାଖିଥିଲା ବିଜେଡି । କିନ୍ତୁ ଏହାପରେ ୨୦୦୪, ୨୦୦୯ ଓ ୨୦୧୪ ମସିହାରେ ଲଗାତାର ଏହି ଆସନକୁ ଅକ୍ତିଆର କରିଥିଲା…