Daily Archives

February 24, 2018

ଇତିହାସ ରଚିଲା ଲେଡି ବ୍ରିଗେଡ ! ଦକ୍ଷିଣ ଆଫ୍ରିକାକୁ ୫୪ ରନରେ ପରାସ୍ତ କରି ବିଦେଶରେ ବଡ ବିଜୟ ହାସଲ କଲା ଭାରତୀୟ…

ଇତିହାସ ରଚିଲା ଭାରତୀୟ ମହିଳା କ୍ରିକେଟ ଟିମ୍ । ଶନିବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ଟି-୨୦ ମ୍ୟାଚରେ ୫୪ ରନରେ ଜିତି ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାକୁ ୩-୧ରେ ନିଜର କରି ନେଇଛି। ହରମନପ୍ରୀତଙ୍କ ଲେଡି ବ୍ରିଗେଡ ଦକ୍ଷିଣ ଆଫ୍ରିକା ମାଟିରେ ଗୋଟିଏ ଗସ୍ତରେ ୨ଟି ଶୃଙ୍ଖଳା ଜିତି…

ନେତା ବାଛିଲେ ଜନତା, ଇଭିଏମରେ ସିଲ ହେଲା ପ୍ରାର୍ଥୀଙ୍କ ଭାଗ୍ୟ ! ୨୮ରେ ଖୋଲିବ କୁହୁକ ପେଡି, ଜଣାପଡିବ କିଏ ବନିବ…

କନକ ବ୍ୟୁରୋ : ବିଧାୟକ ବାଛିଲା ବିଜେପୁର । ଇଭିଏମରେ ବନ୍ଦ ହୋଇଯାଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଆଉ ୪ ଦିନ ପରେ ୨୮ ତାରିଖରେ ଜଣାପଡିବ କାହା ମୁଣ୍ଡରେ ହାତୀ ସୁନାକଳସ ଢାଳୁଛି । ସବୁଠାରୁ ବଡ କଥା ହେଉଛି, ହିଂସାକାଣ୍ଡ ଓ ରାଜନୈତିକ ଛକାପଂଝା ଭିତରେ ଆଜି ଶାନ୍ତିଶୃଙ୍ଖଳାରେ ମତଦାନ ହୋଇଛି ।…

ରାଜନୈତିକ ଛକାପଞ୍ଝାରେ ଗଲା ଡ୍ରାଇଭର ଦିଲେଶ୍ୱରଙ୍କ ଜୀବନ ! ନବୀନ କହିଲେ କ୍ଷମା ପାଇବେନି ହତ୍ୟାକାରୀ, ପିଲାଙ୍କ…

କନକ ବ୍ୟୁରୋ : ପ୍ରଚାର ଶେଷ ଦିନ ରାତିରେ ବିଜେପୁରରେ ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ସିଂହଙ୍କୁ ଆକ୍ରମଣ ଘଟଣାରେ ସେହି ଗାଡିର ଡ୍ରାଇଭର ଦିଲେଶ୍ୱର ସାହୁଙ୍କ ମୃତ୍ୟୁ ହୋଇଯାଇଛି । ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନୃଶଂସକାଣ୍ଡ ବୋଲି କହିବା ସହ ନିନ୍ଦା କରିଛନ୍ତି । ଦିଲେଶ୍ୱରଙ୍କ…

ରାୟପୁରରୁ କୋରିୟରରେ ଆସିଥିଲା ମୃତ୍ୟୁର ପାର୍ସଲ ! ଅଜ୍ଞାତ ପ୍ରେମିକାକୁ ଖୋଜୁଛି ପୋଲିସ

କନକ ବ୍ୟୁରୋ : ଉପହାର ପ୍ୟାକେଟ ବିସ୍ପୋରଣ ପରେ ପୋଲିସ ଚଳାଇଛି ଛାନଭିନ୍ । ଜଣେ ଅଜ୍ଞାତ ପ୍ରେମିକାଙ୍କ ଉପରେ ପୋଲିସର ନଜର ଘୁରି ବୁଲୁଛି । ରାୟପୁରରୁ ଫ୍ଲାଏ କିଙ୍ଗ କୋରିଅର ସର୍ଭିସ ଜରିଆରେ ବର-କନ୍ୟାଙ୍କ ପାଖକୁ ଆସିଥିଲା ମୃତ୍ୟୁର ଉପହାର । ଭୟାବହ ବୋମା ବିସ୍ଫୋରଣ ପରେ ଚାଲିଛି ଛାନଭିନ ।…

ଫିଟନେସ ନାହିଁ ତ ଚାକିରି ନାହିଁ ! କୋଲ ଇଣ୍ଡିଆର ଅଜବ ନିୟମ

ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ବଢି ବଢି ଚାଲିଛି । ଏଭଳି ସମୟରେ ଗୋଟିଏ ଚାକିରି ପାଇବା କେତେ କଷ୍ଟ ତାହା ଅଙ୍ଗେ ନିଭାଇଥିବା ବ୍ୟକ୍ତି ହିଁ କହି ପାରିବ । ଏସବୁ ଭିତରେ କୋଲ ଇଣ୍ଡିଆରେ ଚାକିରି କରିବାକୁ ଇଚ୍ଛା କରିଥିବା ଆଶାୟୀଙ୍କ ପାଇଁ ଏକ ନୂଆ ନିୟମ ଲାଗୁ ହୋଇଛି । କମ୍ପାନି ପକ୍ଷରୁ…

ଚୀନ ଓ ପାକିସ୍ତାନ ସାବଧାନ ! ଭାରତୀୟ ସେନାର ନୂଆ ରଣନୀତି, ୪୦୦ ଡ୍ରୋନ ଓ ଲେଜର ବନ୍ଧୁକ ଧରି ସୀମା ସମ୍ଭାଳିବ ସେନା

ସୀମାରେ ବାରମ୍ବାର ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲ୍ଲଂଘନ ଓ ଚୀନର ନାଲିଆଖି ଦେଖାଇବା ଭାରତ ପାଇଁ ଚିନ୍ତା ବଢାଉଛି । ଖାସକରି ଚୀନର ସାମରିକ କ୍ଷମତା ଓ ତାହାର ଆକ୍ରାମକ ମନୋଭାବ ଭାରତ ପାଇଁ ବେଶ ଚିନ୍ତାର କାରଣ ହୋଇଛି । କେବଳ ଉତ୍ତର ଓ ପଶ୍ଚିମ ଦିଗରେ ନୁହେଁ ଭାରତ ମହାସାଗରରେ ମଧ୍ୟ ଚୀନ…