Daily Archives

February 23, 2018

ବାଲାଟ ପୂର୍ବରୁ ଫୁଟିଲା ବୁଲେଟ ! ଗୁଳିକାଣ୍ଡ ପରେ ଅଞ୍ଚଳବାସୀ ଆତଙ୍କିତ । ନବୀନ କହିଲେ, କାପୁରୁଷଙ୍କ କାମ, ଦିଲ୍ଲୀରୁ…

କନକ ବ୍ୟୁରୋ : ରାତି ପାହିଲେ ଭୋଟ୍ ଦେବ ବିଜେପୁର । ପ୍ରାୟ ମାସେ ଧରି ଚାଲିଥିବା ପ୍ରଚାରର କୋଳାହଳ ଆଉ ତମାମ ଶକ୍ତି ପ୍ରଦର୍ଶନ ପରେ ଏବେ ନଜର ଭୋଟର୍ ଭଗବାନଙ୍କ ଉପରେ । ତିନି ପ୍ରମୁଖ ଦଳର ପ୍ରାର୍ଥୀଙ୍କ ଭାଗ୍ୟର ହେବ ପରୀକ୍ଷା । ପ୍ରାୟ ୨ ଲକ୍ଷ ୨୧ ହଜାର ଭୋଟର୍ ୨୦୧୯ର ଅସଲ ଲଢେଇ ପୂର୍ବରୁ…

ରାଜ୍ୟସଭା ପାଇଁ ବାଜିଲା ବିଗୁଲ ! ଆସନ ୩, ଆଶାୟୀ ଅନେକ । କାହାକୁ ଭରସିବେ ନବୀନ

କନକ ବ୍ୟୁରୋ : ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ । ଆସନ୍ତା ମାର୍ଚ୍ଚ ୨୩ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ । ଓଡ଼ିଶାର ୩ଟି ଆସନ ପାଇଁ ହେବ ଭୋଟ । ଆସନ୍ତା ଏପ୍ରିଲ ୩ରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦଙ୍କ କାଯ୍ୟକାଳ ଶେଷ ହେବାକୁ ଯାଉଛି । ଦିଲ୍ଲୀପ ତିର୍କୀ, ଏଭି ସ୍ୱାମୀ ଓ…

ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ! ପରୀକ୍ଷାର ୧୦ ମିନିଟ ପରେ ହ୍ୱାଟସଆପରେ ଘୂରି ବୁଲିଲା ପ୍ରଶ୍ନପତ୍ର, ମନ୍ତ୍ରୀ କହିଲେ…

କନକ ବ୍ୟୁରୋ : ମାଟ୍ରିକ ପରୀକ୍ଷା ଆରମ୍ଭରୁ ଦେଖା ଦେଲା ବିବାଦ । ହ୍ୱାଟସ ଆପରେ ଘୁରି ବୁଲିଲା ମାତୃଭାଷାର ପ୍ରଶ୍ନ ପତ୍ର । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବଜାର ଅଂଚଳରେ ହ୍ୱାଟସଆପରେ ମାତୃଭାଷା ସେଟ୍ – ଏ’ ଓ ସି’ର ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ଏହି ପ୍ରଶ୍ନପତ୍ର ଅସଲି କି…

ଗିଫ୍ଟ ପାର୍ସଲରେ ଆସିଲା ମୃତ୍ୟୁର ଉପହାର ! ଖୋଲୁ ଖୋଲୁ ଜଳିଗଲେ ନବ ଦମ୍ପତି, ଆଖିବୁଜିଲେ ବର ଓ ଜେଜେମା, କନ୍ୟା ଗୁରୁତର

କନକ ବ୍ୟୁରୋ : ବାହାଘର ଗିଫ୍ଟ ଆଜି ଦୁଇ ଦୁଇଟି ଜୀବନ ନେଇଛି । ବର-କନ୍ୟା ପାଇଁ ଗିଫ୍ଟ ପ୍ୟାକରେ ଆସିଥିଲା ବୋମା । ରାୟପୁରରୁ ଆସିଥିବା ଏହି ଉପହାର ଖୋଲିବା ପରେ ହଠାତ୍ ବିସ୍ଫୋରଣ ହୋଇଥିଲା । ଯେଉଁଥିରେ ଜଳିଯାଇଥିଲେ ଜେଜେମା ଓ ନୂଆ ଦମ୍ପତି । ଗୁରୁତର ଜେଜେମା ଓ ବର ଆଖିବୁଜିଥିବା ବେଳେ…

ଭୋକ ଦୂର ପାଇଁ ଚୋରି କଲେ ! ଲୋକ ପିଟି ପିଟି ମାରିଦେଲେ, ସେଲଫି ନେବାକୁ କିନ୍ତୁ ଭୁଲିଲେନି

ଖାଦ୍ୟ ଚୋରି କରିବା ପଡିଲା ମହଙ୍ଗା । ଚାଲିଗଲା ଜଣେ ନିରୀହ ଆଦିବାସୀ ଯୁବକର ପ୍ରାଣ । ଏଭଳି ଘଟଣା ଅନ୍ୟ କେଉଁଠି ନୁହେଁ ବରଂ ଭାରତର ସବୁଠାରୁ ଶିକ୍ଷିତ ରାଜ୍ୟ କେରଳରେ ଦେଖିବାକୁ ମିଳିଛି । ସବୁଠାରୁ ସଭ୍ୟ ଓ ଶିକ୍ଷିତ ରାଜ୍ୟର ଲୋକ ମଧ୍ୟରେ ମରିଯାଇଛି ମାନବିକତା । ମୁଠାଏ ଖାଇବା ପାଇଁ ଖାଦ୍ୟ…

ନାଇଜେରିଆରେ ରଙ୍ଗବତୀ ଧୂନ ! ଦେଶୀ ଟ୍ରାକର ପ୍ରେମରେ ପଡିଲେ ବିଦେଶୀ, ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ

ବିଦେଶୀ ମୁହଁରେ ଦେଶୀ ଗୀତର ଧୂନ । କୌଣସି ବଲିଉଡ ଟ୍ରାକ ନୁହେଁ ବରଂ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ ଗୀତ ରଙ୍ଗବତୀର ଧୂନ ଶୁଭୁଛି ସୂଦୂର ନାଇଜେରିଆରେ । ୭୦ ଦଶକର ଏହି ଲୋକପ୍ରିୟ ଗୀତକୁ କୋକ ଷ୍ଟୁଡିଓରେ ସୋନା ମହାପାତ୍ର ଯେଉଁଭଳି ଭାବେ ଗାଇବା ସହ ସଫଳତା ସାଉଁଟିଥିଲେ ତାହାର ରିପିଟ…