Daily Archives

February 22, 2018

ସିନେଷ୍ଟାରଙ୍କ ଡାଇଲଗରେ କମ୍ପିଲା ବିଜେପୁର ! ଶେଷ ଦିନରେ ପ୍ରଚାର ମଙ୍ଗ ସମ୍ଭାଳିଲେ ଓଲିଉଡ ସିନେଷ୍ଟାର, ବିଜେପୁରରେ…

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ମଣ୍ଡଳୀର ଗାଁ ଦାଣ୍ଡ ଏବେ ଶାନ୍ତ ପଡିଛି । ଉପନିର୍ବାଚନ ପାଇଁ ଚାଲିଥିବା ଘମାଘୋଟ୍ ପ୍ରଚାର ଆଜି ଶେଷ ହୋଇଛି । ଦିନକ ପରେ ଭୋଟ । ଶେଷ ଦିନରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ କସରତ କରିଛନ୍ତି ସିନେଷ୍ଟାର । ବିଜେଡି ପାଇଁ ଶେଷ ଦିନରେ ପ୍ରଚାର କରିଛନ୍ତି ଦୁଇ…

ଏଥର ପ୍ରବଳ ଖରା ! ଡହ ଡହ ଖରାରେ ସିଝିବ ଓଡ଼ିଶା, ବେଲୁନ କହିବ ବାୟୁମଣ୍ଡଳର ତାପମାତ୍ରା

କନକ ବ୍ୟୁରୋ : ଫେବୃଆରୀରେ ତାତି ୩୬ ଡିଗ୍ରୀ ଛୁଇଁଲାଣି । ଆଗକୁ ଆହୁରି ବଢିବ ଗରମ । ପାଣିପାଗ ବିଭାଗର ସୂଚନା ଅନୁସାରେ, ଦିନରେ ପବନର ବେଗ କମ୍ ରହୁଥିବାରୁ ଏବଂ ଜଳୀୟବାଷ୍ପ କମିବାରୁ ଅଧିକ ଗରମ ଅନୁଭୂତ ହେଉଛି । ଏପଟେ ବାୟୁମଣ୍ଡଳରେ ହେଉଥିବା ପରିବର୍ତନର ଟିକିନିଖି ସୂଚନା ପାଇଁ ଆଜିଠୁ…

ପ୍ରଚାର ଯୁଦ୍ଧ ପରେ ବାକ୍ ଯୁଦ୍ଧ !ବିଜେପୁରରୁ ଭୁବନେଶ୍ୱର। ପ୍ରେସ କନଫରେନ୍ସ ବନାମ ପ୍ରେସ କନଫରେନ୍ସ

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ ଦେଖିବାକୁ ମିଳିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲାପାଳ, ଏସପି ଓ ନିର୍ବାଚନ କମିଶନଙ୍କ ପର୍ଯ୍ୟବେକ୍ଷକଙ୍କ ନିକଟରେ ଶାସକ ବିଜେଡି…

ଆସନ୍ତାକାଲି ମାଟ୍ରିକ ପରୀକ୍ଷା ! ହାଇସ୍କୁଲ ବୋର୍ଡର ମହାପ୍ରସ୍ତୁତି, ଜାଣନ୍ତୁ ବୋର୍ଡ ପକ୍ଷରୁ କଣ ହୋଇଛି ବ୍ୟବସ୍ଥା

କନକ ବ୍ୟୁରୋ : ଆସନ୍ତାକାଲିଠୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । କ୍ୟାରିଅରର ଟର୍ଣ୍ଣିଂ ପଏଂଟ କୁହାଯାଉଥିବା ଏହି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ପାଇଁ ୨ହଜାର ୮୧୮ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥର ରେକର୍ଡ ସଂଖ୍ୟକ ୬ଲକ୍ଷ ୮ ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଯାଉଛନ୍ତି ।…

“ଏମିତି ଏ ବଡଦାଣ୍ଡେ ହାତପାତି ରହିଥିବି” ! ଋଷିଆ ଯିବାକୁ ମନ ବଳୁନାହିଁ , ପୁରୀ ଫେରିଲେ ପରଦେଶୀ ଭିକାରୀ

କନକ ବ୍ୟୁରୋ : ପୁରୀ ବଡଦାଣ୍ଡରେ ବିଦେଶୀ ଭିକାରୀ । ଦିଲ୍ଲୀରୁ ଫେରିଆସି ପୁଣିଥରେ ପୁରୀରେ ଡେରା ପକାଇଛନ୍ତି ଆନ୍ଦ୍ରେ ଗ୍ଲାଗୋଲେଓ । ଦିଲ୍ଲୀରୁ ଫେରିବା ପରେ ସିଂହଦ୍ୱାର ସମ୍ମୁଖରେ ପୁଣିଥରେ ଭିକ୍ଷାବୃତ୍ତି ଆରମ୍ଭ କରିଛନ୍ତି ଆନ୍ଦ୍ରେ । ଏକ ଫ୍ଲେକ୍ସ ପକାଇ ସିଂହଦ୍ୱାରରେ ଅନ୍ୟ ଭିକାରୀଙ୍କ…

‘ବାଗୀ-୨’ର ଟ୍ରେଲର ରିଲିଜ ! ଦମଦାର ଲୁକରେ ନଜର ଆସିଲେ ଟାଇଗର, ୟୁଟ୍ୟୁବର ଟପ ଟ୍ରେଣ୍ଡିଂରେ ଆକ୍ସନ ହିରୋଙ୍କ ବାଗି-୨

ରିଲିଜ ହୋଇଛି ଆକ୍ସନ୍-ରୋମାଣ୍ଟିକ ଫିଲ୍ମ ‘ବାଗି-୨’ର ଟ୍ରେଲର । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ବଲିଉଡର ପରଫେକ୍ସନିଷ୍ଟ ଟାଇଗର ଶ୍ରଫ୍ ଏବଂ ତାଙ୍କ ପ୍ରେମିକା ଦିଶା ପଟାନୀ । ଟ୍ରେଲର୍ ରିଲିଜ ପରେ ଟାଇଗରଙ୍କ ଲୁକ୍ ଏବଂ ତାଙ୍କ ଆକ୍ସନଙ୍କୁ ବେଶ ପସନ୍ଦ କରିଛନ୍ତି ଦର୍ଶକେ । ‘ବାଗି’ ଠାରୁ…