Daily Archives

February 21, 2018

୨୦ ଫୁଟର କୁମ୍ଭୀର ମୁହଁରୁ ଫେରିଆସିଲେ ଦାଦା, କେମିତି ବଞ୍ଚାଇଦେଲେ ପୁତୁରା ! ରାଜନଗରରୁ ପୁଣି ଆସିଲା ୧୨ ବର୍ଷର…

କନକ ବ୍ୟୁରୋ : ୧୨ ବର୍ଷ ବାଳକର ସାହସ ଯୋଗୁଁ କୁମ୍ଭୀର ମୁହଁରୁ ବଂଚିଗଲା ଜୀବନ । ୨୦ ଫୁଟର କୁମ୍ଭୀର ମୁହଁରୁ ଦାଦାଙ୍କୁ ବଂଚାଇଦେଲା ପୁତୁରା । କେନ୍ଦ୍ରାପଡା ରାଜନଗରରୁ ସାମ୍ନାକୁ ଆସିଛି ଏଭଳି ଏକ ଘଟଣା । ୧୨ ବର୍ଷ ବାଳକର ସାହସିକତା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।…

ବିଜେପୁର ବିକାଶ ପାଇଁ ନବୀନ ମାଗିଲେ ଗୋଟିଏ ବର୍ଷ ! ଧର୍ମେନ୍ଦ୍ରଙ୍କ ପ୍ରଶ୍ନ, କଣ କରୁଥିଲ ୧୮ ବର୍ଷ । ପ୍ରଚାର ଶେଷ…

କନକ ବ୍ୟୁରୋ : ବିଜେପୁରରେ ବାଜି ଲାଗିଛି ତିନି ଦଳର ସମ୍ମାନ । ଚାଲିଛି ଘମାଘୋଟ୍ ପ୍ରଚାର ଲଢେଇ । ଏହାରି ଭିତରେ ଆଜି ଦ୍ୱିତୀୟ ଦିନ ପାଇଁ ଦଳୀୟ ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୋଟରଙ୍କୁ ଅପିଲ କରି କହିଛନ୍ତି, ବିଜେପୁରର ବିକାଶ ପାଇଁ…

ବିଜେପୁରରେ ନବୀନଙ୍କ ନିଆରା ଅନ୍ଦାଜ ! ବନ୍ଧୁ ଅନଙ୍ଗଙ୍କୁ ହାତ ଦେଖାଇଲେ, ଅଭିନେତା ଅରିନ୍ଦମଙ୍କ ସହ ସେଲଫି ନେଲେ

କନକ ବ୍ୟୁରୋ : ବିଜେପୁର ଉପନିର୍ବାଚନର ପ୍ରଚାର ଓ ହୋହଲ୍ଲା ଭିତରେ ବି ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ଜନସଭା ଚାଲିଥିବା ବେଳେ ଦେଖିବାକୁ ମିଳିଛି ନବୀନ ବାବୁଙ୍କ ହାଲୁକା ମୁଡର ଦୃଶ୍ୟ । ମଂଚ ଉପରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସିଥିଲେ ଦଳର ବରିଷ୍ଠ…

ଦୃଷ୍ଟିହୀନ ହୋଇ ମଧ୍ୟ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ଆଶିଷ । ଇଂଲଣ୍ଡର ନାମୀ ବ୍ୟାଙ୍କରେ ଚାକିରି କରି ଦେଶକୁ…

ଅତି କମ ବୟସରୁ ଦୃଷ୍ଟି ଶକ୍ତି ହରାଇଛନ୍ତି, କିନ୍ତୁ ଏବେ କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି । ଜଣେ ବ୍ୟକ୍ତି ଦୃଷ୍ଟିହୀନ ହୋଇ କିପରି କୋଟି କୋଟି ଟଙ୍କାର ହିସାବ ରଖୁଛନ୍ତି ତାହା ସମସ୍ତଙ୍କୁ ଆଶ୍ଚଯ୍ୟ କରିଛି । ଏଭଳି କଥା ଶୁଣିବାକୁ ଆଶ୍ଚଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ଏଭଳି କାହାଣୀର…

LoCରେ ପଇଁତରା ମାରିଲା ପାକିସ୍ତାନ ହେଲିକପ୍ଟର ! ଭାରତୀୟ ପୋଷ୍ଟର ୩୦୦ ମିଟର ପାଖକୁ ଚାଲିଆସିଲା ପାକ୍ ହେଲିକପ୍ଟର,…

ସୁଧୁରୁନାହିଁ ପାକିସ୍ତାନ । ସୀମାରେ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରି ଅଶାନ୍ତି ସୃଷ୍ଟି କରୁଛି ପାକିସ୍ତାନ । ଏପରିକି ଭାରତକୁ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଛି ପାକିସ୍ତାନ । ଏଭଳି ସମୟରେ ବୁଧବାର ଜମ୍ମୁ-କାଶ୍ମୀରର ପୁଞ୍ଝ ସେକ୍ଟର ସ୍ଥିତ ଭାରତୀୟ ପୋଷ୍ଟର ୩୦୦ ମିଟର ଅଞ୍ଚଳରେ…

ନିମାପଡାରୁ ୫ଲକ୍ଷ ଟଙ୍କାର କଏନ୍ ଜବତ : ନୂଆହାଟରୁ ତିରୁପତି ଯାଉଥିବା ବେଳେ ଜବତ କଲା ପୁଲିସ

କନକ ବ୍ୟୁରୋ : ନିମାପଡାରୁ ୫ ଲକ୍ଷ ଟଙ୍କାର କଏନ ଜବତ ହୋଇଛି । ଟଙ୍କା ସହ ଗୋଟିଏ ଗାଡି ଓ ୪ ଜଣଙ୍କୁ ଅଟକ ରଖିଛି ନିମାପଡା ପୁଲିସ । ମିଳିଥିବା ସୂଚନା ଅନୁସାରେ ଏହି କଏନ ନୂଆହାଟରୁ ଭୁବନେଶ୍ୱର ଦେଇ ତିରୁପତି ଯାଉଥିବା ବେଳେ ଜବତ କରାଯାଇଛି । ତେବେ ନୂଆହାଟ ଅଂଚଳରେ ଖୁଚୁରା ପାଇଁ ଛୋଟ ଛୋଟ…