Daily Archives

February 12, 2018

ଅନଲାଇନ ଟଙ୍କା କାରବାର କରୁଛନ୍ତି କି? ମନେ ରଖନ୍ତୁ ଷ୍ଟେଟବ୍ୟାଙ୍କର ଦୁଇଟି ନମ୍ବର, ନଚେତ ହଇରାଣରେ ପଡିପାରନ୍ତି

ଅନଲାଇନ ଟଙ୍କା କାରବାର କରୁଥିବା ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଖାସକରି ଷ୍ଟେଟବ୍ୟାଙ୍କ ନିଜ ଗ୍ରାହକ ପାଇଁ ଏବ ବଡ ପଦକ୍ଷେପ ଉଠାଇଛି । ଅନଲାଇନରେ କାରବାର କରୁଥିବା ଗ୍ରାହକଙ୍କୁ ଷ୍ଟେଟବ୍ୟାଙ୍କ ଦୁଇଟି ଟୋଲ ଫ୍ରି ନମ୍ବର ମନେ ରଖିବାକୁ କହିଛି । ଏନେଇ ଏକ ଟ୍ୱିଟ୍ କରି ସୂଚନା ଦେଇଛି…

ଜମ୍ମୁ-କାଶ୍ମୀର ସୁଞ୍ଜୁଆନରେ ଚାଲିଛି ଅପରେସନ ! ତିନିଦିନରେ ଦୁଇଟି ସେନା କ୍ୟାମ୍ପ ଉପରେ ଆତଙ୍କୀ ଆକ୍ରମଣ

କନକ ବ୍ୟୁରୋ : ତିନି ଦିନରେ ଦୁଇ ଦୁଇଟି ସେନା କ୍ୟାମ୍ପ ଉପରେ ଆତଙ୍କବାଦୀ ଆକ୍ରମଣ । ପ୍ରଥମେ ସୁଂଜୁଆନ୍ ଆଉ ଆଜି ଶ୍ରୀନଗର । ସିଆରପିଏଫ୍ କ୍ୟାମ୍ପ ଉପରେ ଆକ୍ରମଣ କରିବାକୁ ଆସିଥିବା ଦୁଇ ଆତଙ୍କବାଦୀଙ୍କୁ ଧରିବାକୁ ସେନାର ଅପରେସନ୍ ଜାରି ରହିଛି । ତେବେ ଏଥିରେ ଜଣେ ଯବାନ ସହିଦ ହୋଇଛନ୍ତି ।…

ଓସ୍ତ ପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ !

ବତ୍ତର୍ମାନ ସମୟରେ ଲୋକାମନେ ଏତେ କର୍ମବ୍ୟସ୍ତ ଯେ ଖାଦ୍ୟ, ପାନୀୟ ସଠିକ୍ ସମୟରେ ଗ୍ରହଣ କରିନଥାନ୍ତି । ଯଦ୍ୱାରା ଅନେକ ସମସ୍ୟା ଦେଖାଦେଇଥାଏ । ସେଥିପାଇଁ ବଜାରରୁ ଔଷଧ କିଣି ସେବନ କରିଥାନ୍ତି । କିନ୍ତୁ ଅଧିକ ମାତ୍ରାରେ ଔଷଧ ସେବନ କରିବା ଦ୍ୱାରା ଯକୃତପ୍ରତି କ୍ଷତି ହେବାର ଆଶଙ୍କା ଅଧିକ…

କୋରିଅର ଜରିଆରେ ପଠାଯାଉଥିିଲା ବାଘଛୁଆ ! ତାଲିମପ୍ରାପ୍ତ କୁକୁର ଦ୍ୱାରା ହେଲା ଉଦ୍ଧାର

ନିକଟରେ ସୋସିଆଲ ମିଡିଆରେ ନୀଳ ରଙ୍ଗର ପ୍ଲାଷ୍ଟିକ୍‌ ଡବାରେ ଥିବା ଏକ ବାଘ ଛୁଆର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ପଶୁପକ୍ଷୀ ଚାଲାଣ ଏକ ଗମ୍ଭୀର ଅପରାଧ, ବିଶେଷ ଭାବେ ଯେଉଁ ପଶୁପକ୍ଷୀଙ୍କ ପ୍ରଜାତି ଲୋପ ପାଉଛି । ତେବେ ମେକ୍ସିକୋରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ…

ଏଣିକି ହ୍ୱାଟସଆପରେ ହୋଇପାରିବ ଟଙ୍କା ଟ୍ରାନ୍ସଫର ! ଆଜିଠୁ ଭାରତରେ ଆରମ୍ଭ ହେଲା ନୂଆ ଫିଚର

ଏଣିକି ହ୍ୱାଟସ ଆପରେ ହୋଇପାରିବ ଟଙ୍କା ଟ୍ରାନ୍ସଫର । ଆଜିଠୁ ଭାରତରେ ଆରମ୍ଭ ହେଲା ନୂଆ ଫିଚର । ଅଡିଓ, ଭିଡିଓ ପରେ ଏବେ ଟଙ୍କା ବି ହ୍ୱାଟସଆପରେ ଆଦାନ ପ୍ରଦାନ ହୋଇପାରିବ । ଆଣ୍ଡ୍ରଏଡ ବ୍ୟବହାର କରି ନିଜ ହ୍ୱାଟସଆପ ଅପଡେଟ କରି ଏହି ଫିଚର ବ୍ୟବହାର କରିପାରିବେ । ଏହି ଫିଚର କେବଳ ଭାରତୀୟ…

ମାତ୍ର ୨୬ ସେକେଣ୍ଡରେ ଆଖିରେ ଆଖିରେ ପୂରା ଦୁନିଆକୁ ଦିୱାନା କଲେ ଯୁବତୀ ! ଜାଣନ୍ତୁ ଏହି ରହସ୍ୟମୟୀ ଯୁବତୀ କିଏ

ଭାଲେଣ୍ଟାଇନ ସପ୍ତାହ ଆରମ୍ଭ ହୋଇଯାଇଛି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ୨୬ ସେକେଣ୍ଡର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । । ସ୍କୁଲରେ ସେମିନାରରେ ଏକ ଝିଅ ଖାସ ଅନ୍ଦାଜରେ ଆଖିରେ ଆଖିରେ ରୋମାନ୍ସ କରୁଥିବା ଏହି ଭିଡିଓରେ ନଜର ଆସିଛି । ଏହି ଭିଡିଓଟିକୁ ଯୁବ ପିଢି ଖୁବ ପସନ୍ଦ…