Daily Archives

February 9, 2018

ବାୟୁସେନା ଅଧିକାରୀଙ୍କୁ ହନିଟ୍ରାପରେ ଫସାଇଲା ପାକିସ୍ତାନ ! ସୁନ୍ଦରୀ ଯୁବତୀ ବଦଳରେ ଶତ୍ରୁଦେଶ ହାତକୁ ଟେକିଦେଲେ ଦେଶର…

କନକ ବ୍ୟୁରୋ : ସୀମାରେ ସଇତାନୀ କରୁଥିବା ପାକିସ୍ତାନ, ଏବେ ସୁନ୍ଦରୀ ଝିଅଙ୍କୁ ଢାଲ କରି ଚଳାଇଛି ଗୁଇନ୍ଦାଗିରି । ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଏପରି ଏକ ଘୃଣ୍ୟ ଯୋଜନାର ପର୍ଦ୍ଦାଫାସ ହୋଇଛି । ବାୟୁସେନାର ଗ୍ରୁପ କ୍ୟାପଟେନ୍ ଅରୁଣ ମାରୱାଙ୍କୁ ହନିଟ୍ରାପରେ ଫସାଇ ଦେଶ ସୁରକ୍ଷାର…

ବିଜେପୁରରେ କେଉଁ ପ୍ରାର୍ଥୀ ଅଧିକ ପାଠୁଆ? ଜାଣନ୍ତୁ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତାର ପୂରା ତଥ୍ୟ ?

କନକ ବ୍ୟୁରୋ : ବିଜେପୁର ବାଜି ଜିତିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳର ପ୍ରାର୍ଥୀ ଦେଉଛନ୍ତି ଅଗ୍ନିପରୀକ୍ଷା । ଜୋର ଧରିଛି ପ୍ରଚାର ତାତି । ପ୍ରତ୍ୟେକ ପ୍ରାର୍ଥୀ ନିଜ ପାଇଁ ଭୋଟ ମାଗିବା ସହ ଲୋକଙ୍କ ସେବା କରିବା ପାଇଁ ପ୍ରତିଶୃତି ଦେଉଛନ୍ତି । କିଏ ବିଜେପୁର ପାଇଁ ଉପଯୁକ୍ତ ପ୍ରାର୍ଥୀ…

ଶହ ଶହ ବର୍ଷର ପରମ୍ପରାରେ ପଡିବ ପୂର୍ଣ୍ଣଚ୍ଛେଦ ! ଶ୍ରୀମନ୍ଦିରକୁ କସ୍ତୁରୀ ଦେବା ପାଇଁ ମନା କରିଦେଲେ ନେପାଳ ରାଜା

କନକ ବ୍ୟୁରୋ : ଶହ ଶହ ବର୍ଷ ଧରି ଚାଲି ଆସିଥିବା ପରମ୍ପରାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ । ପୁରୀ ଶ୍ରୀମନ୍ଦିରକୁ ନେପାଳରୁ ଆଉ ଆସିବ ନାହିଁ କସ୍ତୁରୀ । ବିଶ୍ୱବ୍ୟାପୀ କସ୍ତୁରୀ ପଠାଇବା ନେଇଥିବା କଟକଣା ଯୋଗୁଁ ବର୍ତ୍ତମାନ ସମୟରେ ପୁରୀ ଶ୍ରୀମନ୍ଦିର କସ୍ତୁରୀ ଆସିବା ସମ୍ଭବ ନୁହେଁ ।…

ହାଜତ ମୃତ୍ୟୁ ପରେ ସମ୍ବଲପୁରରେ ବର୍ଷୁଥିଲା ଟେକା, ହେଉଥିଲା ଲାଠିମାଡ ! ଥାନାରେ ନିଆଁ ଲଗାଇ ଦେଲେ ଉତ୍ୟକ୍ତ ଜନତା

କନକ ବ୍ୟୁରୋ : ପୁଲିସ-ଜନତା ଭିତରେ ଭୟଙ୍କର ସଂଘର୍ଷ । ସମ୍ବଲପୁର ଅଇଁଠାପାଲି ଥାନା ହାଜତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଉତକ୍ଷିପ୍ତ ହୋଇ ଉଠିଥିଲେ ଜନତା । ପ୍ରତିବାଦ ଏତେ ତ୍ରୀବ ରୁପ ନେଇଥିବା ଯେ, ଥାନାରେ ନିଆଁ ଲାଗାଇ ଦେଲେ ଉତ୍ୟକ୍ତ ଲୋକ । ପୁଲିସ କର୍ମଚାରୀଙ୍କ ଉପରକୁ ଟେକା ପଥର…

ଚଳିତ ବର୍ଷ ଖରାରେ ଆଇସକ୍ରିମ ଖାଇବା ହେବ ମହଙ୍ଗା ! ଦର ବୃଦ୍ଧି କରିବା ପାଇଁ ବିଚାର କରୁଛନ୍ତି ବଡ଼ ବଡ଼ କମ୍ପାନୀ

ଖରା ଆସିଲେ ସମସ୍ତଙ୍କର ଆଇସକ୍ରିମ ଖାଇବା ପାଇଁ ଇଚ୍ଛାହୁଏ । ଛୋଟ ଠାରୁ ବଡ଼ ସଭିଏଁ ଆଇସକ୍ରିମ ଖାଇବା ପାଇଁ ପସନ୍ଦ କରନ୍ତି । ତେବେ ଚଳିତ ଥର ଆଇସକ୍ରିକ୍ ଖାଇବା ମହଙ୍ଗା ହୋଇପାରେ । ଦର ବୃଦ୍ଧି କରିବା ପାଇଁ ଆଇସକ୍ରିମ୍ ତିଆରି କରୁଥିବା କମ୍ପାନୀଗୁଡ଼ିକ ବିଚାର କରୁଛନ୍ତି । ଏ ବର୍ଷ ଗ୍ରୀଷ୍ମ…

କୋଟିଆରେ ଉଚ୍ଚସ୍ତରୀୟ ଟିମ୍ ! ଲୋକଙ୍କ ସହ ଆଲୋଚନା ନକରି ଫେରିବାରୁ କମିଟି ସଦସ୍ୟଙ୍କ ଉପରେ ଗ୍ରାମବାସୀ କ୍ଷୁବ୍ଧ

କନକ ବ୍ୟୁରୋ : ବିବାଦୀୟ କୋଟିଆରେ ଆନ୍ଧ୍ରର ଦାଦାଗିରି ବଢିଚାଲିଥିବା ବେଳେ ଓଡିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ଟିମ୍ କୋଟିଆରେ ପହଚିଂଛନ୍ତି । ଆନ୍ତଃବିବାଦ କମିଟି କୋଟିଆରେ ସ୍ଥିତି ସମୀକ୍ଷା କରିଛନ୍ତି । ତଳଗଂଜେଇପଦରରେ ଲୋକଙ୍କ ସହ ମିଶିଛନ୍ତି । ଆନ୍ଧ୍ର ସରକାରଙ୍କ ପେନସନ୍ ଓ ଆଧାର କାର୍ଡ…