Daily Archives

February 6, 2018

ମଙ୍ଗଳବାର ସକାଳୁ ମୁମ୍ବାଇ ଷ୍ଟକ ଏକ୍ସଚେଞ୍ଜରେ ହାହାକାର! ତିନିଦିନରେ ଷ୍ଟକ ବଜାରରୁ ଉଭେଇଗଲା ୯ ଲକ୍ଷ କୋଟି

କନକ ବ୍ୟୁରୋ : ବଜେଟ୍ ଘୋଷଣା ପରେ ପରେ ଭାରତର ସେୟାର ବଜାରରେ ହଇଚଇ ଖେଳିଯାଇଥିଲା । ଶ୍ରୁକବାର ଦିନ ୫ ଲକ୍ଷ କୋଟି ହରାଇଥିଲେ ନିବେଶକ । ସୋମବାର ଦିନ ମଧ୍ୟ ମାଡ଼ ଖାଇଥିଲା ଷ୍ଟକ୍ ମାର୍କେଟ୍ । ତେବେ ଆଜି ସକାଳ ସକାଳୁ ମୁମ୍ବାଇ ଷ୍ଟକ ଏକସଚେଂଜରେ ଯାହା ହୋଇଥିଲା, ତାହା ନିବେଶକଙ୍କ ହୋସ୍ ଉଡାଇ…

ବିଜେପିର ବିରୋଧ ପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ବଢିଲା! ନବୀନ ନିବାସରୁ ସଚିବାଳୟ ଯାଏଁ ରାସ୍ତାରୁ ଲୋକଙ୍କୁ…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଏବେ ପୋଲିସର ସବୁଠାରୁ ବଡ ମୁଣ୍ଡବ୍ୟଥା । ରାଜ୍ୟ ରାଜନୀତି ଯେତିକି ତୀବ୍ର ହେଉଛି, ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦେବା ପୋଲିସ ପାଇଁ ସେତିକି ବେଶୀ ଚିନ୍ତାର କାରଣ ପାଲଟିଯାଉଛି । ଜଳେଶ୍ୱରରେ ମୁଖ୍ୟମନ୍ତ୍ରୀଙ୍କ ସଭାମଂଚ ଉପରକୁ ଅଣ୍ଡାମାଡ ଓ…

ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ! କଟକରେ କେଉଁଠି ଭଙ୍ଗାଯିବ ମଠ ଓ ମନ୍ଦିର, ନିଷ୍ପତି ନେବେ ରାଜ୍ୟ ସରକାର

କନକ ବ୍ୟୁରୋ : କଟକରେ କେଉଁ ବେଆଇନ ମଠ ମନ୍ଦିର ଭଙ୍ଗାଯିବ, ସେ ନେଇ ନିଷ୍ପତି ନେବ ରାଜ୍ୟ ସରକାରଙ୍କ କମିଟି । ବେଆଇନ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲାର ଶୁଣାଣି କରି ସରକାରଙ୍କ କମିଟି ଉପରେ ନିଷ୍ପତି ଛାଡିଛନ୍ତି ସୁପ୍ରିମକୋର୍ଟ । ଭଙ୍ଗାହେବାକୁ ଥିବା ଏବଂ ଅଧା ଭଙ୍ଗା ହୋଇଥିବା ଧର୍ମାନୁଷ୍ଠାନ…

ନରଭକ୍ଷୀ ଦଂପତି ! ବର୍ଷେ କି ଦଶ ବର୍ଷ ନୁହେଁ ବରଂ ୧୮ ବର୍ଷ ହେଲା ଖାଇ ଆସୁଛନ୍ତି ମଣିଷ ମାଂସ

ଋଷର କ୍ରାନ୍ସନୋଦର ସିଟିରେ ଜଣେ ଦମ୍ପତି ୧୮ ବର୍ଷ ହେଲାଣି ପ୍ରାୟ ୩୦ ଜଣ ମନୁଷ୍ୟଙ୍କର ମାଂସ ଖାଇସାରିଲେଣ । ସାଧାରଣତଃ ଏପରି କାର୍ଯ୍ୟ ଲୋକ ମାନସିକ ସ୍ତରରେ ବିକୃତ ଅଥବା ବିଷାଦଗ୍ରସ୍ତ ଥିଲେ କରନ୍ତି । ତେବେ ଋୁଷରେ ଏହି ଘଟଣା ମନୁଷ୍ୟର ମାନବିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଋୁଷର…

ବଲିଉଡ ଅଭିନେତା ଅନୁପମ୍ ଖେରଙ୍କ ଟୁଇଟର ଆକାଉଂଟ ହେଲା ହ୍ୟାକ୍ ! ଟୁଇଟ କରି ହ୍ୟାକର୍ସ ଲେଖିଲେ ‘ଆଇ ଲଭ୍ ପାକିସ୍ତାନ’

ବଲିଉଡର ଅଭିନେତା ଅନୁପମ ଖେରଙ୍କ ଟୁଇଟର ଆକାଉଣ୍ଟ ମଙ୍ଗଳବାର ହ୍ୟାକ୍ ହୋଇଛି । ତେବେ ଏହି କଥା ହ୍ୟାକର୍ସ ନିଜେ ସ୍ୱୀକାର କରି କହିଛି, ଆପଣଙ୍କ ଆକାଉଣ୍ଟ ତୁର୍କୀରୁ ହ୍ୟାକ୍ ହୋଇଛି । କେବଳ ଏତିକି ନୁହେଁ ହ୍ୟାକ୍ କରିବା ସହିତ ଟୁଇଟ କରି ଲେଖିଛନ୍ତି, ‘ଆଇ ଲଭ୍ ପାକିସ୍ତାନ’। ଅନୁପମ୍ ଖେରଙ୍କ…

ନେତା ଗର୍ଜିବେ ବିଜେପୁରରେ ! ବିଜେପିର କେନ୍ଦ୍ର ବ୍ରାଣ୍ଡକୁ ଟକ୍କର ଦେବ ବିଜେଡିର ନବୀନ ବ୍ରାଣ୍ଡ । ଭୋଟ ପାଇଁ…

କନକ ବ୍ୟୁରୋ : ବିଜେପୁର ନିର୍ବାଚନ ପାଇଁ ସରିଲା ନାମାଙ୍କନ । ଆଉ ଏହାପରେ ଆରମ୍ଭ ହେବ ହାଇଭୋଲଟେଜ ନିର୍ବାଚନୀ ପ୍ରଚାର । ପାଖାପାଖି ୨୦ ଦିନ ବିଜେପୁର ମାଟିରେ ଜିନ୍ଦାବାଦର ନାରା ଗୁଞ୍ଜରଣ ହେବ । ବିଜେପୁରରେ ମାଳ ମାଳ ନେତା ଓ ମନ୍ତ୍ରୀଙ୍କ ପାଦ ପଡିବ । ଭୋଟରଙ୍କୁ ଆକର୍ଷିତ କରିବା ସହ ଭୋଟ…