Daily Archives

February 6, 2018

ବିଜେପୁରରେ ଷ୍ଟାର ୱାର ! ଭୋଟରଙ୍କ ମନ ଜିଣିବାକୁ କ୍ୟାମ୍ପ ପକାଇଲେ ଓଲିଉଡ ଷ୍ଟାର । ନାମାଙ୍କନ ସରିଲା, ଏବେ ଭୋଟ…

କନକ ବ୍ୟୁରୋ :  ବିଜେପୁର ପାଇଁ ସରିଲା ନାମାଙ୍କନ । ଆସନ୍ତାକାଲି ଠାରୁ ଭୋଟ ଭିଡିବା ପାଇଁ ଆରମ୍ଭ ହେବ ହାଇଭୋଲଟେଜ ପ୍ରଚାର । ବିଜେପୁର ମୈଦାନରେ ମାଳମାଳ ମନ୍ତ୍ରୀ, ନେତା ଓ ଅଭିନେତା ଧରିବେ ପ୍ରଚାରର ମଙ୍ଗ । ତେବେ ସବୁଠାରୁ ବଡ କଥା ହେଲା ଭୋଟରଙ୍କ ମନ ଜିଣିବା ପାଇଁ ଏବେ ନେତାଙ୍କ ଅପେକ୍ଷା…

ଶ୍ରୀମନ୍ଦିର ସମ୍ମୁଖରେ ନାଳ ପାଣିର ସୁଅ ! ଶ୍ରଦ୍ଧାଳୁ ଧୋଇଲେ ନର୍ଦ୍ଦମା ପାଣିରେ ପାଦ

କନକ ବ୍ୟୁରୋ : ଜଗାକୁ ଦର୍ଶନ କରିବା ପୂର୍ବରୁ ନାଳ ପାଣି ମାଡିଲେ ଭକ୍ତ । ପୁରୀ ବଡଦାଣ୍ଡରେ ବୋହିଲା ପୁଣି ଗନ୍ଧମୟ ନଳା ପାଣି । ଶ୍ରୀମନ୍ଦିର ସମ୍ମୁଖରେ ଆଜି ଦୀର୍ଘ ସମୟ ଧରି ଏପରି ପରିସ୍ଥିତି ଲାଗି ରହିଥିଲା । ଏମାର ମଠରୁ ସିଂହଦ୍ୱାର ପର୍ଯ୍ୟନ୍ତ ବଡଦାଣ୍ଡରେ ନଳାପାଣିର ସୁଅ ଛୁଟିଲା ।…

ମିଳିମିଳା ଟୀକା ନେଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ ! ଡାକ୍ତର କହିଲେ ସମ୍ପୂର୍ଣ୍ଣ ସୁରକ୍ଷିତ ମିଳିମିଳା ଟୀକା

କନକ ବ୍ୟୁରୋ : ମିଳିମିଳା ଟିକା ନେଇ ଛାତ୍ରୀଙ୍କ ମୃତ୍ୟୁ ଅଭିଯୋଗ । ଝାରସୁଗୁଡା ଲଖନପୁର ବ୍ଲକ ବଂଜାରି ସେବାଶ୍ରମ ସ୍କୁଲର ସପ୍ତମ ଶ୍ରେଣୀ ଛାତ୍ରୀ ଅଂଜୁ କିଶାନ ଗତ ଜାନୁଆରୀ ୨୯ ତାରିଖ ଦିନ ନିଜ ସ୍କୁଲରେ ମିଳିମିଳା ଟିକା ନେଇଥିଲେ । ଏହା ପରଠାରୁ ସେ ଅସୁସ୍ଥ ହୋଇପଡିଥିବା ପରିବାର ଲୋକ…

ଫିଲ୍ମ ଷ୍ଟାଇଲରେ କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀକୁ ଖସାଇନେଲେ ସାଥୀ ଆତଙ୍କୀ! ବୋମା ପକାଇ, ଗୁଳି ଫୁଟାଇ ହସ୍ପିଟାଲରୁ…

କନକ ବ୍ୟୁରୋ : ଆଜି କାଶ୍ମୀରରେ ଏକ ଅଭାବନୀୟ ଘଟଣା ଘଟିଛି । କୁଖ୍ୟାତ ପାକିସ୍ତାନୀ ଆତଙ୍କବାଦୀ ନାଭେଦକୁ ବୋମା ପକାଇ ଖସାଇନେଇଛନ୍ତି ସାଥୀ ଆତଙ୍କବାଦୀ । ଦକ୍ଷିଣ କାଶ୍ମୀରର ମହାରାଜ ହରିସିଂ ହସପିଟାଲକୁ ରୁଟିନ୍ ଚେକଅପ୍ ପାଇଁ ନାଭେଦକୁ ଅଣାଯାଇଥିବା ବେଳେ ଅନ୍ଧାଧୁନ୍ ବୋମା ଓ ଗୁଳି ଫୁଟାଇ…

ପାଉଛ ଅଧିକ, ଦେଉଛ କମ! ରେଳ ବଜେଟରେ ଓଡ଼ିଶା ଭାଗରେ ୫୨୫୨ କୋଟି, ଓଡ଼ିଶାକୁ ନିରାଶ କଲା ରେଳ ବଜେଟ

କନକ ବ୍ୟୁରୋ : ରେଳ ବଜେଟରେ ଓଡିଶାକୁ ମିଳିଲା ୫ ହଜାର ୨୫୨ କୋଟି । ରେଳବାଇ ନେଟୱର୍କରେ ବହୁ ପଛରେ ପଡିଥିବା ଓଡିଶା ପାଇଁ ୬ ହଜାର ୫ ଶହ କୋଟି ଦାବି କରିଥିଲେ ରାଜ୍ୟ ସରକାର । ସଂସଦରେ ବଜେଟ୍ ଉପସ୍ଥାପନର ୫ ଦିନ ପରେ ଆଜି ରେଳ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟୱାରି ଆବଂଟନ ତାଲିକା ପ୍ରକାଶ ପାଇଛି…