Daily Archives

February 4, 2018

ବିଜେଡି ବିଜେପିର କୁନ୍ଦୁଲି କଳି! ଧର୍ମେନ୍ଦ୍ର କହିଲେ, ନ୍ୟାୟିକ ତଦନ୍ତ ଗପକାହାଣୀ । ବିଜେଡି କହିଲା, କେନ୍ଦ୍ର ଗୃହ…

କନକ ବ୍ୟୁରୋ : କୁନ୍ଦୁଲି ପୀଡିତାଙ୍କ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାରେ ବିଚାରବିଭାଗୀୟ ତଦନ୍ତ ଚାଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ବିଚାର ବିଭାଗୀୟ ତଦନ୍ତ ଏକ ଗପ କାହାଣୀ । ଏଥିରୁ କିଛି ମିଳିବନାହିଁ । ପୀଡିତାଙ୍କ ଗଣମାଧ୍ୟମରେ ବୟାନ ସବୁଠାରୁ ବଡ ପ୍ରମାଣ…

ଗାଈକୁ ମିଳିବ ପରିଚୟପତ୍ର ! ପ୍ରଥମ ପର୍ଯ୍ୟାୟରେ ୪ କୋଟି ଗାଈଙ୍କ ପାଇଁ ଖର୍ଚ୍ଚ ହେବ ୫୦ କୋଟି ଟଙ୍କା

ଆଧାରକାର୍ଡ ବିନା ଗୋଟିଏ ପାଦ ଯିବା ଏବେ ଅସମ୍ଭବ । ପ୍ରତ୍ୟେକ କ୍ଷେତ୍ରରେ ଏବେ ଆଧାରକାର୍ଡ ଖୋଜା ପଡୁଛି । ଏବେ ସବୁ ଭାରତୀୟଙ୍କ ପାଇଁ ୧୨ ଅଙ୍କବିଶିଷ୍ଟ ଆଧାର ନମ୍ବର ଭଳି ନରେନ୍ଦ୍ର ମୋଦି ସରକାର ଦେଶର ପ୍ରତ୍ୟେକ ଦୁଗଧ-ଉତ୍ପାଦନକାରୀ ଗାଈଙ୍କ ଲାଗି ଏକ ଚିପ୍ ବା ଏକକ ପରିଚୟ ପତ୍ର ଯୋଗାଇ…

କୋରାପୁଟ ଓ ନବରଙ୍ଗପୁର ଲ୍ୟାମ୍ପ୍ସରେ ହେଉଛି କୋଟି କୋଟି ଟଙ୍କାର ଦୁର୍ନୀତି ! ଅଭିଯୋଗ ଆଣିଲେ ଶାସକ ଦଳର ବିଧାୟକ

କନକ ବ୍ୟୁରୋ : ଚାଷୀଙ୍କଠାରୁ ଧାନ ସଂଗ୍ରହ କରୁଥିବା ଲ୍ୟାମ୍ପ୍ସରେ ବଡ ଧରଣର ଦୁର୍ନୀତି । ଆଉ ଏହି ଅଭିଯୋଗ ଆଣିଛନ୍ତି ଖୋଦ ଶାସକ ଦଳର ବିଧାୟକ । ମାଲକାନଗିରି ସମେତ କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ଲ୍ୟାମ୍ପ୍ସଗୁଡିକରେ କୋଟି କୋଟି ଟଙ୍କାର ଦୁର୍ନୀତି ନେଇ ଅଭିଯୋଗ କରିଛନ୍ତି ମାଲକାନଗିରି…

ଯେତେ ଗୁମ୍ଫା ସେତେ କାହାଣୀ! କ୍ୟାମେରାରେ କଏଦ ହେଲା ଖଣ୍ଡଗିରିର ରହସ୍ୟମୟ ଚେମେଣି ଗୁମ୍ଫା

କନକ ବ୍ୟୁରୋ : ଖଣ୍ଡଗିରିରେ ଥିବା ଗୁମ୍ଫା ସଂପର୍କରେ ଆପଣ ଅଳ୍ପେ ବହୁତେ ଜାଣିଥିବେ । ତେବେ ସେଠାରେ ଥିବା ଅନେକ ଗୁମ୍ଫାର ରହସ୍ୟ ଆଜି ପର୍ଯ୍ୟନ୍ତ ବି ଖୋଲି ପାରିନାହିଁ । ମାଘ ସପ୍ତମୀ କୁମ୍ଭମେଳା ଅବସରରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁ ସନ୍ଥ ଏହି ସ୍ଥାନକୁ ଆସିଥାନ୍ତି । ବିଶ୍ୱାସ…

ନିଆଁ ଲାଗିଲା ବେଳେ ତଦନ୍ତ ହୁଏ, କିନ୍ତୁ ତାପରେ କଣ ହୁଏ ! ଯାଞ୍ଚ ଚାଲୁଛି, ନିଆଁ ଲାଗୁଛି

କନକ ବ୍ୟୁରୋ : ନିଆଁ ଲାଗିଲା ବେଳେ ତଦନ୍ତ ହୁଏ, କିନ୍ତୁ ତାପରେ କଣ ହୁଏ । ଏହି ପ୍ରଶ୍ନ, ମନକୁ ଆସିବା ସ୍ୱାଭାବିକ । କାରଣ, କିଛି ଦିନ ପୂର୍ବରୁ ଭୁବନେଶ୍ୱରର ଏକ ସପିଂ ମଲରେ ନିଆଁ ଲାଗିଲା ଏବଂ ଏହାପରେ କାରଣ ଖୋଜା ବି ହେଲା । ଏବଂ କୁହାଗଲା ଏଭଳି ଦୁର୍ଘଟଣାକୁ ରୋକିବାକୁ ସବୁ ପଦକ୍ଷେପ…