Daily Archives

January 27, 2018

ଜୋହାନ୍ସବର୍ଗ ଟେଷ୍ଟରେ ଭାରତ ବିଜୟୀ : ଅନ୍ତିମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ହରାଇଲା ଭାରତ

କନକ ବ୍ୟୁରୋ :  ଦକ୍ଷିଣ ଆଫ୍ରିକାକୁ ୬୩ ରନ୍‌ରେ ଭାରତ ପରାସ୍ତ କରିଛି। ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ଭାରତକୁ ଏହି ବିଜୟ ମିଳିଛି। ଟସ୍‌ ଜିଣି ଭାରତ ପ୍ରଥମ ପାଳିରେ ୧୮୭ ରନ୍‌ ଓ ୨ୟ ପାଳିରେ ୨୪୭ ରନ୍‌ ସଂଗ୍ରହ କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୧୯୪ ରନ୍‌ ଓ ୧୭୭ ରନ୍‌…

‘ଦି ଟଲ ମ୍ୟାନ’ ପୁସ୍ତକରେ ବିଜୁଙ୍କ ସହ ନବୀନଙ୍କ ବିରଳ ଫଟୋ : ଫଟୋରେ ପ୍ରବାଦ ପୁରୁଷଙ୍କ ଜୀବନ କାହାଣୀ

କନକ ବ୍ୟୁରୋ : ଏଭଳି ଫଟୋ ଆପଣଙ୍କ ନଜରକୁ କେବେ ଆସିନଥିବ । ଓଡ଼ିଶା ମାଟିର ଉତୁଙ୍ଗ ବ୍ୟକ୍ତତ୍ୱ ବିଜୁ ପଟ୍ଟନାୟକଙ୍କ ସହ ପୁଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ । ବିଜୁଙ୍କ ଜୀବନୀ ପୁସ୍ତକ ‘ଦ ଟଲ୍ ମ୍ୟାନ’ରେ ରହିଛି ଏହି ଫଟୋ । ‘ଦ ଟଲ୍ ମ୍ୟାନ’ ପୁସ୍ତକ ଉନ୍ମୋଚନ ପରେ ଏହି ବିରଳ ଫଟୋ…

ଜଗନ୍ନାଥ ଦର୍ଶନ, ବିଜୁବାବୁଙ୍କ ସମାଧୀରେ ଶ୍ରଦ୍ଧାଂଜଳି ଦେଲେ ସାଂସଦ : ପରବର୍ତ୍ତୀ ପଦକ୍ଷେପ ପାଇଁ ଅଂଟା ଭିଡିଲେ…

କନକ ବ୍ୟୁରୋ :  ବିଜେଡିରୁ ବୈଜୟନ୍ତ ବିଦା ହେବା ପରେ ଟ୍ୱିଟ୍ ଯୋଗେ ଯେଉଁ ବାର୍ତା ରଖିଥିଲେ, ଠିକ୍ ସେହି ଅନୁସାରେ ଆଗକୁ ବଢିଛନ୍ତି କେନ୍ଦ୍ରାପଡ଼ା ସାଂସଦ । ଜଗନ୍ନାଥଙ୍କ ଦର୍ଶନ ପରେ ବିଜୁ ବାବୁଙ୍କ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଦେଇ, ବିଜେଡି ବିରୁଦ୍ଧରେ ଲଢ଼େଇ ଲଢ଼ିବାକୁ ବାହାରି ଆସିଛନ୍ତି…

ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନ ଉତ୍ସବ : ବିଜୁଙ୍କୁ ଭାରତରତ୍ନ ପାଇଁ ଦାବି କଲେ ପୂର୍ବତନ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ :  ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଉନ୍ମୋଚିତ ହେଲା ଦି ଟଲ ମ୍ୟାନ ପୁସ୍ତକ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ପୁସ୍ତକ ଉନ୍ମୋଚନ କରିବା ଅବସରରେ ବିଜୁ ବାବୁଙ୍କ ସ୍ମୃତିଚାରଣ…

ଓଡିଶା କଂଗ୍ରେସର ଘର ସଜଡା ଉଦ୍ୟମ : ମୁରବୀ ବାଛିବାକୁ ଦିଲ୍ଲୀ ଦରବାରରେ କସରତ୍

କନକ ବ୍ୟୁରୋ :  ବରିଷ୍ଠ କଂଗ୍ରେସ ନେତା କମଳନାଥଙ୍କ ବାସଭବନରେ ପହଂଚିଥିଲେ ଜଣେ ପରେ ଜଣେ ଓଡିଶା କଂଗ୍ରେସ ନେତା । ପୂର୍ବତନ ପିସିସି ଅଧ୍ୟକ୍ଷ ନିରଂଜନ ପଟ୍ଟନାୟକ, ପ୍ରଦୀପ ମାଝୀ, ନବ ଦାସ ଓ ଚିରଂଜୀବୀ ବିଶ୍ୱାଳ । ଚାଲିଲା ରୁଦ୍ଧଦ୍ୱାର ବୈଠକ । ପ୍ରସଙ୍ଗ ରାଜ୍ୟ କଂଗ୍ରେସର ସାଂଗଠନିକ ସ୍ଥିତି…