Daily Archives

January 26, 2018

ଯେବେ ଏକାଠି ହେବେ ନବୀନ-ବିଜୟ! ବଦଳୁଛି ରାଜନୀତି, ବଦଳିବ ମିଜାଜ୍? ବିଜେଡି ଆପଣାଇବ, ଶକ୍ତି ବଢାଇବ?

କନକ ବ୍ୟୁରୋ : ଦୀର୍ଘ ୧୮ ବର୍ଷ ପରେ ଗୋଟିଏ ମଞ୍ଚରେ ଏକାଠି ହେବେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ ନେତା । ଆସନ୍ତାକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଦ ଟଲ ମ୍ୟାନ ରାଜ୍ୟର ଦୁଇ ପୁରୁଖା ନେତାଙ୍କୁ ଏକାଠି କରିବ । ଦେଖିବାକୁ ମିଳିବ ଏକ ବିରଳ…

କୋରାପୁଟ କୋଟପାଡ ଶାଢୀକୁ ପଦ୍ମଶ୍ରୀ ପୁରସ୍କାର ଦେଇଛି ନୂଆ ପରିଚୟ, ସୋନିଆ ଠାରୁ ସୋନା ଯାଏଁ ସମସ୍ତଙ୍କ ପସନ୍ଦ…

କନକ ବ୍ୟୁରୋ : ପଦ୍ମଶ୍ରୀ ପୁରସ୍କାର କୋଟପାଡ଼କୁ ଦେଇଛି ନୂଆ ପରିଚୟ । ଏହି ପଛୁଆ ଅଂଚଳ ବୁଣାକାର ଗୋବର୍ଧନ ପାନିକା ପାଇବେ ପଦ୍ମଶ୍ରୀ ପୁରସ୍କାର । କୌଳିକ ବୃତି ତାଙ୍କ ପାଇଁ ଆଣିଛି ସମ୍ମାନ ଓ ଖ୍ୟାତି । ଏହା ସହ କୋଟପାଡ ଶାଢୀକୁ ମିଳିଛି ଜାତୀୟ ସ୍ତରରେ ମାନ୍ୟତା । ଯାହା ଓଡ଼ିଶାକୁ ଜାତୀୟ…

ପ୍ରଥମେ ଦଳରୁ ନିଲମ୍ବିତ ହେଲେ ବୈଜୟନ୍ତ, ଏବେ ସାଂସଦ ପଦରୁ ଇସ୍ତଫା ମାଗୁଛି ବିଜେଡି !

କନକ ବ୍ୟୁରୋ : ଦୀର୍ଘ ଦିନର ସଂପର୍କ ପରେ ଏବେ ବିଜେଡି ଓ ସାଂସଦ ବୈଜୟନ୍ତ ପଣ୍ଡା ପରସ୍ପରର ଚିର ଶତ୍ରୁ ପାଲଟି ଯାଇଛନ୍ତି । ଦଳରୁ ନିଳମ୍ବନ କରିବା ପରେ ଏବେ ସାଂସଦ ପଦରୁ ବୈଜୟନ୍ତ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଛି ବିଜେଡି । ପ୍ରେସ୍ କନଫରେନସ କରି ବୈଜୟନ୍ତଙ୍କ ବିରୋଧରେ ସାଂଘାତିକ…

କମିନି ମୋଦି ହାୱା ! ଆଜି ଭୋଟ ହେଲେ ଏନଡିଏକୁ ମିଳିବ ବହୁମତ, ଜାତୀୟ ଗଣମାଧ୍ୟମର ସର୍ଭେରେ ମୋଦିଙ୍କୁ ପୁଣି କ୍ଷମତାର…

ଏବେ ଭୋଟ ହେଲେ କ’ଣ ହେବ ଫଳାଫଳ? ଲୋକସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ମନ ଭିତରେ ସେତିକି ବଢୁଛି ଉକ୍ରଣ୍ଠା । ତେବେ ଇଣ୍ଡିଆ ଟୁଡେ ଓ ଏବିପି ନ୍ୟୁଜର ସର୍ଭେ କହୁଛି ପୁଣି ଥରେ ଏନଡିଏ ଗଢିବ ସରକାର । ହେଲେ ୨୦୧୪ ତୁଳନାରେ ଲୋକସଭାରେ ହ୍ରାସ ପାଇବ ଏନଡିଏର ଆସନ ସଂଖ୍ୟା । ୟୁପିଏର ଭୋଟ…

ମଞ୍ଚ ଗୋଟିଏ କିନ୍ତୁ ସମ୍ଭାବନା ଅନେକ ! ବିଜୁ ବାବୁଙ୍କ ଜୀବନୀ ପୁସ୍ତକ ଉନ୍ମୋଚନରେ ନବୀନଙ୍କ ସହ ଏକାଠି ହେବେ ବିଜୟ…

କନକ ବ୍ୟୁରୋ : ମଞ୍ଚ ଗୋଟିଏ ହେଲେ ସମ୍ଭାବନା ଅନେକ । ଦୀର୍ଘ ୧୮ ବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଗୋଟିଏ ମଂଚରେ ଏକାଠି ବସିବେ ବିଜୟ ମହାପାତ୍ର । ଆସନ୍ତାକାଲି ବିଜୁ ବାବୁଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଏକାଠି ହେବେ ନବୀନ ଓ ବିଜୟ । ସେପଟେ ଏହି…