Daily Archives

January 25, 2018

ପ୍ରକାଶ ପାଇଲା ପଦ୍ମ ପୁରସ୍କାର ତାଲିକା ! ୫ ଓଡ଼ିଆ ପାଇବେ ପଦ୍ମଶ୍ରୀ ସମ୍ମାନ, ଧୋନିଙ୍କୁ ମିଳିବ ପଦ୍ମ ଭୂଷଣ ।

କନକ ବ୍ୟୁରୋ : ପ୍ରକାଶ ପାଇଛି ପଦ୍ମ ପୁରସ୍କାର ତାଲିକା । ଏଥିରେ ମୋଟ ୮୫ ଜଣଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ସେଥିମଧ୍ୟରୁ ୭୩ ଜଣଙ୍କୁ ପଦ୍ମଶ୍ରୀ, ୯ ଜଣଙ୍କୁ ପଦ୍ମଭୂଷଣ ଓ ୩ ଜଣଙ୍କୁ ପଦ୍ମବିଭୂଷଣ ପୁରସ୍କାର ପ୍ରଦାନ କରାଯିବ ବୋଲି ଜଣାପଡିଛି । ଚଳିତ ବର୍ଷ ୫ ଜଣ ଓଡିଆ ପଦ୍ମଶ୍ରୀ…

ମହଙ୍ଗା ପଡିଲା ଓଡିଶା ବନ୍ଦ ବେଳେ ଗଣ୍ଡଗୋଳ ! ଗିରଫ ହୋଇ ଜେଲ ଗଲେ ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ

କନକ ବ୍ୟୁରୋ : ପିପିଲିର ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟଙ୍କୁ ଗିରଫ କରିଛି ପୁଲିସ । ତାଙ୍କ ପୁଅଙ୍କୁ ମଧ୍ୟ ଅଟକ ରଖିଛି ପୁଲିସ । ଗତକାଲି ବନ୍ଦ ପାଳନ ପିପିଲିରେ ମୁହାଁମୁହିଁ ହୋଇଥିଲେ ବିଜେପି ଓ କଂଗ୍ରେସ କର୍ମୀ । ବନ୍ଦ ପାଳନକୁ ନେଇ ଉଭୟ ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ…

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ବାର୍ତା ଦେଲେ ରାଷ୍ଟ୍ରପତି! ପଦ୍ମାବତ ନେଇ ଦେଶରେ ଚାଲିଥିବା…

କନକ ବ୍ୟୁରୋ : ପଦ୍ମାବତ୍ ଚଳଚିତ୍ରକୁ ନେଇ ଦେଶରେ ଚାଲିଥିବା ହିଂସାକାଣ୍ଡକୁ ନାପସନ୍ଦ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ରାଷ୍ଟ୍ରପତି କହିଛନ୍ତି, ଲୋକଙ୍କ ମଧ୍ୟରେ କୌଣସି ଘଟଣା ପାଇଁ ମତ ପାର୍ଥକ୍ୟ ଥାଇପାରେ । ତେବେ…

ଶ୍ୱଶୁର ଘର ନ ଯାଇ ଥାନାରେ ପହଞ୍ଚିଲା ମଙ୍ଗୁଳା କନ୍ୟା! କୋଟିଏ ଟଙ୍କା ଯୌତୁକ ଦାବିରେ ବେଦିକୁ ଆସିଲାନି ବର, ଭାଙ୍ଗିଗଲା…

କନକ ବ୍ୟୁରୋ : ବିବାହ ମଣ୍ଡପରେ ଅତିଥି ଓ ବନ୍ଧୁ ବାନ୍ଧବ ପହଁଚିଥିଲେ । ବେଦୀ ସଜା ହୋଇଥିଲା । ବୋହୂ ବେଶରେ ସଜାଇ ହୋଇ ବସିଥିଲେ କନ୍ୟା । ଆଉ କିଛି ସମୟ ପରେ ପଡିଥାନ୍ତା ହାତଗଣ୍ଠି । ସବୁ କିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ବେଦୀକୁ ବର ଆସିଲାନି, ଭାଙ୍ଗିଗଲା ବାହାଘର । କାରଣ କୋଟିଏ…

ପରଦାକୁ ଆସିଲା ପଦ୍ମାବତ୍, ପଦାରେ ପଡ଼ିଲା କରନୀ ସେନାର ମିଛ ଅଭିଯୋଗ! ଆଲ୍ଲାଉଦ୍ଦିନ ଖିଲିଜଙ୍କ ସହ ପଦ୍ମାବତୀଙ୍କ…

କନକ ବ୍ୟୁରୋ : ରିଲିଜ ହୋଇଛି ସଞ୍ଜୟ ଲୀଲା ଭଂସାଲୀଙ୍କ ବିବାଦୀୟ ଫିଲ୍ମ ପଦ୍ମାବତ୍ । ତେବେ ଚଳଚିତ୍ର ପରଦାକୁ ଆସିବା ପରେ ସତ ସାମନାକୁ ଆସିଛି । ଏହି ଫିଲ୍ମ ଦେଖିବା ପରେ ଓଡ଼ିଶାର ଦର୍ଶକ କହିଛନ୍ତି, କର୍ଣ୍ଣି ସେନାର ଅଭିଯୋଗ ଅମୂଳକ । ସେପରି କୌଣସି ବିବାଦୀୟ ଦୃଶ୍ୟ ଚଳିଚିତ୍ରରେ ନାହିଁ ।…