Daily Archives

January 22, 2018

ଷ୍ଟେଟ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଦେଲା ନୂଆ ପ୍ରସ୍ତାବ ! ବଢିପାରେ ଆୟକର ଛାଡ ସୀମା, ଜୋର ଧରିଲା ଚର୍ଚ୍ଚା

କନକ ବ୍ୟୁରୋ : ବଢିପାରେ ଆୟକର ଛାଡ ସୀମା । ଏପରି ସମ୍ଭାବନା ନେଇ ଜତୀୟ ଗଣମାଧ୍ୟମରେ ଚର୍ଚା ଜୋର ଧରିଛି । ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଏହି ଛାଡ ସୀମାକୁ ଅଧିକ ୫୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ ଏସବିଆଇ ପ୍ରସ୍ତାବ ଦେଇଛି । ବର୍ତମାନ ଏହି ଛାଡ ସୀମା ୨ ଲକ୍ଷ ୫୦ ହଜାର ରହିଥିବା…

ନ୍ୟାୟର ଭିକ୍ଷା ମାଗୁ ମାଗୁ ଜୀବନ ହାରିଲେ କୁନ୍ଦୁଲି ପୀଡିତା! ଶେଷ ହୋଇଗଲା କୁନ୍ଦୁଲିର କଳଙ୍କିତ କାହାଣୀ

କନକ ବ୍ୟୁରୋ : ଆଦର୍ଶ ମୁଖ୍ୟମନ୍ତ୍ରୀର ସମ୍ମାନ ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଜି ଓଡ଼ିଶା ଜୋରଦାର ସ୍ୱାଗତ କରୁଥିବା ବେଳେ ଏପଟେ ସରକାରଙ୍କ ଉପରେ ଅଙ୍ଗୁଳି ଉଠାଇବା ଭଳି ଏକ ବଡ ଘଟଣା ଘଟିଛି । ଯବାନଙ୍କ ଦ୍ୱାରା ଗଣଦୁଷ୍କର୍ମର ଶିକାର ହୋଇଥିବା ନେଇ ବାରମ୍ବାର ଅଭିଯୋଗ ଆଣିଥିବା…

ଧନୀ ଗରିବର ସାଂଘାତିକ ସତ ! ମାତ୍ର ୧ ପ୍ରତିଶତ ଧନୀଙ୍କ ନିକଟରେ ଦେଶର ୭୩ ପ୍ରତିଶତ ଧନ

କନକ ବ୍ୟୁରୋ : ବଢ଼ୁଛି ଧନୀ-ଗରିବଙ୍କ ମଧ୍ୟରେ ତାରତମ୍ୟ । ଧନୀ ଦିନକୁ ଦିନ ବେଶୀ ଧନୀ ହେଉଥିବାବେଳେ ଗରିବ ଆହୁରି ଗରିବ ହେଉଛି । ଏଭଳି ସାଂଘାତିକ ରିପୋର୍ଟ ପ୍ରକାଶ କରିଛି ଇଂଟରନ୍ୟାସନାଲ୍ ରାଇଟ୍ ଗ୍ରୁପ୍ ଅକ୍ସଫାମ୍ । ରିପୋର୍ଟ ଅନୁଯାୟୀ ଶେଷ ବର୍ଷରେ ଭାରତରେ ଆୟ ହୋଇଥିବା ମୋଟ୍ ସମ୍ପତିର ୭୩…

ଶବ ପୋଡ଼ିବାକୁ ଯାଇ ନିଜେ ହୋଇଗଲେ ଶବ! ସ୍ୱର୍ଗଦ୍ୱାରରୁ ଫେରିବା ବେଳେ ସଡକ ଦୁର୍ଘଟଣାରେ ନିଶ୍ଚିହ୍ନ ହୋଇଗଲା ଗୋଟିଏ…

କନକ ବ୍ୟୁରୋ : ଶବ ସକ୍ରାର ପାଇଁ ଯାଇଥିଲେ କିନ୍ତୁ ନିଜେ ଶବ ପାଲଟିଗଲେ । କଥାଟି ଶୁଣିବାକୁ ଅଡୁଆ ଲାଗୁଥିଲେ ବି ଆଜି ସତ୍ୟବାଦୀରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ପୁରୀ ସ୍ୱର୍ଗଦ୍ୱାରରେ ଶବ ସକ୍ରାର କରି ଘରକୁ ଫେରୁଥିବା ବେଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ରୁ୍ୟ…

ଅଳିଆଗଦା ପାଲଟିଲା ଭୁବନେଶ୍ୱର ! ଚାରିଆଡେ କୁଢକୁଢ ଆବର୍ଜନା, ସାମ୍ନାକୁ ଆସିଲା ସ୍ମାର୍ଟସିଟିର ଦୂରାବସ୍ଥା

କନକ ବ୍ୟୁରୋ : ରାଜଧାନୀ ଭୁବନେଶ୍ୱର କଥା କହିଲା ବେଳକୁ ଆପଣ ଛାଏଁ ମନକୁ ଚାଲିଆସେ, ସଫାସୁତରା ରାସ୍ତା, ଚକାଚକ୍ ବିଲ୍ଡି ଓ ସ୍ମାର୍ଟ ସିଟିର ଚେହେରା । ହେଲେ ପ୍ରକୃତରେ କ’ଣ ଭୁବନେଶ୍ୱର ଏମିତି ସଫାସୁତରା ରହୁଛି । ଗତ ତିନି ଦିନ ହେଲା- ବିଏମସିର ଅସ୍ଥାୟୀ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଠପ୍…